ଭଦ୍ରକ ବିଜେଡ଼ି ଫ୍ୟାନ୍ସ କ୍ଲବ୍

ଭଦ୍ରକ ବିଜେଡ଼ି ଫ୍ୟାନ୍ସ କ୍ଲବ୍

Share

“ବିଜୁ ବିଚାର – ଜନତାର ଆବାଜ”

03/11/2025

ଜୁହାର ନୂଆପଡ଼ା 🙏

କୋମନାରେ ଆପଣମାନଙ୍କୁ ସମସ୍ତଙ୍କୁ ଭେଟିବା ନେଇ ବହୁତ ଉତ୍ସାହିତ।

Photos from Biju Janata Dal Odisha's post 03/11/2025
03/11/2025

ନୂଆପଡ଼ା ମାଟି କରେ ସ୍ୱାଗତ,
ଜନନାୟକ ନବୀନ ପଟ୍ଟନାୟକ ସ୍ୱାଗତମ୍

11/10/2025

#ପୃଥିବୀର_ସର୍ବ_ବୃହତ_ପାର୍ଟି_ବିଜେପି_ପାଖରେ_ନାହାନ୍ତି_ପ୍ରାର୍ଥୀ।
ବିଜେଡ଼ି ଦଳରୁ ପ୍ରାର୍ଥୀ ନେଇ ବିଜେପି କରୁଛି ରାଜ୍.....
ତଥାକଥିତ ପୃଥିବୀ ର ସବୁଠୁ ବଡ଼ ରାଜନୈତିକ ଦଳକୁ ନୂଆପଡ଼ା ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ମିଳିଲା ନାହିଁ 😂

ଛାଡ଼ହୋ - ବିଜେପି କୁ ବିଜେଡ଼ି ପାଖରୁ ପ୍ରାର୍ଥି ଚୋରି କରିବାକୁ ପଡ଼ିଲା ? 🤔

ଚୋରି, ମିଛ ଓ ଦଙ୍ଗା BJP DNA 🧬 ରେ ଅଛି ...।

ପ୍ରାର୍ଥୀ ଚୋରି ହେଉ କିମ୍ବା ଭୋଟ ଚୋରି 🤣...

11/10/2025
Want your business to be the top-listed Government Service in Bhadrak?

Click here to claim your Sponsored Listing.

Location

Category

Website

Address

Distirict Office, BJD
Bhadrak
756100