Avimanyu sethi BJP Bhandari pokhari

Avimanyu sethi BJP Bhandari pokhari

Share

Contact information, map and directions, contact form, opening hours, services, ratings, photos, videos and announcements from Avimanyu sethi BJP Bhandari pokhari, Rajshahi Division.

Photos from Avimanyu sethi BJP Bhandari pokhari 's post 28/11/2025

ମହିଳା ସ୍ୱାବଲମ୍ବୀ ହେଲେ ରାଜ୍ୟ ତଥା ଦେଶ ଆଗେଇବ...

ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ଭଣ୍ଡାରିପୋଖରୀ ବ୍ଲକର ମିଶନ ଶକ୍ତି ଦ୍ଵାରା ଦକ୍ଷିଣବାଡ଼ ପଞ୍ଚାୟତର ବିଭିନ୍ନ SHG ଗ୍ରୁପର ମହିଳା ମାନଙ୍କୁ । ସିଲାଇ ମେସିନ ବଣ୍ଟନ କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଭଦ୍ରକର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ।

Photos from Avimanyu sethi BJP Bhandari pokhari 's post 28/06/2024

ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରା ଆୟୋଜିତ ବିଶ୍ୱ ଯୋଗ ଦିବସ new field ଠାରେ ଅନୁଷ୍ଠିତ ହୋଇ ଯାଇଛି, ଏହି ଯୋଗ ମହୋତ୍ସବରେ ଯୋଗଦେଇ ଜିଲ୍ଲାପାଳ ଏବଂ ଏସ ପି ଙ୍କ ସହ ଯୋଗାଭ୍ୟାସ କଲେ ଭଦ୍ରକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାୟକ ସିତାନ୍ସୁ ସେଖର ମହାପାତ୍ର ।
#ସେବକଭଦ୍ରକଲୋକସଭାକ୍ଷେତ୍ରର #ଭଦ୍ରକସାଂସଦଅଭିମନ୍ୟୁସେଠୀ Avimanyu Sethi Avimanyu Sethi Bjp Bhadrak Narendra Modi

Photos from Avimanyu sethi BJP Bhandari pokhari 's post 28/06/2024

ଭଦ୍ରକ ଇଚ୍ଛାପୁର ଅଞ୍ଚଳର ପ୍ରତିଷ୍ଠିତ ଯାତ୍ରା ମାଲିକ, ସ୍ତୁତି ରଞ୍ଜନ ପଲାଇଙ୍କ ଯାତ୍ରା ପାର୍ଟି ଯାତ୍ରା ରାଜନନ୍ଦିନିର ଆଜି ତୃତୀୟ ବର୍ଷ ପୂର୍ତ୍ତି ଅବସରରେ, ଇଚ୍ଛାପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ।
#ସେବକଭଦ୍ରକଲୋକସଭାକ୍ଷେତ୍ରର #ଭଦ୍ରକସାଂସଦଅଭିମନ୍ୟୁସେଠୀ Avimanyu Sethi Avimanyu Sethi Bjp Bhadrak

23/06/2024

Photos from Avimanyu sethi BJP Bhandari pokhari 's post 23/06/2024

ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ଚାଲୁଣୀ ଗାଁ ସରପଞ୍ଚ ଶ୍ରୀମତୀ ମମତାରାଣୀ ନାୟକଙ୍କ ପତି ସ୍ବର୍ଗତ ରମାକାନ୍ତ ଲେଙ୍କାଙ୍କ ଏକାଦଶାହ ସ୍ମୃତି ଚାରଣ ସଭାରେ ଯୋଗଦେଇ, ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ଦେବାସହ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ କଲେ ଭଦ୍ରକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ।

ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅଭିଲିପ୍ସା ସାହୁଙ୍କ ଶାଶୂ ଙ୍କର ଦେହାନ୍ତ ଖବର ପାଇ, ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଓ ବରିଷ୍ଠ ନେତା ଭଗଵାନ ପଣ୍ଡା ।
#ସେବକଭଦ୍ରକଲୋକସଭାକ୍ଷେତ୍ରର #ଭଦ୍ରକସାଂସଦଅଭିମନ୍ୟୁସେଠୀ Avimanyu Sethi Avimanyu Sethi Bjp Bhadrak

