Sujata Jena

Call Website Contact the organization

Sujata Jena Studied in:-Jagannath prasad high school
Completed studying from N.C COLLEGE jajpur town. P. G:-NOR

Humble tributes to  , the greatest proponent of peace and non-violence on  . The ahimsa icon’s immortal ideals transcend...
02/10/2026

Humble tributes to , the greatest proponent of peace and non-violence on . The ahimsa icon’s immortal ideals transcend race, religion and country. His message of non-violence, peace, tolerance and unwavering dedication to the cause of India’s freedom struggle will continue to inspire generations to come.

🙏🌺 ଶ୍ରୀ ଗଣେଶାୟ ନମଃ 🌺🙏ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ମୋ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ଜୀବନରୁ ଦୂର ହେଉ ...
14/09/2026

🙏🌺 ଶ୍ରୀ ଗଣେଶାୟ ନମଃ 🌺🙏
ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ମୋ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ଜୀବନରୁ ଦୂର ହେଉ ସମସ୍ତ ବିଘ୍ନ ଓ ବାଧା,👏
ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ଭରିଯାଉ ପ୍ରତ୍ୟେକଙ୍କ ଜୀବନ👏
🌺 ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆପଣ ଓ ଆପଣଙ୍କ ପରିବାରକୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। 🌺

❤️❤️❤️❤️ସମ୍ପର୍କ ❤️❤️❤️❤️ମୁଁ ଜାଣେନା କଣ ପାଇଁ -ମୁଁ ଏତେ ଅବୁଝା ହୁଏ “ମୁଁ  ଜାଣେନା କଣ ପାଇଁ -ମୁଁ ଏତେ  ଗର୍ଵ କରେ ”ମୁଁ  ଜାଣେନା  କଣ ପ...
12/09/2026

❤️❤️❤️❤️ସମ୍ପର୍କ ❤️❤️❤️❤️

ମୁଁ ଜାଣେନା କଣ ପାଇଁ -ମୁଁ ଏତେ ଅବୁଝା ହୁଏ “
ମୁଁ ଜାଣେନା କଣ ପାଇଁ -ମୁଁ ଏତେ ଗର୍ଵ କରେ ”
ମୁଁ ଜାଣେନା କଣ ପାଇଁ -ଏତେ ନିଷ୍ଠୁର ହୁଏ “
ମୁଁ ଜାଣେନା କଣ ପାଇଁ -ଏତେ ଅମାନିଆ ହୁଏ ଶେଷ ରେ ଗୋଟିଏ କଥା ❤️❤️
ଯାହା ଭାବୁଛି ତୁମ ପାଇଁ
ଯାହା ଭାବିବି ତୁମ ପାଇଁ
ଯାହା କରୁଛି ତୁମ ପାଇଁ
ଯାହା କରିବି ତୁମ ପାଇଁ ❤️❤️
👌❤️❤️ ଶେଷ ରେ ସେହି ଗୋଟିଏ କଥା ❤️❤️
ମୋ ଆଖିର ଜ୍ୟୋତି ତୁମେ
ମୋ ହୃଦୟ ର ସ୍ମଦନ ତୁମେ
ମୋ ମନ ର ଆଶା ତୁମେ
ମୋ ଭାବନା ର କବିତା ତୁମେ ❤️❤️
👌👌👌👌👌👌👏👏👏
ନିଶ୍ଚୟ ପଢିବେ ସବୁ ଆପଣ ମାନଙ୍କ ପାଇଁ ପ୍ରୟାସ 👌ସଦା ସର୍ବଦା ଆପଣଙ୍କ ସହିତ ଯୋଡି ହେବା ର ମୁଖ୍ୟ ପ୍ରସଙ୍ଗ 👌

ସୁଖରେ ଥାଏ କି ଦୁଃଖରେ ଥାଏ କାଳିଆ ସାଆନ୍ତକୁ ଭୁଲିବ କିଏ! !!!🙏          ସିଏ  ପା. ସବୁ ଦେଖୁଚି 🙏          ସିଏ ପା ସବୁ ଶୁଣୁଛି !!     ...
08/09/2026

ସୁଖରେ ଥାଏ କି ଦୁଃଖରେ ଥାଏ
କାଳିଆ ସାଆନ୍ତକୁ ଭୁଲିବ କିଏ! !!!🙏
ସିଏ ପା. ସବୁ ଦେଖୁଚି 🙏
ସିଏ ପା ସବୁ ଶୁଣୁଛି !!
ତାକୁ ଭୁଲି ରହି ପାରିବ କିଏ
ନା ତାକୁ ଛାଡି ରହି ପାରିବ କିଏ! !
ସିଏ ପା ସବୁ କରୁଛି ! ସିଏ ପା ସବୁ ବୁଝୁଛି 🙏🙏
ଜୟ ଜଗନ୍ନାଥ 🙏🙏🙏🙏🙏

