04/06/2026
ସିଏମ ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ଜୋନ୍–IV (ଅନୁଗୋଳ) ବାଳକ ଓ ବାଳିକା ଚ୍ୟାମ୍ପିୟନସିପ୍–୨୦୨୬ ଉଦଘାଟିତ ହୋଇଯାଇଛି। ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜୋନ୍–IVର ବିଭିନ୍ନ ଜିଲ୍ଲାର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିଛନ୍ତି।
04/06/2026
Collector & District Magistrate, Angul, accompanied by the Sub-Collector and Tahasildar, Talcher, reviewed rehabilitation and relocation activities at the TFL Rail Line Munda Basti shifting site, inspected the progress of Praja Mandal Bhawan, Talcher, and held discussions with the GM, Hingula Area, at Balaram OCP on mine expansion.
04/06/2026
A District Level Implementation Committee meeting on voluntary village relocation was held under the chairmanship of the Chairman, Relocation Committee-cum-Collector, Angul. Discussions were held on the relocation of Gopalpur, Purunakote & Majhipada, and Tikarpada villages, focusing on implementation strategies, inter-departmental coordination, and measures to ensure smooth and effective rehabilitation.
04/06/2026
Collector & District Magistrate, Angul, held a review meeting with officials of RWD, Angul and the Principal, DIET Angul, for finalisation of the plans for the Academic Block, Girls’ Hostel and Canteen under the infrastructure upgradation of DIET Angul as a Centre of Excellence. The meeting focused on expediting the planning process to ensure timely ex*****on of the project.
03/06/2026
ଅନୁଗୋଳ ଷ୍ଟାଡିୟମ୍ ପରିସରରେ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ସିଏମ୍ ଟ୍ରଫି ଜୋନାଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡା, ଢେଙ୍କାନାଳ ଏବଂ ଆୟୋଜକ ଅନୁଗୋଳ ଜିଲ୍ଲା ସମେତ ମୋଟ ଆଠଟି ଜିଲ୍ଲାର ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ପ୍ରାୟ ତିନିଶହରୁ ଅଧିକ ଖେଳାଳି, ପ୍ରଶିକ୍ଷକ, ଅଫିସିଆଲ ଏବଂ କ୍ରୀଡ଼ା ପରିଚାଳନା ସହ ଜଡିତ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଛନ୍ତି।
03/06/2026
Collector & District Magistrate, Angul chaired a Convergence Meeting with district-level officers from Agriculture, Horticulture, Veterinary, Watershed, Food Supply, KVK and DMF. Discussions focused on expenditure review and consideration of new project proposals under DMF, Angul to strengthen development initiatives across the district.
03/06/2026
Collector & District Magistrate, Angul visited the PM SHRI Khalari Nodal High School under Angul block and PM SHRI Talmul Govt. High School under Banarpal block for identification of land for implementation of different projects under Godabarisha Mishra Adarsha Prathamik Vidyalay (GMAPV) Scheme along with officials of S&ME Department.
02/06/2026
୬୩-ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପାଇଁ ପାଲା ମାଧ୍ୟମରେ ଜନସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। "କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ିବେ" — ଏହା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରିବା ସହ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସମୟସୀମା ମଧ୍ୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ, ସଂଶୋଧନ ଫର୍ମଗୁଡ଼ିକୁ ଅନଲାଇନ୍ (Online) ମାଧ୍ୟମରେ ମଧ୍ୟ ପୂରଣ କରାଯାଇପାରିବ। ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ସଚେତନତା ପାଲା ପରିବେଷଣ କରାଯାଇଥିଲା।
01/06/2026
ଜିଲ୍ଲାପାଳ, ଅନୁଗୁଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ ଏବଂ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ହେଡକ୍ୱାର୍ଟର, କଣିହାଁ ଠାରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି। ମୋଟ ୧୧୯ଟି ଅଭିଯୋଗ ଶୁଣାଯାଇଥିଲା ଯେଉଁଥିରୁ ୧୩ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଅଛି । ଏହା ସହିତ ୬ ଜଣ ଅଭାବୀ ତଥା ଦୁଃଖୀ ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୪୫୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଅଛି।
01/06/2026
ତା: ୦୧.୦୬.୨୦୨୬ ରିଖ ଅନୁଗୋଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିରର ବିବରଣୀ ।