All India Kishan Sabha, Odisha

All India Kishan Sabha, Odisha

Share

All India Kishan Sabha, Odisha is State page of AIKS Ajay Bhawan & the oldest Farmers Organisation in the State of Odisha.

13/12/2025

साथियो और मित्रों,

शोषण, उत्पीड़न, भेदभाव, घृणा और हिंसा के विरुद्ध समाज और जनता की मुक्ति के साथ एक समाजवादी समाज के निर्माण के उद्देश्य से २६ दिसंबर १९२५ को भारत के स्वतंत्रताकामी और क्रांतिकारी संगठनों एवं व्यक्तियों का अखिल भारतीय सम्मेलन कानपुर शहर में आयोजित हुआ, जिसमें इन क्रांतिकारियों ने भारतीय कम्युनिस्ट पार्टी का गठन किया।

दीर्घकालीन संघर्ष के माध्यम से भारत को एक संप्रभु (पूर्ण प्रभुत्व संपन्न), समाजवादी, धर्मनिरपेक्ष, लोकतांत्रिक गणराज्य के रूप में स्थापित करने तथा इसके सभी नागरिकों को सामाजिक, आर्थिक और राजनीतिक न्याय; विचार, अभिव्यक्ति, विश्वास, धर्म और उपासना की स्वतंत्रता; स्थिति और अवसर की समानता; और उनके बीच व्यक्ति की गरिमा, एकता और अखंडता सुनिश्चित करने वाले बंधुत्व को बढ़ावा देने के लिए दृढ़ संकल्प के साथ असीम त्याग और आत्मबलिदान के सौ वर्षों की यात्रा तय करने वाली पार्टी है भारतीय कम्युनिस्ट पार्टी।

आजादी के संघर्ष के बिच ओडिशा में छात्र और किसान आंदोलनों के साथ-साथ ब्रिटिश औपनिवेशिक विभाजन की सभी चालों को विफल करते हुए, राजे-रजवाड़ों के अधीन ५६५ से अधिक रियासतों में से कम्युनिस्टों के निर्भीक और रोमांचकारी संघर्ष के जरिए सबसे पहले नीलगिरि को राजशाही के स्वामित्व से मुक्त कर भारत में सम्मिलित कराया गया। इसके बाद अधिकांश राजे-रजवाड़ों के अधीन राज्यों के जनसाधारण को लेकर चले जनआंदोलनों और संघर्षों के माध्यम से उन्हें भारत में शामिल किया गया।

“हल जिसका, जमीन उसकी” के संघर्ष के तहत बटाईदारों को भूमि का स्वामित्व दिलाने में सीपीआई की ऐतिहासिक भूमिका ने भारत के सामाजिक-आर्थिक परिवर्तन को गति प्रदान की है।

पार्टी का शताब्दी समारोह गांधी स्मृति भवन, बालेश्वर में दिनांक १८ दिसंबर २०२५ को आयोजित किया जाएगा। त्याग और आत्मबलिदान का उदाहरण प्रस्तुत करने वाले जन आंदोलनों और नेतृत्वकारी साथियों को स्मरण और सम्मान के साथ, शोषण, उत्पीड़न, भेदभाव, घृणा और हिंसा-मुक्त नए समाज के निर्माण के लिए सामूहिक संकल्प लिया जाएगा।

बालेश्वर, मयूरभंज और भद्रक जिलों से आने वाले साथी १८/१२/२०२५ को पूर्वाह्न १० बजे बालेश्वर स्टेशन से शोभायात्रा निकालेंगे। ११ बजे गांधी स्मृति भवन परिसर में शहीद पीठों से लाई गई क्रांतिकारी संघर्ष की मशाल यात्रियों से ग्रहण की जाएगी, इसके बाद पार्टी का क्रांतिकारी लाल झंडा फहराया जाएगा।

१८ दिसेम्बर ११:३० बजे से शताब्दी समारोह में त्याग और आत्मबलिदान की गाथाओं पर आधारित स्मारिका का लोकार्पण होगा और अधिवेशन प्रारंभ होगा। इस क्रांति को गति देने वाले साथियों के परिवारों को सम्मानित किया जाएगा।

