Manab premi Nila Bhaula

Contact the organization

Manab premi Nila Bhaula ଆପଣଙ୍କ କର୍ମ ହିଁ ଆପଣଙ୍କର ପରିଚୟ।
କର୍ମ ହିଁ ଭଗବାନ social worker And
insurance Advisor (LIC)
(1)

09/11/2026

ଆଲୋକର ପର୍ବ ଦୀପାବଳୀକୁ ସେବା ସମର୍ପିତ କରିବା ଉଦ୍ଦେଶ୍ୟରେ ବିପଦର ବନ୍ଧୁ ଓଡିଶା ଆଜି ତା ୦୮/୧୧/୨୦୨୬ ରିଖ ପବିତ୍ର ଦୀପାବଳି ଦିନ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଉପାନ୍ତ ଗ୍ରାମ ତଡମା ଓ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗିନାଠି ଗ୍ରାମରେ ପହଞ୍ଚି ସ୍ଥାନୀୟ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ରାସନ ସାମଗ୍ରୀ ଦେଇ ସେମାନଙ୍କ ବିପଦର ବନ୍ଧୁ ସାଜିଥିଲେ ଏବଂ ପିଲାମାନଙ୍କୁ ନୂତନ ପୋଷାକ ଓ ଶିକ୍ଷଣ ସାମଗ୍ରୀ ପ୍ରଦାନ ପୂର୍ବକ ପିଲାମାନଙ୍କୁ ନିଜ ଧୋଇ ହୋଇଯାଇଥିବା ସ୍ୱପ୍ନ ଗୁଡିକୁ ଆଉଥରେ ବଞ୍ଚିବାର ପ୍ରେରଣା ଦେଇଛନ୍ତି।
Bipadara Bandhu,Odisha District Administration, Ganjam

ଯେଉଁଠାରେ ପ୍ରକୃତି ଧୋଇ ନେଇଛି କୁନି କୁନି ଆଖିର ଅସୁମାରୀ ସ୍ୱପ୍ନକୁ, ସେଇ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକର କୁନି କୁନି କଳିକା ମାନଙ୍କ ଜୀବନରେ...
09/11/2026

ଯେଉଁଠାରେ ପ୍ରକୃତି ଧୋଇ ନେଇଛି କୁନି କୁନି ଆଖିର ଅସୁମାରୀ ସ୍ୱପ୍ନକୁ, ସେଇ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକର କୁନି କୁନି କଳିକା ମାନଙ୍କ ଜୀବନରେ ଶିକ୍ଷାର ଆଲୋକ ଢାଳି ସେମାନଙ୍କୁ ପୁଣି ନିଜ ସ୍ୱପ୍ନ ପାଇଁ ବଞ୍ଚିବାର ପ୍ରେରଣା ଦେଇଛି ବିପଦର ବନ୍ଧୁ ଓଡିଶା ସଂଗଠନ। ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ସଂଗଠନର ସ୍ୱତନ୍ତ୍ର ପରିକଳ୍ପନା "ମିଶନ ଶିକ୍ଷା" ଆନୁକୂଲ୍ୟରେ ଆଜି ତା ୦୮/୧୧/୨୦୨୬ ରିଖ ଦିନ ସୋରଡା ବ୍ଲକ ଅନ୍ତର୍ଗତ ଭାଲିଆଗୋଛା, ଧରାକୋଟ ବ୍ଲକ ଅନ୍ତର୍ଗତ ବରାଡ଼ବିଲି, କୁଶପଡା, ଦଶମାଇଲି, ସିଙ୍ଗିପୁର, ପାଟପୁର ଗ୍ରାମରେ ପିଲାମାନଙ୍କୁ ଖାତା, ପେନ, ବହି, ଟେଷ୍ଟ ପେପର, କମ୍ପାସ, ପଟା, ଖଡ଼ି ଆଦି ଅନେକ ଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ଆଲୋକର ପର୍ବ ଦୀପାବଳୀକୁ ସେବା ସମର୍ପିତ କରିବା ଉଦ୍ଦେଶ୍ୟରେ ବିପଦର ବନ୍ଧୁ ଓଡିଶା ଆଜି ତା ୦୮/୧୧/୨୦୨୬ ରିଖ ପବିତ୍ର ଦୀପାବଳି ଦିନ ଭଞ୍ଜନଗର ବ୍...
09/11/2026

