10/11/2025
ପୁରୀ ସଦର ବ୍ଲକ ଅନ୍ତର୍ଭୁକ୍ତ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ "ଭୀମ ଭୋଇ ସାମର୍ଥ୍ୟ ଶିବିର" ମହନ୍ତ ଗଦାଧର ନୋଡାଲ ଉଚ୍ଚ ବିଦ୍ୟାଳୟ,ଚନ୍ଦନପୁର ଠାରେ ତା:୧୪.୧୧.୨୦୨୫ (ଶୁକ୍ରବାର) ଦିନ ୦୯.୦୦ ଘଟିକାରୁ ଆୟୋଜିତ ହେବ| ଏ ନେଇ ସବିଶେଷ ବିବରଣୀ ନିମ୍ନ ବିଜ୍ଞପ୍ତି ରେ ପ୍ରକାଶିତ| Puri District Admin Odisha Zilla Parishad Puri Panchayati Raj & Drinking Water Department, Government of Odisha
01/11/2025
From 01.11.2025 all staffs of Puri Sadar Block will be mandatorily adopting 3 technologies :
1. File Processing through OSWAS
2. Development Project management through PPMS
3. Attendance through Geo location tagged aadhaar based biometric system.
Through a OSWAS/PPMS Cell.
29/10/2025
Vigilance Awareness Week 2025 was celebrated at Talajanga GP of Puri Sadar Block. Integrity Pledge was administered
25/10/2025
CDO-Cum-EO, ZP, Puri reviewed BPCs, BPMs, AEE, JE,PEO and ADEOs on progress of various Developmental Schemes of Puri Sadar Block.
24/10/2025
Hon'ble MP, Puri and Hon'ble MLA, Bramhagiri distributed work orders under Antyodaya Gruha Yojana and social security Pension and aids and appliances to persons with disabilities in Puri Sadar Block.
19/10/2025
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଓ ମାନ୍ୟବର ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ଙ୍କ ଉପସ୍ଥିତିରେ ଆଜି ଆଭାସୀ ମାଧ୍ୟମରେ ତୃତୀୟ ପର୍ଯ୍ୟାୟରେ ପୁରୀ ସଦର ବ୍ଲକ୍ ର ୧୭୭ ଜଣ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ ଓ ପ୍ରତାପପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତ ର ନୂତନ ଗୃହ ନିର୍ମାଣ ର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା|
ଏହି ଅବସରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଆଭାସୀ ମାଧ୍ୟମରେ ନୂତନ ହିତାଧିକାରୀ ମାନେ ଯୋଗଦାନ କରିଥିଲେ ଓ ଏହି ଅବସରରେ ତାଙ୍କୁ ଏହି ସମୟ ମଧ୍ୟରେ ଗୃହ ନିର୍ମାଣ ସାରିବା ବିଷୟରେ ସଚେତନ କରାଯାଇଥିଲା |
ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ହିତାଧିକାରୀ ଓ ସାଧାରଣ ନାଗରିକ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହନ କରିଥିଲେ |
20/06/2025
ପୁରୀ ସଦର ବ୍ଲକ୍ ର ବୀରହରେକୃଷ୍ଣପୁର ଠାରେ ଜୟୀ ରାଜଗୁରୁ ଓ କୃପାସିନ୍ଧୁ ମିଶ୍ରଙ୍କ ଜନ୍ମସ୍ଥଳୀ କୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ରେ ସାମିଲ କରାଯାଇଛି।ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହି ଯୋଜନା ର ଶୁଭାରମ୍ଭ କରିଥିଲେ .1947
01/04/2025
Sarpanch Baliguali GP of Puri Sadar Block has attended National Level Conference on Women Elected Representatives of Panchayats and shares her experience regarding implementatioj of livelihood interventions at GP Level setting up first Rural Industrial Park Cluster of Puri Sadar Block.
30/03/2025
ଆଜି ପୁରୀ ତାଳବଣିଆ ପଡ଼ିଆ ଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ମାନନୀୟା ଭପ ମୁଖ୍ୟମନ୍ତ୍ରୀ,ମାନ୍ୟବର ପୁରୀ ସାଂସଦ , ମାନନୀୟା ବ୍ରହ୍ମଗିରି ବିଧାୟିକା,ମାନ୍ୟବର ପୁରୀ ବିଧାୟକ, ଅଧ୍ୟକ୍ଷ,ପୁରୀ ସଦର ପଞ୍ଚାୟତ ସମିତିଙ୍କ ଉପସ୍ଥିତିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଅଛି|
14/11/2024
୨୦୨୪-୨୫ ବର୍ଷ ପାଇଁ ପୁରୀ ସଦର ବ୍ଲକ ଅନ୍ତର୍ଭୁକ୍ତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ବିରହରେକୃଷ୍ଣପୁର ଉଚ୍ଚ ବିଦ୍ୟାଳୟ, ଠାରେ ତା: ୩୦.୧୧.୨୦୨୪ (ଶନିବାର) ଦିନ ପୂର୍ବାହ୍ନ ୧୦.୦୦ ଘଟିକା ଠାରୁ ଅନୁଷ୍ଠିତ ହେବାକୁ ଥିବା “ଭୀମ ଭୋଇ ସାମର୍ଥ୍ୟ ଶିବିର” ନିମନ୍ତେ ବିଜ୍ଞପ୍ତି