इसके पश्चात क्रांति को आगे बढ़ाने के लिए सामूहिक संकल्प लिया जाएगा।

अधिक से अधिक संख्या में भाग लेने का अनुरोध।

22/10/2025

On the final day of the 24th State Conference held on September 6, 2025, Comrade Dr. Prashant Kumar Mishra was elected as the State Secretary of the CPI, along with the election of a 25-member State Executive Committee by the newly elected 61-Member State Council.During the State Council meeting held on 18th October 2025, Comrade Khiroda Singhdeo and Comrade Jayanta Das were elected as Asst State Secretaries, while Comrade Ashish Kanungo, Comrade Ashok Kumar Dash, Comrade N. Narayan Reddy, Comrade Prakash Patro, Comrade Bijaya Jena, Comrade Damodar Behera, and Comrade Ramani Ranjan Rautray were reelected as members of the State Secretariate.
ଗତ ୨୪ତମ ରାଜ୍ଯ ସମ୍ମିଳନୀର ଶେଷ ଦିବସ ୬ ସେପ୍ଟେମ୍ବର ୨୦୨୫ରେ ନବନିର୍ଵାଚିତ ୬୧ ଜଣିଆ ରାଜ୍ଯ ପରିଷଦ ଦ୍ଵାରା ୨୫ ଜଣିଆ ରାଜ୍ଯ କାର୍ଯ୍ଯକାରୀ କମିଟି ଓ ସିପିଆଇ ରାଜ୍ଯ ସମ୍ପାଦକ ଭାବେ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର ନିର୍ବାଚିତ ହୋଇଥିଲେ। ଗତ ୧୮ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ରାଜ୍ଯ ପରିଷଦ ବୈଠକରେ ରାଜ୍ଯର ଦୁଇ ଜଣ ସହ ସଂପାଦକ କଃ କ୍ଷୀରୋଦ ସିଂହଦେଓ ଓ କଃ ଜୟନ୍ତ ଦାସ ନିର୍ବାଚିତ ହୋଇଥିବା ବେଳେ କଃ ଆଶିଷ କାନୁନଗୋ, କଃ ଅଶୋକ କୁମାର ଦାଶ, କଃ ଏନ.ନାରାୟଣ ରେଡି, କଃ ପ୍ରକାଶ ପାତ୍ରୋ, କଃ ବିଜୟ ଜେନା, କଃ ଦାମୋଦର ବେହେରା ଓ କଃ ରମଣୀ ରଂଜନ ରାଉତରାୟ ସମ୍ପାଦକ ମଣ୍ଡଳୀ ସଦସ୍ଯ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି।

31/07/2025

ଶୋଷଣ, କଷଣ, ଘୃଣା, ହିଂସା ଓ ଅତ୍ଯାଚାରରୁ ମୁକ୍ତି ସହ ଏକ ସମାଜବାଦୀ ସମାଜ ବ୍ୟବସ୍ଥା ପ୍ରଚଳନ ପାଇଁ ନିଷ୍ଠାପର ସଂଘର୍ଷର ତ୍ୟାଗ ଓ ଆତ୍ମ ବଳିଦାନର ଶହେ ବର୍ଷରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ୨୪ ତମ ରାଜ୍ଯ ସମ୍ମିଳନୀ ଭୁଵନେଶ୍ଵର ଠାରେ ୪,୫ ଓ ୬ ସେପ୍ଟେମ୍ବର ୨୦୨୫ରେ ଅନୁଷ୍ଠିତ ହେଉଅଛି। ଓଡ଼ିଶାରେ ଶିକ୍ଷା, ସ୍ଵାସ୍ଥ୍ୟ, ରୋଜଗାର, ବାସଗୃହ, ଜମି, ଜଳ, ଜଙ୍ଗଲ, ପରିବେଶ ନେଇ ଶତବାର୍ଷିକୀ ସମ୍ମିଳନୀର ପ୍ରଥମ ଦିନ ୪ସେପ୍ଟେମ୍ଵର ପୁର୍ଵାହ୍ନରେ "ସଂଘର୍ଷ ସଂକଳ୍ପ ସମାଵେଶ" ଅନୁଷ୍ଠିତ ହେବ। ଏଥିରେ ସିପିଆଇର ସର୍ଵ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ଡି. ରାଜା, ପାର୍ଟିର ଜାତୀୟ ସମ୍ପାଦକ ତଥା ଏଆଇଟିୟୁସି ସାଧାରଣ ସମ୍ପାଦକ କମ୍ରେଡ୍ ଅମରଜିତ୍ କାଉର, ଜାତୀୟ ସମ୍ପାଦକ କମ୍ରେଡ୍ ପଲ୍ଲବ ସେନଗୁପ୍ତ, ଓଡ଼ିଶା ଦାୟିତ୍ଵରେ ଥିବା ଜାତୀୟ ସମ୍ପାଦକ କଃ ରାମ କୃଷ୍ଣ ପଣ୍ଡା, ସିପିଆଇ ରାଜ୍ଯ ସମ୍ପାଦକ କଃ ଆଶିଷ କାନୁନଗୋ ପ୍ରମୁଖ ଉଦବୋଧନ ଦେବେ। ଏଥିରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ ।