ଆଜି  ମୋ ବାବା ଙ୍କ ଜନ୍ମଦିନ 🙏🙏🎂🙏🙏.        ତୁମେ ସେହି ବାପ ଯିଏ ନିଜେ କାନ୍ଦି ଆମ ମାନଙ୍କୁ  ହସାଇବାକୁ ସତ ଚେଷ୍ଟା କରିଛ 🙏     ତୁମେ ସେହି...
04/09/2026

ଆଜି ମୋ ବାବା ଙ୍କ ଜନ୍ମଦିନ 🙏🙏🎂🙏🙏.
ତୁମେ ସେହି ବାପ ଯିଏ ନିଜେ କାନ୍ଦି ଆମ ମାନଙ୍କୁ ହସାଇବାକୁ ସତ ଚେଷ୍ଟା କରିଛ 🙏 ତୁମେ ସେହି ବାପ ଯିଏ ନିଜେ ଭଲ ନ ଖାଇ ଆମ ମାନଂକୁ ଖାଇବାକୁ ଦେବା ପାଇଁ ନିଜକୁ ସମର୍ପିତ କରିଛ 🙏🙏 ତୁମେ ସେହି ବାପ ସାଇକେଲ ରେ କାମ କରି କରି ପାଞ୍ଚ ପାଞ୍ଚ ଟା ପିଲା ଙ୍କୁ ମଣିଷ କରିବା ପାଇଁ ସତ ଚେଷ୍ଟା କରିଛ 🙏🙏 ତୁମେ ସେହି ବାପ ଆଜି ଯାଏଁ ତୁମେ ତୁମର ସତ୍ୟ ପାଖରେ ହାର ନ ମାନି ସତ୍ୟ ର ପଥ ରେ ଅଗ୍ରଗତି କରି ଚାଲିଛ 🙏🙏 ତୁମେ ସେହି ବାପ ଯିଏ ଆଜି ଯାଏ କାହାରି ପାଖରେ ଅପ୍ରିୟ ନ ହୋଇ ସମସ୍ତ ଙ୍କ ପାଖରେ ପ୍ରିୟପାତ୍ର ହୋଇ ପାରିଛ 🙏🙏
ତୁମେ ସେଇ ବାପ ଆଜି ଯାଏ ନିରୋଗ ରହି ସମାଜ କୁ ନିରଗୋର ବାର୍ତ୍ତା ଦେଇ ପାରିଛ 🙏
ତୁମେ ସେଇ ବାପ ଯିଏ ପାଞ୍ଚ ପାଞ୍ଚ ଟା ପିଲା ଙ୍କ କଥା ଆଜି ଯାଏ ସଖାଳୁ ରାତି ର ଶୋଇବା ପଯ୍ୟନ୍ତ ସମସ୍ତ କଥା କୁ ଜାଣିବା ପାଇଁ ପାଗଳ ପରି ହୋଇ ପାରୁଛ 🙏 ❤️❤️❤️ ଶେଷ ରେ ଗୋଟିଏ କଥା କହିବି ବାପ ତ ଅଛନ୍ତି କିନ୍ତୁ ତୁମ ପରି ବାପ ଦେଖି ପାରୁନି ବାବା! ମୋ ବାବା ମୋ ପାଇଁ ଭଗବାନ ଙ୍କ ଠୁଁ ଅଧିକା ! !
ତୁମ ଜନ୍ମଦିନ ରେ ଏତିକି କହିବି ତୁମ ପରି ବାପ ସମସ୍ତ ଙ୍କୁ ମିଳୁ ଭଗବାନ ତୁମକୁ ଭଲରେ ରଖନ୍ତୁ 🙏🙏🎂❤️🙏🙏

❤️❤️❤️ ମୁଁ  ପଇସା  ଚୋର ❤️❤️❤️ -------------------------------------ସତରେ  ଆଜ୍ଞା ନିଶ୍ଚୟ ପଢିବେ ଆଉ କହିବେ ଭୁଲ ନା  ଠିକ ❤️ 👌    ...
03/09/2026