Photos from Avimanyu sethi BJP Bhandari pokhari 's post 23/06/2024

ଆସନ୍ତା ୨୧ ତାରିଖ ବିଶ୍ବ ଯୋଗ ଦିବସ ପାଳନ ପାଇଁ, ପ୍ରସ୍ତୁତି ବୈଠକ ମାନନୀୟ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀଙ୍କ ବାସଭବନରେ ବିଧାୟକ ଶ୍ରୀଯୁକ୍ତ ସିତାନ୍ସୁ ସେଖର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଅବସରରେ ଆମ ପ୍ରିୟ ସାଂସଦ ଓ ବିଧାୟକ ଭଦ୍ରକର ସମସ୍ତ ଜନସାଧାରଣଙ୍କୁ, ସକାଳ ୬ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବାକୁ ଅନୁରୋଧ ରଖିଲେ ।
#ସେବକଭଦ୍ରକଲୋକସଭାକ୍ଷେତ୍ରର #ଭଦ୍ରକସାଂସଦଅଭିମନ୍ୟୁସେଠୀ Avimanyu Sethi Avimanyu Sethi Bjp Bhadrak

23/06/2024

ନାରୀ ସଶକ୍ତିକରଣର ପ୍ରତୀକ ଓଡ଼ିଶାର ରତ୍ନ, ଭାରତର ୧୫ ତମ ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କ ଜନ୍ମ ଦିବସରେ ହାର୍ଦ୍ଧିକ ଶୁଭେଛା ଓ ଶୁଭକାମନା ।
Avimanyu Sethi Draupadi Murmu

Photos from Avimanyu sethi BJP Bhandari pokhari 's post 23/06/2024

ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅରିଞ୍ଜ ଗ୍ରାମର, ବିଜୟ ପ୍ରଧାନ ( ମଣ୍ଟୁ ଭାଇ ) ଙ୍କ ଏକମାତ୍ର ପୁତ୍ର ରାଜେଶ ପ୍ରଧାନ ଯିଏକି କିଛିଦିନ ତଳେ ବିବାହ କରିଥିଲେ ଓ ଏକ ଶିଶୁ ପୁତ୍ର ଅଛି ତାଙ୍କ ଅକାଳ ବିୟୋଗ ଖବର ଶୁଣି, ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଦେବା ସହ ଧର୍ଯ୍ୟ ଧରିବାକୁ ନିବେଦନ କରିଲେ ।
#ସେବକଭଦ୍ରକଲୋକସଭାକ୍ଷେତ୍ରର #ଭଦ୍ରକସାଂସଦଅଭିମନ୍ୟୁସେଠୀ Avimanyu Sethi Avimanyu Sethi Bjp Bhadrak

Photos from Avimanyu sethi BJP Bhandari pokhari 's post 23/06/2024

ଆଜି ମୋଦି ଜି ଙ୍କ ଦ୍ଵାରା ପ୍ରଧାନ ମନ୍ତ୍ରୀ କୃଷି ସମ୍ମାନ ନିଧି ଯୋଜନା ଅନୁସାରେ, ୧୭ ତମ କିସ୍ତି ପ୍ରଦାନ କରା ଯିବା ଅବସରରେ ଭଦ୍ରକ ଟାଉନ୍ ହଲ୍ ଠାରେ ଜିଲ୍ଲାପାଳଙ୍କ ଦ୍ଵାରା ଆୟୋଜିତ ସଭାରେ ଯୋଗଦେଲେ, ଭଦ୍ରକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ , ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସିତାନ୍ସୁ ସେଖର ମହାପାତ୍ର ।
#ସେବକଭଦ୍ରକଲୋକସଭାକ୍ଷେତ୍ରର #ଭଦ୍ରକସାଂସଦଅଭିମନ୍ୟୁସେଠୀ Avimanyu Sethi Avimanyu Sethi Bjp Bhadrak Suryabanshi Suraj Sitansu Sekhar Mohapatra

Photos from Avimanyu sethi BJP Bhandari pokhari 's post 23/06/2024

ନିର୍ବାଚନ ଜିତିଲା ପରେ ପ୍ରଥମ କରି, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ, ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେଲେ ଭଦ୍ରକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ।
#ସେବକଭଦ୍ରକଲୋକସଭାକ୍ଷେତ୍ରର #ଭଦ୍ରକସାଂସଦଅଭିମନ୍ୟୁସେଠୀ Avimanyu Sethi Avimanyu Sethi Bjp Bhadrak Narendra Modi

Want your business to be the top-listed Government Service in Rajshahi Division?

Click here to claim your Sponsored Listing.

Culinary Team

Attire

Website

Address

Rajshahi Division