28/04/2026
ଶିକ୍ଷକମାନଙ୍କ କି ଦୟନୀୟ ଅବସ୍ଥା l ଏଇ ଘଟଣା ଆମ ରାଜ୍ୟର l ସରକାର ଏଦିଗରେ ଟିକେ ରକ୍ଷଣଶୀଳ ହେଵା ଆବଶ୍ୟକ l ଏଭଳି ଘଟଣା ଆଗକୁ ବି ବଢ଼ିପାରେ l 🙏🙏
ଆମ ପାଖରେ ଯାହା ସୂଚନା #ବ୍ରହ୍ମପୁର #ମ୍ୟୁନିସପାଲକର୍ପୋରେସନ ରେ କାର୍ଯ୍ୟରତ ଥିବା #ଜନଗଣନାଅଧିକାରୀଙ୍କୁ ନା ମିଳିଛି #ଟୋପି ନା #ବ୍ୟାଗ l କିଏଜଣେ #ଵିଶାଲଗୌରବ ନାମକ ଅଧିକାରୀ ସରକାରୀ କର୍ମଚାରୀଙ୍କୁ ଡ୍ୟୁଟି ତ ଦେଇଦେଲେ ହେଲେ ନା ପ୍ରଦାନ କଲେ ଟୋପି ନା ବ୍ୟାଗ l ଆଗକୁ ଖରାର ପ୍ରକୋପ ବଢିବ ସେଥିପାଇଁ ଏଦିଗରେ ପ୍ରମୁଖ ଶାସନସଚିବ ଦୃଷ୍ଟି ଦେବା ଆବଶ୍ୟକ
CMO Odisha
Revenue & Disaster Management Department, Government of Odisha
Housing & Urban Development Department, Govt. of Odisha
EducationOdisha
27/04/2026
ଓଡିଆ ଅସ୍ମିତାର ମାନେ କଣ ଓଡିଆ ବ୍ୟବସାୟୀଙ୍କ ତଣ୍ଟି ଚିପିବା କି ?
ସେମାନଙ୍କ ପ୍ରତିଟି ହକକୁ ବାହାର ରାଜ୍ୟ ବିଶେଷ କରି ଗୁଜୁରାଟୀ ବ୍ୟବସାୟିଙ୍କ ହାତକୁ ଟେକି ଦେବା କି ?
“ଓଡିଆ ଅସ୍ମିତା“ ଭଳି ଏକ ଭାବପ୍ରବଣ ଶବ୍ଦକୁ ଅସ୍ତ୍ର ଭଳି ବ୍ୟବହାର କରି କ୍ଷମତାକୁ ଆସିଥିଲା ବିଜେପି ସରକାର l ଏବେ ରାଜ୍ୟର ଛୋଟ ବଡ 346 କଲେଜର ଲାବୋରେଟରୀ ଉପକରଣର କଣ୍ଟ୍ରାକ୍ଟକୁ ସରକାର ଗୁଜୁରାଟୀ କମ୍ପାନୀମାନଙ୍କ ହାତକୁ ଟେକିଦେଇଛି l ବିଜେଡି ସମୟରେ ଏସବୁ ଟେଣ୍ଡର ମାଧ୍ୟମରେ କରାଯାଉଥିଲା ଏବଂ ରାଜ୍ୟର ବ୍ୟବସାୟୀମାନେ ଏଥିରୁ ଉପକୃତ ହେଉଥିଲେ l
19/12/2025
ନାଟକବାଜି କରୁଛନ୍ତି ଯେ ନିର୍ଦେଶକ ଠିକ ନାହାନ୍ତି ତେଣୁ ଭିଡ ଜମୁନି. .. ଏଭଳି ପରିସ୍ଥିତିରେ ଲୋକହସା ନହେବାପାଇଁ ପାଣ୍ଡିଆନଙ୍କ ଭଳି ପରାମର୍ଶଦାତାଙ୍କ ଗୁରୁତ୍ୱପୂର୍ଣ୍ଣ. ..
17/12/2025
କିଏ ନାଇଁ କିଏ ନାଇଁ ଏ #ରାମଲିଙ୍ଗମ_ପାର୍କ ମୁଁ ଏକା କରିଛି lll
14/12/2025
ଜୟ ନାରାୟଣ ମିଶ୍ର କହିଲେ ମାସକୁ ଲକ୍ଷେ ଟଙ୍କାର ଚାହା ଦେଉଛୁ,
ଠିକ୍ ଯେମିତି ଡ଼୍ରାଇଭରଙ୍କୁ ରାସ୍ତାରେ ଚାହା ଦେଉଥିଲ ସେମିତି ତ ??