23/10/2024

ମହାନ୍ କ୍ରାନ୍ତିକାରୀ ସ୍ଵାଧୀନତା ସଂଗ୍ରାମୀ, ମାର୍କସଵାଦୀ ଲେନୀନଵାଦୀ ତତ୍ତ୍ଵଵିତ୍, ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟର ଅନ୍ଯତମ ଅଗ୍ରଦୁତ, ନଵଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା, ଓଡ଼ିଶାରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପ୍ରଥମ ସମ୍ପାଦକ, ଶହୀଦ ଭଗବତୀ ଚରଣ ପାଣିଗ୍ରାହୀ ଙ୍କ ୮୧ତମ ଶହୀଦ ଦିବସରେ ତାଙ୍କ ଲକ୍ଷ୍ୟର ସମାଜ ଗଠନ ପାଇଁ ସଂକଳ୍ପ ସହ କ୍ରାନ୍ତିକାରୀ ଲାଲ ସଲାମ। ସେ ୧୯୦୮ ମସିହା ଫେବୃଆରୀ ପହିଲାରେ ଜନ୍ମଗ୍ରହଣ କରିଥିବା ବେଳେ ପାଟଣା ଵିଶ୍ଵଵିଦ୍ଯାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ମାର୍କସଵାଦୀ ଲେନୀନଵାଦୀ ଦର୍ଶନକୁ ଗଣ ବିଚାରରେ ପରିଣତ କରିବାର ପ୍ରଗତିଶୀଳ ସାହିତ୍ୟରେ ଜଙ୍ଗଲୀ, ମୀମାଂସା, ମୃତ୍ୟୁର ବିବେଚନା,ସମୟାତିତ, ମିଶ୍ରଙ୍କ କୋପ, ବଞ୍ଚିତ, ଆରମ୍ଭ ଓ ଶେଷ, ହାତୁଡି ଓ ଦଆ' ପ୍ରଭୃତି ଜନାଦୃତ ରଚନା ମାଧ୍ୟମରେ ପ୍ରଗତିଶୀଳ ସାହିତ୍ୟର ସୃଷ୍ଟି କରିଥିଲେ।ସେ ପ୍ରଗତିଶୀଳ ସାହିତ୍ୟର ସଂଗଠନ "ନଵଯୁଗ ସାହିତ୍ୟ ସଂସଦ" ଗଠନ କରାଇ ପ୍ରଗତିଶୀଳ ଵିଚାରର ଲେଖକଙ୍କୁ ଐକ୍ଯଵଦ୍ଧ କରାଇଥିଲେ। ୧୯୪୩ ମସିହାରେ କମ୍ରେଡ୍ ଭଗବତୀ ଚରଣ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାରେ ତାକରଡା ଅଞ୍ଚଳରେ ହଇଜା ଆକ୍ରାନ୍ତଙ୍କ ସେବା କରିବାକୁ ଯାଇ ହଇଜା ଆକ୍ରାନ୍ତ ହୋଇ ଥିଲେ।ସେଠାରୁ ଆସି କଟକରେ ଚିକିତ୍ସିତ ହେଲେ,ମାତ୍ର ଆଉ ସୁସ୍ଥ ହୋଇ ପାରିଲେ ନାହିଁ, ଡାକ୍ତର ଓ ସାଥୀମାନଙ୍କ ଶତଚେଷ୍ଟା ସତ୍ତ୍ଵେ ତାଙ୍କ ଜୀଵନ ରକ୍ଷା ସମ୍ଭଵ ହେଲା ନାହିଁ, ମୃତ୍ୟୁ ବରଣ କଲେ। ପାର୍ଟି ସାଥୀମାନେ ମହାନାୟକ ଙ୍କୁ ହରାଇଲେ। ମ୍ରିୟମାଣ ଅନନ୍ତ ପଟ୍ଟନାୟକ, ଗୁରୁ ଚରଣ ପଟ୍ଟନାୟକ, ପ୍ରାଣ ନାଥ ପଟ୍ଟନାୟକ, ଗଙ୍ଗାଧର ରଥ, ସଚ୍ଚି ରାଉତରାଏ ଇତ୍ୟାଦି ସତୀ ଚଉରା ଠାରେ ତାଙ୍କ ପାର୍ଥିବ ଶରୀରକୁ ଶେଷ ସମ୍ମାନ ଦେବା ସହ ସାମ୍ରାଜ୍ଯଵାଦୀ ଓ ପୁଞ୍ଜିବାଦୀ ଶୋଷଣରେ ଜର୍ଜରିତ ମଣିଷ ସମାଜର ସଂଘର୍ଷକୁ ଆହୁରି ତେଜିଆନ କରିବା ସ୍ଵାଧୀନତା ହାସଲ ସହ ସମାଜବାଦୀ ସମାଜ ଗଠନ ପାଇଁ ବିପ୍ଳବର ସଂକଳ୍ପ ନେଇଥିଲେ ସାଥି ମାନେ। ତାଙ୍କର ଏହି ସେବା ଓ ଯେଉଁ ଅଞ୍ଚଳରେ ଭୁମି ଅଧିକାର, ଜୀଵିକାର ଅଧିକାର, ସାମାଜିକ ଵୈଶମ୍ଯ ଓ ଶୋଷଣ ଵୀରୋଧରେ ଆନ୍ଦୋଳନ କେଵେ ବ୍ୟର୍ଥ ଯିବ ନାହିଁ। ଆମେ ତା'ଙ୍କ ଲକ୍ଷ୍ୟ ଆଦର୍ଶରେ ଗଣ ଵିପ୍ଳଵ ମାଧ୍ୟମରେ ଶୋଷଣ,ଘୃଣା ଓ ଅତ୍ୟାଚାର ମୁକ୍ତ ନୂତନ ସମାଜ ଗଠନର ବ୍ରତୀମାନେ ସଂକଳ୍ପଵଦ୍ଧ ହୋଇଛୁ। କମ୍ରେଡ୍ ଭଗବତୀ ଚରଣ ପାଣିଗ୍ରାହୀ ଲାଲ ସଲାମ।

