Bhim army azad
ANANT #BHIM ARMY
i am an ambedkarit &social worker
କଣିହାଁ ବ୍ଲକ NTPC ଥାନା ଅନ୍ତର୍ଗତ ବିଜୁଗୋଲ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଯାହା 11 ବର୍ଷର ନାବାଳିକା ର ଦୁଷ୍କର୍ମ ଓ ହତ୍ୟା ଅତି ନିନ୍ଦନୀୟ ।
ଆମର ଦାବି # ଦୃବୁତ କୁ ଫାଶୀ #୨୦ଲକ୍ଷ ଅନୁଦାନ #ଇନ୍ଦିରା ଆବାସ ଗୃହ #
ଅପାରଗତା ସରକାର #ଢିଲା ଆଇନ ବ୍ୟବସ୍ଥା #
ମହିଳା ଅସୁରକ୍ଷିତ ରାଜ୍ୟ ରିପୋର୍ଟ ନୋ ONE # odisha sarkar lajya #
Bhim army
Jaybhim army angul
Kandsar cricket turnament #
Bhim army
23/02/2026
କାଣ୍ଡସର୍ ଗ୍ରାମର ଜୟ ଭୀମ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଲବ ଆନୁକୁଲ୍ୟରେ ଆଜି ହେଉଥିବା ଫାଇନାଲ ମ୍ୟାଚ୍ ଅବସରରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ,ଖେଳ କୁ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରି, ଟ୍ରଫି ବିତରଣ କଲି।
Jaybhim guest
Bhim army
Jay bhim cc army
Jay bhim cricket club bahal army
ଆସନ୍ତା ତା # ୧୦.୦୨.୨୦୨୬ ରିଖ ବରଗଡ଼ ଚାଲ! #
( ସମ୍ମାନୀୟ ବିନୟ ରତନ ସିଂ ସ୍ୱା)
ବରଗଡ଼ ଜିଲ୍ଲାରେ ଦଳିତ, ଆଦିବାସୀ ,କ୍ରିସଟିଆନ,ମୁସଲିମ ,ମହିଳା ଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢୁଥିବା ପ୍ରତିବାଦ ରେ ବରଗଡ଼ ଏସପି ଅଫିସ ସାମ୍ନାରେ ଭୀମ ଆର୍ମି ଦ୍ଵାରା ଏକ ବିଶାଳ ଆନ୍ଦୋଳନ ହେବ ଏହି ଆନ୍ଦୋଳନ ରେ #ଭୀମ ଅଧକ୍ଷ ସମ୍ମାନୀୟ ବିନୟ ରତନ ସିଂ # ସାର ଯୋଗ ଦେଉଛନ୍ତି,ଏଣୁ ସାମାଜିକ ଲଢେଇ ଓ ସମତା ପାଇଁ ଆପଣ ସମସ୍ତେ ,ଅନୁଗୋଳ ଭୀମ ଆର୍ମି ଟିମ୍ ,ବୁଦ୍ଧି ଯିବି ଓ ଆମ୍ବେଦକର ପ୍ରେମୀ ଆସନ୍ତା ୧୦ ତାରିଖ ସକାଳ ୧୦ଘଟିକା ସମୟରେ ଉପସ୍ଥିତ ହୁଅନ୍ତୁ।
ଜୟ ଭୀମ ,ଜୟ ସମ୍ବିଧାନ ,ଜୟ ଭୀମ ଆର୍ମି
Click here to claim your Sponsored Listing.
Location
Website
Address
Anugul
