02/04/2026
ହନୁମାନ ଜୟନ୍ତୀ ଅବସରରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି I
🙏
Contact information, map and directions, contact form, opening hours, services, ratings, photos, videos and announcements from Er Amaresh Parida, Social service, Kalahandi.
02/04/2026
ହନୁମାନ ଜୟନ୍ତୀ ଅବସରରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି I
🙏
01/04/2026
ପବିତ୍ର ଉତ୍କଳ ଦିବସ ଅବସରରେ ସମଗ୍ର ଓଡ଼ିଶା ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି I
ବନ୍ଦେ ଉତ୍କଳ ଜନନୀ 🙏🏻
31/03/2026
ପବିତ୍ର ମହାବୀର ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା I
29/03/2026
ଏସ.ସି.ବି ମେଡିକାଲ୍ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ , ମିଳିତ ବିରୋଧୀ ଦଳ ମଞ୍ଚ ପକ୍ଷରୁ ମହା ବିକ୍ଷୋଭ ଆୟୋଜିତ ହେବ ।
📌 ୩୦ ମାର୍ଚ୍ଚ | ଭୁବନେଶ୍ୱର ଚାଲ
ସମସ୍ତ ସଚେତନ ନାଗରିକଙ୍କୁ ନ୍ୟାୟ ପାଇଁ ଏହି ଗଣଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ।
27/03/2026
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମତିଥି ତଥା ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା I ପ୍ରଭୁ ଶ୍ରୀରାମଙ୍କ କୃପାରୁ ସଭିଙ୍କ ଜୀବନ ସୁଖ , ଶାନ୍ତି ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହେଉ I
26/03/2026
ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା I
23/03/2026
ଶହୀଦ ଦିବସରେ ଅମର ବୀର ଶହୀଦ ଭଗତ ସିଂହ , ସୁଖଦେବ ଓ ରାଜଗୁରୁଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏।
ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅପୂର୍ବ ତ୍ୟାଗ ଓ ବଳିଦାନ ସଦା ସର୍ବଦା ଆମକୁ ନ୍ୟାୟ , ସାହସ ଓ ଦେଶପ୍ରେମର ପଥରେ ପ୍ରେରିତ କରିବ ।
22/03/2026
ବିଶ୍ୱ ଜଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଜଳର ପ୍ରତ୍ୟେକ ବିନ୍ଦୁକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ କର୍ତ୍ତବ୍ୟ।
ଆସନ୍ତୁ , ବିଶ୍ୱ ଜଳ ଦିବସର ଏହି ପବିତ୍ର ଅବସରରେ ଜଳ ସମ୍ପଦର ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ହେବା ଓ ପ୍ରକୃତି ପ୍ରତି ଆମ ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ କରିବା। 💧
21/03/2026
Eid ul Fitr Mubarak to everyone.
This blessed day reminds us of the strength of compassion, the beauty of togetherness, and the power of hope.
Wishing everyone peace, love, and hope.
Eid Mubarak !
20/03/2026
ପଖାଳ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
ପଖାଳ କେବଳ ଏକ ପାରମ୍ପରିକ ଖାଦ୍ୟ ନୁହେଁ, ଏହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଜୀବନଶୈଳୀର ପ୍ରତିଫଳନ ।
19/03/2026
ରାଷ୍ଟ୍ରୀୟ ନବବର୍ଷ ଓ ଚୈତ୍ର ନବରାତ୍ରି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି 🙏 I
ମା ଦୁର୍ଗାଙ୍କର କୃପାରୁ ସମସ୍ତଙ୍କ ଜୀବନରୁ ସମସ୍ତ କଷ୍ଟ ଦୂର ହେଉ ଓ ସୁଖ-ସମୃଦ୍ଧି ବଢ଼ୁ।
17/03/2026
Remembering the courageous astronaut Kalpana Chawla today. 🙏
From India to space, her journey continues to inspire young minds to dream big and fly higher.