Red Salute to the Great Revolutionary Freedom Fighter, Marxist Ideolougue, One of the Pioneers of Progressive Odia Literature & Founder of Nabayuga Sahitya Sansad and 1st & Founder Secretary of Communist Party of India in Odisha, Comrade Bhagabati Charan Panigrahi on his 81st Death Anniversary. He got birth on 1st February 1908. After Completion of his Post Graduation from Patna University in Economics. He was attracted towards Marxism & Leninism. He tried to educate people by popular progressive, heart touching odia stories like Junglee, Mimansa, Mrutyura Bibechana, Samayatita, Mishranka Kopa, Banchita, Arambha o' Shesa, Hatudi o' Da'a etc. Along with the Progressive Literature & Communist party organisation he was dedicated to serve people at need. He went Ganjam to serve Cholerah affected people & eventually affected to cholerah. He returned back to Cuttack and admitted to hospital but could not recover. He died on 23rd October 1943. CPI Comrades like Ananta Pattnaik, Gurucharan Pattnaik, Gangadhar Ratha were depressed & disappointed on his untimely demise and they cremated his mortal remains at Satichoura. His services to mankind will not go in vein but communism will lead people for building a new society free of exploitation. The Great Revolutionary Comrade Bhagabati Charan Panigrahi will remain as Torch bearer for Revolution & building New Society free of exploitation & hate.Red Salute to the Great Revolutionary Comrade Bhagabati Charan Panigrahi on His Death Anniversary on 23rd October.

