19/03/2026
ଏଭଳି ବେଇମାନମାନଙ୍କୁ ସାରା ଓଡ଼ିଶା ଧିକ୍କାର କରୁଛି...
Contact information, map and directions, contact form, opening hours, services, ratings, photos, videos and announcements from BJD It Cell Balasore, Political organisation, Plot No: 6R-3, Near Capital Hospital, Bhubaneswar.
19/03/2026
ଏଭଳି ବେଇମାନମାନଙ୍କୁ ସାରା ଓଡ଼ିଶା ଧିକ୍କାର କରୁଛି...
07/02/2026
ମହାନଦୀ ସୁରକ୍ଷା କଥା ଉଠିଲେ ବିଜେପିର କୁମ୍ଭୀର କାନ୍ଦଣା ଆରମ୍ଭ ହୋଇଯାଉଛି।
26/12/2025
HAPPY BIRTHDAY BJD
21/12/2025
ବିଜେପିର ସତ ଧରାପଡ଼ିଲା...
11/12/2025
ଏ ମହାଶୟଙ୍କ ପାଇଁ ରାଜ୍ୟ ସ୍ୱାର୍ଥ କି ଲୋକଙ୍କ ସମସ୍ୟାର କୌଣସି ପରବାୟ ନାହିଁ...
10/11/2025
ନିୟମ ମାନୁନି ବିଜେପି, ନୂଆପଡା ଉପନିର୍ବାଚନରେ ନିର୍ବାଚନ କମିଶନଙ୍କ ନିୟମର ଉଲଂଘନ କରି, ଗଣତନ୍ତ୍ରର ହତ୍ୟା କରୁଛି ବିଜେପି।
ଆଗାମୀ ଉପନିର୍ବାଚନ ପାଇଁ ନୂଆପଡାବାସୀଙ୍କ ସମର୍ଥନ ଲୋଡିଛନ୍ତି ନବୀନ। ଏ ମାଟିର ସର୍ବାଙ୍ଗୀନ ଉନ୍ନତି ପାଇଁ, ସମୃଦ୍ଧି ପାଇଁ ଶଙ୍ଖ ଚିହ୍ନ ହିଁ ସାଜିବ ଭରସା। ତେଣୁ ଆସନ୍ତା ୧୧ନଭେମ୍ବରରେ, ବିଜେଡିକୁ ବାଛନ୍ତୁ, ସ୍ନେହାଙ୍ଗିନୀଙ୍କୁ ଜିତାଇ ନୂଆପଡାର ଭବିଷ୍ୟତ ସୁରକ୍ଷିତ କରନ୍ତୁ ଏବଂ ବିକାଶ ବିରୋଧୀ ବିଜେପିକୁ ଜବାବ ଦିଅନ୍ତୁ।
07/11/2025
ମିଛୁଆ ବିଜେପିକୁ ଭୋଟନୁହେଁ ଏଥର ତଣ୍ଟିଆ ମାରି ବିଦା କରନ୍ତୁ...
01/11/2025
ଆଉ ମାତ୍ର ଗୋଟିଏ ଦିନ.... ଶାନ୍ତି ଏବଂ ସମୃଦ୍ଧିର ବାର୍ତ୍ତା ନେଇ ନୂଆପଡା ଆସୁଛନ୍ତି ମହାନନାୟକ ନବୀନ।
21/10/2025
ଭୋଟ ଦେବା ଆଗରୁ ଥରେ ଭାବିବେ ନୂଆପଡାବାସୀ। ବିଜେପି ସରକାରରେ ଦେଢ଼ବର୍ଷରେ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଧ୍ୱଂସ ହେଲାଣି... ଏମାନଙ୍କ ଉପରେ ଭରସା କଲେ ସବୁକିଛି ଛାରଖାର ହୋଇଯିବ।
15/10/2025
ସଦା ଶାନ୍ତ, ସଦା ସ୍ଥିର, ଜନତାଙ୍କ ମନରେ ଅମର ନାମ, ଓଡ଼ିଶାର ପ୍ରତ୍ୟେକ ସଫଳତାର ପଛରେ ଯାହାଙ୍କ ଦୃଢ଼ ନେତୃତ୍ୱ, ସେହି ନବୀନ ପଟ୍ଟନାୟକଙ୍କୁ
ଜନ୍ମଦିନର ଅନେକ ଶୁଭକାମନା।