26/03/2026
ଦିନକୁ ୭ ଦୁଷ୍କର୍ମ , ୪ ହତ୍ୟା। ଅପରାଧ ବଢ଼ିଛି ୭.୩%। ୪୩୬୧ ଟି ଯୌତୁକ ନିର୍ଯାତନା ମାମଲା। ବିଧାନ ସଭାରେ ଗୃହ ବିଭାଗର ଶ୍ବେତ ପତ୍ର ।
ସୌଜନ୍ୟ - ସମ୍ବାଦ (୨୬ ମାର୍ଚ୍ଚ ୨୦୨୬)
All India Mahila Sanskritik Sangathan(AIMSS)
26/03/2026
ଦିନକୁ ୭ ଦୁଷ୍କର୍ମ , ୪ ହତ୍ୟା। ଅପରାଧ ବଢ଼ିଛି ୭.୩%। ୪୩୬୧ ଟି ଯୌତୁକ ନିର୍ଯାତନା ମାମଲା। ବିଧାନ ସଭାରେ ଗୃହ ବିଭାଗର ଶ୍ବେତ ପତ୍ର ।
ସୌଜନ୍ୟ - ସମ୍ବାଦ (୨୬ ମାର୍ଚ୍ଚ ୨୦୨୬)
24/03/2026
ଶହୀଦ-ଏ-ଆଜମ ଭଗତ ସିଂହ ଙ୍କ ଶହୀଦ ଦିବସ ହୀରାପୁର, ଭୁବନେଶ୍ୱର ରେ ପାଳିତ।
Saheed Bhagat Singh's Martyr's Day observed in Hirapur, Bhubaneswar.
23/03/2026
22/03/2026
*ଶହୀଦ ଭଗତ ସିଂ ଙ୍କ ୯୬ ତମ ଶହୀଦ ଦିବସ ରେ ଗଭୀର ଶ୍ରଦ୍ଧାଞ୍ଜଳି*
" ଏ ଦେଶର ସ୍ବାଧୀନତା ମଧ୍ଯ ଦେଇ ଏମିତି ଏକ ଶୋଷଣହୀନ ସମାଜ ଗଢିବାକୁ ହେବ, ଯେଉଁଠି ରହିବନି ମଣିଷ ଦ୍ବାରା ମଣିଷ ଉପରେ ଶୋଷଣ, ଅନ୍ଯାୟ ଓ ଅତ୍ଯାଚାର, ରହିବନି ଆର୍ଥିକ ସାମାଜିକ ବୈଷମ୍ୟ, ରହିବନି ମଣିଷ ମଣିଷ ଭିତରେ ଭେଦଭାବ।"
ଶହୀଦ୍-ଏ-ଆଜମ୍-ଭଗତ ସିଂ--
ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ (AIMSS) Odisha
22/03/2026
Media coverage of the protest demonstration against Tetra Pak liquor, black marketing of cooking gas cylinder, tragic incident in SCB Medical and regarding safety of women and children
22/03/2026
AIMSS submitted a memorandum to the Chief Minister through the Additional Secretary, Chief Minister grievance cell regarding present gas cylinder problem, Tetrapack liquor, safety of women and children and the tragic incident in SCB Medical.
20/03/2026
ରାଉରକେଲା -ରନ୍ଧନ ଗ୍ୟାସ ସମସ୍ୟା, SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା, ଶିଶୁ ଅପହରଣ, ମଦର ପ୍ରସାର ଓ ଯୁଦ୍ଧ ବିରୁଦ୍ଧରେ ବିକ୍ଷୋଭ Rourkela Odisha -AIMSS Odisha held a demonstration against black marketing and price hike of the cooking gas cylinder, Tetra Pack liquor, kidnapping of children, the hazardous health care system and the death of 14 patients due to fire in SCB Medical, Cuttack and against the imperialist war.
20/03/2026
ରନ୍ଧନ ଗ୍ୟାସ ସମସ୍ୟା, SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା, ଶିଶୁ ଅପହରଣ, ମଦର ପ୍ରସାର ଓ ଯୁଦ୍ଧ ବିରୁଦ୍ଧରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ AIMSS Odisha held a demonstration before the state assembly against black marketing and price hike of the cooking gas cylinder, Tetra Pack liquor, kidnapping of children, the hazardous health care system and the death of 14 patients due to fire in SCB Medical, Cuttack and against the imperialist war.