21/10/2024

सारे जहाँ से अच्छा हिन्दोस्ताँ हमारा....
:आलमा मोहम्मद इकबाल

सारे जहाँ से अच्छा हिन्दोस्ताँ हमारा
हम बुलबुलें हैं इस की ये गुलसिताँ हमारा (१)

ग़ुर्बत में हों अगर हम रहता है दिल वतन में
समझो वहीं हमें भी दिल हो जहाँ हमारा(२)

पर्बत वो सब से ऊँचा हम-साया आसमाँ का
वो संतरी हमारा वो पासबाँ हमारा (३)

गोदी में खेलती हैं इस की हज़ारों नदियाँ
गुलशन है जिन के दम से रश्क-ए-जिनाँ हमारा (४)

ऐ आब-रूद-ए-गंगा वो दिन है याद तुझ को
उतरा तिरे किनारे जब कारवाँ हमारा (५)

मज़हब नहीं सिखाता आपस में बैर रखना
हिन्दी हैं हम वतन है हिन्दोस्ताँ हमारा(६)

Photos from Jayanta Das's post 21/10/2024
21/10/2024

इसलिए राह संघर्ष की हम चुने

इसलिए राह संघर्ष की हम चुने
जिन्दगी आंसुओं में नहायी न हो
शाम सहमी नं हो, रात हो नं डरी
भोर की आंख फिर डब डबायी नं हो

सूर्य पर बादलो का न पहरा रहे
रोशनी रोशनाइ मेंडूबी न हो
यूं नं ईमान फटपाथ पर हो खडा
हर समय आत्मा सबकी ऊबी नं हो
आसमां मे टंगी हो न खुशहालियां
कैद महलों में सबकी कमाई न हो
इसलिए राह संघर्षकी हम चुने....।।

कोई अपनी खुशी के लिए गैर की
रोटिआं छीछीन ले हम नंहीं चाहते
छीटकर थोडा चारा कोई उम्र की
हर खुशी बीन ले हम नहीं चाहतेहो किसी के लिए मखमली बिस्तरा
और किसी के लिए एक चटाइ न हो
इसलिए राह संघर्ष की हम चुनें... ।।

अब तमन्नायें फिर न करे खुदकुशी
ख्बाब पर खौफ की चौकशी नं रहे
श्रमके पावों में हो ना पडी बेडियां
शक्ति की पीठ अब ज्यादती ना सहे
दम ना तोडे कहीं भूख से बचपना
रोटियों के लिए फिर लडाई नं हो
इसलिए राह संघर्ष की हम चुनें...।।

15/08/2024

ଜନ ଗଣ ମନ ଅଧିନାୟକ ଜୟ ହେ
ଭାରତ ଭାଗ୍ଯ ଵିଧାତା

ପଞ୍ଜାଵ ସିନ୍ଧୁ ଗୁଜରାଟ ମରାଠା
ଦ୍ରାଵିଡ ଉତ୍କଳ ଵଙ୍ଗ

ଵିନ୍ଧ୍ଯ ହିମାଚଳ ଯମୁନା ଗଙ୍ଗା
ଉଛଳ ଜଳଧିତରଙ୍ଗ

ତଵ ଶୁଭ ନାମେ ଜାଗେ
ତଵ ଶୁଭ ଆଶିଷ ମାଗେ
ଗାହେ ତଵ ଜୟଗାଥା

ଜନଗଣ ମଙ୍ଗଳ ଦାୟକ ଜୟ ହେ
ଭାରତ ଭାଗ୍ଯ ଵିଧାତା

ଜୟ ହେ ଜୟ ହେ ଜୟ ହେ
ଜୟ ଜୟ ଜୟ ଜୟ ହେ

जन गण मन अधिनायक जय हे
भारत भाग्य विधाता।
पंजाब सिन्ध गुजरात मराठा
द्रविड़ उत्कल बंग
विंध्य हिमाचल यमुना गंगा
उच्छल जलधि तरंग
तव शुभ नामे जागे
तव शुभ आशीष मागे
गाहे तव जयगाथा
जन गण मंगलदायक जय हे
भारत भाग्य विधाता
जय हे, जय हे, जय हे
जय जय जय जय हे॥