ଆଲୋକର ପର୍ବ ଦୀପାବଳୀକୁ ସେବା ସମର୍ପିତ କରିବା ଉଦ୍ଦେଶ୍ୟରେ ବିପଦର ବନ୍ଧୁ ଓଡିଶା ଆଜି ତା ୦୮/୧୧/୨୦୨୬ ରିଖ ପବିତ୍ର ଦୀପାବଳି ଦିନ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଉପାନ୍ତ ଗ୍ରାମ ତଡମା ଓ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗିନାଠି ଗ୍ରାମରେ ପହଞ୍ଚି ସ୍ଥାନୀୟ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ରାସନ ସାମଗ୍ରୀ ଦେଇ ସେମାନଙ୍କ ବିପଦର ବନ୍ଧୁ ସାଜିଥିଲେ ଏବଂ ପିଲାମାନଙ୍କୁ ନୂତନ ପୋଷାକ ଓ ଶିକ୍ଷଣ ସାମଗ୍ରୀ ପ୍ରଦାନ ପୂର୍ବକ ପିଲାମାନଙ୍କୁ ନିଜ ଧୋଇ ହୋଇଯାଇଥିବା ସ୍ୱପ୍ନ ଗୁଡିକୁ ଆଉଥରେ ବଞ୍ଚିବାର ପ୍ରେରଣା ଦେଇଛନ୍ତି।

08/11/2026

ଏଥର ଦୀପାବଳିରେ ଦୀପର ଆଲୋକ ନୁହେଁ
କୁନି କୁନି ପିଲାଙ୍କ ଆଖିରେ ଥିବା ଅସୁମାରୀ ସ୍ୱପ୍ନକୁ ଶିକ୍ଷାର ଆଲୋକରେ ଆଲୋକିତ କରିବାର ଏକ ନିଆରା ପ୍ରୟାସ
Bipadara Bandhu,Odisha

08/11/2026

ଆଲୋକ ର ପର୍ବ ଦୀପାବଳି ରେ ଡାଙ୍ଗ ଦେଖା।
#ଗଞ୍ଜାମ

08/11/2026

ହିଞ୍ଜିଳିକାଟୁ ରେ ବାଣ କିଣିବା ପାଇଁ ପ୍ରବଳ ଭିଡ଼।

 #ବିପଦର_ବନ୍ଧୁ_ପକ୍ଷରୁ_ବନ୍ୟା_ବିପନ୍ନ_ଛାତ୍ରଛାତ୍ରୀ_ଙ୍କୁ_ପାଠ୍ୟ_ଉପକରଣ_ବଣ୍ଟନ। ବାତ୍ୟା ଅର୍ଣ୍ଣବ ଆଣିଥିବା ବନ୍ୟା ଧୋଇନେଇଥିଲା ଅନେକ କୁନିକ...
08/11/2026

#ବିପଦର_ବନ୍ଧୁ_ପକ୍ଷରୁ_ବନ୍ୟା_ବିପନ୍ନ_ଛାତ୍ରଛାତ୍ରୀ_ଙ୍କୁ_ପାଠ୍ୟ_ଉପକରଣ_ବଣ୍ଟନ।
ବାତ୍ୟା ଅର୍ଣ୍ଣବ ଆଣିଥିବା ବନ୍ୟା ଧୋଇନେଇଥିଲା ଅନେକ କୁନିକଳିକାଙ୍କ ସୁନେଲି ସ୍ୱପ୍ନ। ଯେତେବେଳେ ଜୀବନ ଜୀବିକା ନଷ୍ଟ ହେଲା ସେତେବେଳେ ପିଲାମାନଙ୍କ ବହି, ଖାତା ମଧ୍ୟ ବନ୍ୟାର ସ୍ରୋତରେ ଭାସିଗଲା। ଯାହା ପିଲାମାନଙ୍କ ଶିକ୍ଷା ପାଇଁ ବିପଦ ସୃଷ୍ଟି କଲା। ସେହି ବିପଦକୁ ଲକ୍ଷ କରି ବିପଦର ବନ୍ଧୁ ଓଡିଶା ଆରମ୍ଭ କଲା "ମିଶନ ଶିକ୍ଷା".......
ପ୍ରଥମ ଦିନ ଆର୍ଥତ ତା ୭/୧୧/୨୦୨୬ ଦିନ ପୁରୁଷୋତ୍ତମପୁର ସହରର ବନ୍ୟାରେ ବୁଡିରହିଥିବା ସାହି ଯଥା ନଦୀ ସାହି, କନିକା ସାହି ଏବଂ ତତ୍ ସଂଲଗ୍ନ ସାହି ଗୁଡିକର ପ୍ରାୟ ୩୦୦ ପିଲାଙ୍କୁ ଖାତା, ବହି,କମ୍ପାସ, ଟେଷ୍ଟପେପର, ବ୍ୟାଗ, ପେନ ପେନସିଲ ସହ ଅନେକ ଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯାଇଥିଲା.....
ବିପଦର ବନ୍ଧୁର ଏହି ନୂତନ ପ୍ରୟାସ ପିଲାମାନଙ୍କୁ ପୁଣିଥରେ ପାଠ ପଢା ଦିଗରେ ନିଶ୍ଚୟ ପ୍ରେରିତ କରିବ.....

07/11/2026

Address

Berhampur

Website

Alerts

Be the first to know and let us send you an email when Manab premi Nila Bhaula posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Manab premi Nila Bhaula:

Shortcuts

Share

Category