❤️❤️❤️ ମୁଁ ପଇସା ଚୋର ❤️❤️❤️ -------------------------------------
ସତରେ ଆଜ୍ଞା ନିଶ୍ଚୟ ପଢିବେ ଆଉ କହିବେ ଭୁଲ ନା ଠିକ ❤️ 👌 ମୋ ପିଲା ବେଳେ ମାନେ 12 କି 13 ବର୍ଷ ହେଇଥାଏ -:
ମୋ ବାବା ମା ମୋ ମାମୁ ଘରକୁ ଯାଇଥିଲେ ମୁଁ ଘରେ ଥିଲି --କଣ ହେଲା ଜାଣିଲେ 👌ମୁଁ କଣ କଲିନା --ଆମର ଗୋଟିଏ କାଠ ଆଲମିରା ଥିଲା 👌ସେ ଆଲମିରା କଣ କୌଣସି ରେ ଆମ ଘରେ ଚାବି ନଥିଲା ? ମୁଁ ଆଲମିରା ଖୋଲି ଦେଖିଲି କଣ ଅଛି ଦେଖିବା ! ଦେଖିଲି ଗୋଟିଏ ଗୋଟିଏ କଷା ବାସନ ଅଛି ଆଉ ବାସନ ଭିତରେ କୋଡ଼ିଏ ଟଙ୍କା ଅଛି - ମୁଁ.ସେହି ପଇସା କୁ ନେଇଆସିଲି ଆଉ ନେଇ ଆସିଲି ସିନା ତା ପର ଘଟଣା ଶୁଣିଲେ ନା କଣ ଭାବିବେ ମୁଁ ଜାଣିନି :👌❤️ ପଇସା ଚୋରି ତ କଲି ହେଲେ ଏତେ ପଇସା କରିମି କଣ. ଆମ ଗାଁ ରେ ପରିଆ ନାମକ ଜଣେ ଲୋକ ଦୋକାନ କରିଥିଲା ☺️ଭାବିଲି ଚକଲେଟେ କିଣି ଖାଇ ଦେବି.👌
ହେଲେ ଆଜ୍ଞା ଚକଲେଟେ ତ ପାଞ୍ଚ ପଇସା 👌ଏତେ ଆଣିଲେ ମୋ ମା କୁ ସିଏ କହିଦେବ 😭ଆଉ ଏପଟେ ମା ତ କିଛି ବୁଝିବନି 👌ପ୍ରବଳ ମାଡ଼ ଛଡା ଆଉ କିଛି ନାହିଁ 😇ପୁଣି କରିବି କଣ ପଇସା ତ କାଢି ଦେଇଛି 👌ମନ ରେ ଆସୁଥାଏ ପଇସା ଆଣିଛି ମାନେ ପୁଣି ସେଠି ରଖିଲେ ମା ଜାଣି ପାରିବ 👌ଆଉ ଜାଣିଲେ ତ ମାଡ଼ 😭କଣ କରିବି କଣ କରିବି 👌ଭାରି ଡର ଲାଗୁଥାଏ ଆଉ ପୁଣି ଏ କଥା ଯେତେ ଡେରି ହେଉଥାଏ ସେଥେ ଡର କାରଣ ମା ବାବା ଆସିଯିବେ କଣ କରିବି କଣ କରିବି ? ???
ସେହି ସମୟରେ ଆମ ଘରେ ଆମ ଗାଈ ପାଇଁ ଜଣେ ସ୍ତ୍ରୀ ଲୋକ ଘାସ ନେଇ ଆସିଲା 👌ଆଉ ଘାସ ଦେଇ ବସିଲା କହିଲା ମା ବାବା କେତେବେଳେ ଆସିବେ ତୁ ମା ଖାଇଛୁନା କଣ ଖାଇବୁ ଖାଇବା ମା କରି ଦେଇଥିବ 👌ମା ଥିଲେ କହିଥାନ୍ତି କଣ ଦେଇଥାନ୍ତା ଖାଇବାକୁ ଆଜି କିଛି ନାହିଁ ମୋ ଛୁଆ ମାନେ କଣ ଖାଇବେ 👌ଘାସ କେତେ କାଟିମି ଘାସ କାଟି ଏ ଛୁଆ ଙ୍କୁ କଣ ପୋଷି ପାରୁଛି :ଆଜି ଯଦି ତା ବାପା ଥାନ୍ତା ଏତେ କଷ୍ଟ କଣ ମା ମୁଁ କରି ଥାନ୍ତି 👌ଆଉ ତୋ ମା ମତେ ବଂଚେଇ ଛି , ମା ଛୁଆ ସବୁ ବିଷ ଖାଇବାକୁ ଭାବିଥିଲି 😭ତୋ ମା ପାଟି କରି କଥା ଦେଇଛି ଯେତିକି ପାରିବ ଭାତ ପାଣୀ ସାହାଯ୍ୟ କରିବ 👌 ଆଉ କରୁଛି ଲୋ ମା, ହଁ ଏ କଥା ସବୁ ସତ 👌ମୁଁ ବି ଦେଖେ ମୋ ମା କେତେ ବାହାନା କରି ତାକୁ ଦେବା ମୋ ମନ ତ କଣ ହେଇଗଲା “ 😍 ମୁଁ କଣ କଲିନା ସେଠୁ 👌ମୁଁ କହିଲି ଆଛା ମାଇଁ ତୁମ କୁ ଗୋଟେ ଜିନିଷ ଦେମି 👌ତୁମେ ମୋ ମା କୁ କହିବନି ପଛରେ କହିବ -ଏବେ ନୁହେଁ ତାକୁ ଗୋଟିଏ କଂସା ବେଲା ଆଉ ଗୋଟିଏ କଂସା ଥାଳିଆ ଆଉ ଚାଉଳ କିଛି ଆଉ ସେଇ କୋଡିଏ ଟଙ୍କା ଦେଇଦେଲି ; ସିଏ ନେଇଗଲା ଆଉ ମୁଁ ଚିନ୍ତା ରୁ ମୁକ୍ତି ପାଇଗଲି! ମୋ ମା ଆସିଲା ହେଲେ ସିଏ କିଛି ଜାଣି ପାରିଲା ନାହିଁ କି ଜାଣିଲା ମୁଁ ଜାଣିନି କାରଣ ମତେ କିଛି କହିଲାନି କି ମାରିଲାନି ତା ମାନେ ଟା କଣ. ବୋଧହୁଏ ଜାଣିନି! !!! ଏୟା ଭିତରେ ବହୁତ ଦିନ ପରେ ମାନେ ମୋ ବାହାଘର ପରେ ଦିନେ ମୁଁ ମୋ husband ଆମ ଘରକୁ ଯାଇଥିଲୁ ସେ. ମାଇଁ ଦେଖା ହେଲେ ଆଉ ମୋ ମା କୁ ସତ କଥା କହିଲେ 👌ଜାଣିଲ ଝିଅ ମନା କରିଥିଲା ତ କହି ନଥିଲି ଆଜି କହି ଦେଲି ସେଦିନ ଝିଅ ମତେ ଏ ସବୁ ଦେଇଥିଲା! ଆଉ ଆଜି ଭଗବାନ ତାକୁ ସବୁ ଦେଇ ଦେଇଛି କଣ ନାହିଁ ତା ପାଖରେ ଘର ଗାଡି ପଇସା
ସବୁ ତ ଅଛି କାହିଁକିନା ସିଏ ଗରୀବ ର ଦୁଃଖ ସହି ନ ପାରି ଦେଇଥିଲା 😭ଆଜି ଭଗବାନ ତାକୁ ସବୁ ଦେଇ ଦେଇଛି ଆଉ ମୁଁ ଠାକୁର କୁ ଡାକୁଛି ଆହୁରି ଭଲ ରେ ରହୁ 😍 ମୋ ମା ବାବା ଆଉ ସମସ୍ତେ ସବୁ ଶୁଣିଲେ ❤️ କୁହନ୍ତୁ ଚୋରି କରିକି ଧାରା ପଡିଲି 👌ପଡିଲି ପୁଣି ଚୋରଣୀ ସାଜି. ପୁଣି ତାକୁ ଦେଖିଲେ ଆଜି ଯାଏ ସାହାଯ୍ୟ କରୁଛି ଆଉ ସେଇଭଳି ଲୋକ ମାନଂକୁ ସାହାଯ୍ୟ କରିବି 👌👌❤️ସେହିପରି ଲୋକଙ୍କୁ ସାହାଯ୍ୟ କରି ଜେଲ ଗଲେ ଯିବି କି ଅପମାନ ପାଇଲେ ପାଇବି କିଛି ଫରକ ପଡ଼ିବନି ଆଜ୍ଞା 👌❤️ମୁଁ ଜାଣିଛି
ଭଗବାନ ବଡ ଲୋକ ମନୁଷ୍ୟ କଣ କରିପାରିବ ❤️❤️❤️❤️
Sujata Apa ଜିନ୍ଦାବାଦ Sujata Apa JindabadSujata JenaSujata Jena FCSujata Jena fanclubSujata JenaKabindra SahooRaghunath PandaMishra SuchitraPravash Mishra

03/09/2026

Address

Bhadrakh

Alerts

Be the first to know and let us send you an email when Sujata Jena posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Sujata Jena:

Shortcuts

Share