Photos from All India Kishan Sabha, Odisha's post 12/04/2024

ସିପିଆଇ ର ଛତ୍ରପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ସଭା ଅନୁଷ୍ଠିତ- ଗୁରୁ ନାଥ ପ୍ରଧାନଙ୍କ ବିପୁଳ ବିଜୟ ପାଇଁ ସଂକଳ୍ପ ନିଆଗଲା।
ଛତ୍ରପୁର: ତା୧୨/୪: ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ନିର୍ଵାଚନମଣ୍ଡଳୀ ସ୍ତରୀୟ ସଭା ଲକ୍ଷ୍ମଣ ଭବନଠାରେ ଵର୍ଷିଆନ କମ୍ଯୁନିଷ୍ଟ ନେତା କମ୍ରେଡ୍ ରାଜୀଵ ଲୋଚନ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଛତ୍ରପୁର ଅଞ୍ଚଳ କମିଟି, ଚମାଖଣ୍ଡି ଅଞ୍ଚଳ କମିଟି ଓ ଗଞ୍ଜାମ ଅଞ୍ଚଳ କମିଟିର ଗ୍ରାପ ସ୍ତରୀୟ ନେତୃସ୍ଥାନୀୟ ସାଥୀମାନଙ୍କ ସଭାରେ ସିପିଆଇ ର ବିଧାନସଭା ପ୍ରାର୍ଥୀ କମ୍ରେଡ୍ ଗୁରୁ ନାଥ ପ୍ରଧାନ ଉଦବୋଧନ ଦେଇ ୨୦୨୪ ସାଧାରଣ ନିର୍ଵାଚନ- ଦେଶରେ ଗଣତନ୍ତ୍ର ଓ ସମ୍ବିଧାନ ରହିଵ କି ନାହିଁ ତାହା ନିର୍ଣ୍ଣୟ କରିଵ,ଓଡ଼ିଶା ବିଧାନସଭା ନିର୍ବାଚନ- ରାଜ୍ଯରେ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପାଇଁ ଗୋଟିଏ ଅଗ୍ନି ପରୀକ୍ଷା ର ଲଢେଇ ହେଵ। ଗୋଟିଏ ପକ୍ଷରେ ତାନାଶାହୀ ଏକଛତ୍ରଵାଦୀ ଭ୍ରଷ୍ଟାଚାରୀ ବିଜେପି ନେତୃତ୍ଵାଧୀନ ଶାସନ ଓ ଅନ୍ଯ ପକ୍ଷରେ ସମସ୍ତ ଗଣତାନ୍ତ୍ରିକ ଧର୍ମନୀରପେକ୍ଷ ଦଳ ଐକ୍ଯଵଦ୍ଧ ଭାଵେ "ଆଇ.ଏନ୍.ଡି.ଆଇ.ଏ." ପକ୍ଷରୁ ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷା ନେଇ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ପାର୍ଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି - ଦେଶରେ ଗଣତନ୍ତ୍ର ଓ ସମ୍ଵିଧାନର ସୁରକ୍ଷା,ସଂଘୀୟ ଵ୍ଯଵସ୍ଥାର ସୁରକ୍ଷା, ମାନବୀୟ ବିକାଶରେ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ, ଜନଗଣଙ୍କ ଜୀଵନ - ଜୀବିକାର ସୁରକ୍ଷା, ସାର୍ଵଜନୀନ ସରକାରୀ ଶିକ୍ଷା, ସାର୍ଵଜନୀନ ସ୍ଵାସ୍ଥ୍ୟ ଓ କର୍ମନିଯୁକ୍ତି ପାଇଁ ସଂଘର୍ଷ ଜାରି ରଖିଛି। କୃଷି ଓ ଶିଳ୍ପ ଅର୍ଥନୀତିରେ ଭାରସାମ୍ୟ ରକ୍ଷା କରିଵା, ରାଜ୍ଯରେ ଆଞ୍ଚଳିକ ଓ ସ୍ଥାନୀୟ ବିକାଶରେ ଜନସ୍ଵାର୍ଥର ଅଗ୍ରାଧୀକାର ପାଇଁ ଲଢ଼େଇ ଚାଲିଛି। ଛତ୍ରପୁର ବିଧାନସଭା ଆସନରେ ଆମ ପାର୍ଟି ୮ଥର ଵିଜୟମଣ୍ଡିତ ହୋଇଅଛି। ମୁଁ ନିମିତ୍ତ ମାତ୍ର, ଆମ ପାର୍ଟି ଓ ଛତ୍ରପୁର ନିର୍ବାଚନମଣ୍ଡଳୀର ଜନଗଣ ମୋତେ ଏହି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା ପାଇଁ ସ୍ଥିର କରିଥିଵାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଗୁରୁନାଥ। ଓଡ଼ିଶାର ବିଜେଡ଼ି ଗତ ୨୦୧୪ ମସିହାରୁ ଏପର୍ଯ୍ଯନ୍ତ ବିଜେପିର ସମସ୍ତ ଜନବିରୋଧୀ ନୀତି ଓ ବିଲକୁ ସମର୍ଥନ ଦେଇଛନ୍ତି। ବିଜେପିର ଅଶ୍ଵିନୀ ଵୈଷ୍ଣଵଙ୍କୁ ବିଜେଡ଼ି ୨୦୧୯ ଓ ୨୦୨୪ରେ ରାଜ୍ଯ ସଭାକୁ ପଠାଇ ବିଜେଡ଼ି ବିଜେପି ନିବିଡ଼ ସମ୍ପର୍କର ପ୍ରମାଣ ଦେଇଛନ୍ତି।ଏଠାରେ ସରକାରୀ ସ୍କୁଲ କଲେଜରେ ଆବଶ୍ୟକୀୟ ଶିକ୍ଷକ - ଶିକ୍ଷୟିତ୍ରୀ ନିଯୁକ୍ତି, ସ୍କିମ୍ ଓ୍ଵାର୍କରଙ୍କୁ ଓ୍ଵାର୍କର ମାନ୍ଯତା ସହ କେନ୍ଦ୍ରୀୟ ହାରରେ ସର୍ଵନିମ୍ନ ମଜୁରୀ, ଜନଗଣଙ୍କ ଜୀଵନ ଜୀବିକା ପାଇଁ କିଆ ଫୁଲ ଭଳି ସ୍ଥାନୀୟ ଆୟକାରୀ କୃଷି ଓ ଉଦ୍ୟାନ ଵ୍ଯଵସ୍ଥା ସହ ଗୋପାଳପୁ ବନ୍ଦର ବର୍ଷକ ୧୨ମାସ କାର୍ଯ୍ଯକ୍ଷମ ହେବା, ପଶ୍ଚିମ ଓ ଦକ୍ଷୀଣ ଓଡିଶାର ନିର୍ମାଣ ସାମଗ୍ରୀ, ଶିଳ୍ପ ଦ୍ରଵ୍ଯ ଓ ଖଣିଜ ପରିବହନ ଵିଶାଖାପାଟଣା ପରିଵର୍ତ୍ତେ ଗୋପାଳପୁର ଵନ୍ଦରରୁ କରାଇବା ସହ ସ୍ଥାନୀୟ କର୍ମନିଯୁକ୍ତି ପାଇଁ ଆମ ସଂଘର୍ଷ ଜାରି ରହିଵ। କମ୍ୟୁନିଷ୍ଟ ପାର୍ଟି ଗରିଵ, ଖଟିଖିଆ, ଛାତ୍ର, ଯୁବ, କୃଷକ, ଶ୍ରମିକ, ଆଦିବାସୀ, ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ, ମହିଳା, ବୁଦ୍ଧିଜୀବି, ମଧ୍ୟବିତ୍ତଙ୍କ ସ୍ଵାର୍ଥ ପାଇଁ ଲଢ଼ୁଛି। ସମସ୍ତ କର୍ମକ୍ଷମଙ୍କୁ କର୍ମ ନିଯୁକ୍ତି ପାଇଁ, ଦର ଵୃଦ୍ଧି ବନ୍ଦ କରିଵା ପାଇଁ ସଂଘର୍ଷ ଜାରି ରହିଵ।