10/02/2024
ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫,୨୩ ର ତୁରନ୍ତ କାର୍ଯ୍ୟସାରିବା, ମେଡିକାଲ କଲେଜ କରିବା, ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରୀ ଦେବା ଓ ଅନୁଗୋଳ ରେ ବାୟୁମଣ୍ଡଳ ଦୂଷିତ ହେବା ପ୍ରତିବାଦରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆଜି ରାଷ୍ଟ୍ରାୟ ମଜଦୂର କଂଗ୍ରେସ ,ଓଡିଶା ଶାଖା ତରଫରୁ ଆୟୋଜିତ ଗଣଧାରଣା ରେ ଯୋଗଦେଲେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର ଯୋଗଦେଇ ଆଭିଭାସଣ ଦେଲେ.