ପ୍ରତି ଗାଁ ର ପ୍ରତି ଘରକୁ ଘର ଯିବୁ, ଲୋକଙ୍କ ଭଲପାଇବା ଆମକୁ ବିଜୟମଣ୍ଡିତ କରାଇଵ ବୋଲି ଗୁରୁନାଥ ପ୍ରଧାନ ଆହ୍ଵାନ ଦେଇଥିଲେ। ଏହି ସଭାରେ ସିପିଆଇ ଜାତୀୟ ପରିଷଦ ସଦସ୍ୟ ତଥା ପୂର୍ବତନ ରାଜ୍ଯ ସମ୍ପାଦକ କମ୍ରେଡ୍ ଆଶିଷ କାନୁନଗୋ ଛତ୍ରପୁର ରେ ସିପିଆଇ ର ଵିଜୟ ପାଇଁ ସମସ୍ତ ପ୍ରସ୍ତୁତି ଚଳାଇବାକୁ ଆହ୍ଵାନ ଦେଇଥିଲେ।ସିପିଆଇ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଵକ୍ତଵ୍ଯ ଦେଇ କହିଲେ କି ସାମ୍ପ୍ରଦାୟିକ- ତାନାଶାହୀ,ଦେଶ ବିକ୍ରୟ କାରୀ, ଦେଶର ସ୍ଵାଧୀନତା ଓ ସାର୍ଵଭୈମତ୍ଵ ତଥା ରାଷ୍ଟ୍ରୀୟ ସଦଭାବନା ବିପନ୍ନ କାରୀ ବିଜେପି, ଦେଶର ସମ୍ପଦ ଲୁଣ୍ଠନକାରୀ କମ୍ପାନୀଙ୍କ କାଠପୁତଳୀ, ଭ୍ରଷ୍ଟାଚାରୀ,ନାରୀ ନିର୍ଯାତନା କାରୀ ଦଳ ବିଜେପି ଏଵଂ ରାଜ୍ୟରେ ଖଣି ଓ ଚିଟଫଣ୍ଡ ଦୁର୍ନୀତିରେ ଭ୍ରଷ୍ଟ ବିଜେଡି କୁ ପରାଜିତ କରିବା ସହ ଛତ୍ରପୁରରୁ ସିପିଆଇ ପ୍ରାର୍ଥୀଙ୍କ ବିପୁଳ ବିଜୟ ପାଇଁ ଆହ୍ଵାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ରାଜ୍ଯ କାର୍ଯ୍ଯକାରୀ କମିଟି ସଦସ୍ୟ ଶ୍ରୀହର୍ଷ ରଥ, ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଅଞ୍ଚଳ ସମ୍ପାଦକ ଡି ଆଦିନାରାୟଣ ରେଡ୍ଡୀ, ସିଏଚ୍ ଜନାର୍ଦ୍ଦନ ରେଡ୍ଡୀ, ଦଣ୍ଡପାଣି ପାତ୍ର, ଗିରିଜା ପ୍ରସାଦ ରେଡ୍ଡୀ, ଉତ୍କଳ ମହିଳା ସମିତିର ଭାନୁମତି ରେଡ୍ଡୀ, ମଥୁରା ସୁବୁଦ୍ଧି, ମାଗୁଣୀ ଵିଶୋଇ, ଦୁର୍ଯ୍ୟୋଧନ ପରିଡା, ମୁନା ପାତ୍ର, କ୍ଷେତ୍ରମୋହନ ଵେହେରା, ଦୀନବନ୍ଧୁ ନାୟକ, ପୁର୍ଣ୍ଣ ରଥ, ରଵୀନ୍ଦ୍ର ପ୍ରଧାନ, କାମଦେବ ନାହାକ, ସୀମାଞ୍ଚଳ ଵେହେରା, ପ୍ରତାପ ବିଶ୍ଵାଳ, କ୍ଷେତ୍ରମୋହନ ଵେହେରା, ନିରାକାର ବେହେରା,କେଶବ ନାହାକ, ଏସ୍ କ୍ରୀଷ୍ଣା ରେଡ୍ଡୀ, ଗୋକୁଳ ଚନ୍ଦ୍ର ପଣ୍ଡା, ଶରତ ପଟ୍ଟନାୟକ, ସହଦେଵ ରେଡ୍ଡୀ ପ୍ରମୁଖ ଏହି ସଭାରେ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସିପିଆଇ ପ୍ରାର୍ଥୀ ଗୁରୁନାଥ ପ୍ରଧାନଙ୍କ ଵିଜୟ ପାଇଁ ସଂକଳ୍ପ ନେଇଥିଲେ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Website

Address


Bhagawati Bhawan, 16-Ashok Nagar
Bhubaneswar
751009