Kanchan Foundation

Kanchan Foundation

Share

Contact information, map and directions, contact form, opening hours, services, ratings, photos, videos and announcements from Kanchan Foundation, Social service, Unit 3, Bhubaneswar.

Photos from Kanchan Foundation's post 01/05/2026

ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଆଜି ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଯୁବ ସମାଜସେବୀ ରଂଜନ କୁମାର ମହାପାତ୍ରଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ବାଳକାଟି ମଣ୍ଡଳ ବିଜେପିର ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ବରିଷ୍ଠ ବିଜେପି ନେତା ଚିତ୍ତ ରଂଜନ ସାମନ୍ତରାୟ, ଯୁବ ନେତା ପ୍ରଦୀପ୍ତ କୁମାର ମହାନ୍ତି, ହରେକୃଷ୍ଣ ମହାରଣା, ପ୍ରଦୀପ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ୨୫ ଜଣ ଶ୍ରମିକ ମାନଙ୍କୁ ଉତ୍ତରୀୟ ଓ ଥଣ୍ଡା ପାନୀୟ, ବିସ୍କୁଟ, କଦଳୀ ଆଦି ପ୍ରଦାନ କରାଯାଇଥିଲା।

Photos from Kanchan Foundation's post 26/04/2026

Thank you Print Media

23/04/2026

Thanks 🙏🙏🙏🙏🙏 Nirbhika Khabar

Photos from Kanchan Foundation's post 23/04/2026

ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ରୌଦ୍ରତାପରେ କେବଳ ମଣିଷ ନୁହେଁ, ବରଂ ବୁଲା ପଶୁ ଓ ଆକାଶର ପକ୍ଷୀମାନେ ମଧ୍ୟ ଆଉଟୁପାଉଟୁ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅସହାୟ ବୁଲା ଗୋରୁ ଓ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ଆଗେଇ ଆସିଛନ୍ତି ଦୁଇ ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନ 'କାଞ୍ଚନ ଫାଉଣ୍ଡେସନ' ଓ 'ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ'। ଉଭୟ ଅନୁଷ୍ଠାନର ମିଳିତ ସହଯୋଗରେ ସ୍ଥାନୀୟ ଅଞ୍ଚଳର ସୁଦର୍ଶନ ଦାରୁ ପୀଠ, ପ୍ରତାପ ଶାସନ, ପୁରୋହିତପୁର ,ଜଶୁଆପୁର ଆଦି ଅଂଚଳର ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ୨୦ଟି ପାଣିକୁଣ୍ଡର ବ୍ୟବସ୍ଥା କରାଯାଇଛି। ଖରା ସମୟରେ ପାଣି ମୁନ୍ଦାଏ ପାଇଁ ଏପଟ ସେପଟ ହେଉଥିବା ଗୋରୁଗାଈ ଓ ପକ୍ଷୀମାନେ ଏହି କୁଣ୍ଡ ମାଧ୍ୟମରେ ନିଜର ଶୋଷ ମେଣ୍ଟାଇ ପାରିବେ।ଯୁବ ସମାଜସେବୀ ରଞ୍ଜନ ମହାପାତ୍ର , ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ଯୁବ ସମାଜସେବୀ ପ୍ରଦୀପ୍ତ ମହାନ୍ତି , ପ୍ରଦୀପ୍ତ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ନିରଞ୍ଜନ ସେନାପତି, ବଟକୃଷ୍ଣ ମହାପାତ୍ର, ଭଗବାନ ନାୟକ, ମାର୍ଶଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରା, ଯୁବ ସ୍ଵେଚ୍ଛାସବୀ ଶ୍ରୀକୁମାର ଅଭିଷେକ ଭୋଇ, କାଳନ୍ଦୀ ଭୋଇ ପ୍ରମୁଖ ଉପସ୍ଥିତ ରହି ଏହି କୁଣ୍ଡଗୁଡିକୁ ବିଭିନ୍ନ ଛକ ଓ ଗଛମୂଳେ ସ୍ଥାପନ କରିବା ସହ ଏଥିରେ ନିୟମିତ ପାଣି ଭରିବା ପାଇଁ ସଂକଳ୍ପ ନେଇଛନ୍ତି। ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ, "ଗ୍ରୀଷ୍ମ ଋତୁରେ ପାଣି ଅଭାବରୁ ଅନେକ ସମୟରେ ପଶୁପକ୍ଷୀମାନେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ସେମାନଙ୍କ ଜୀବନ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଏହି ଛୋଟ ପ୍ରୟାସ ଦ୍ୱାରା ଯଦି କିଛି ନିରୀହ ପଶୁଙ୍କ ଶୋଷ ମେଣ୍ଟିପାରେ, ତେବେ ଆମର ପରିଶ୍ରମ ସାର୍ଥକ ହେବ।"ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି। ଏଥିସହିତ ଅନ୍ୟମାନେ ମଧ୍ୟ ନିଜ ନିଜ ଛାତ ଉପରେ କିମ୍ବା ଘର ସାମ୍ନାରେ ପକ୍ଷୀମାନଙ୍କ ପାଇଁ ପାଣି ରଖିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

Photos from Kanchan Foundation's post 05/04/2026

We are proud to share the successful completion of our Mega Blood Donation Camp, organized by Kanchan Foundation in collaboration with SCB Medical College & Hospital, and supported by Jeevan Jyoti Organisation and Dibya Jyoti Yuba Parishad.
💪 With the support of our amazing donors and volunteers, we successfully collected 36 units of blood — each unit helping save lives and bring hope to those in need.
🙏 A heartfelt thank you to everyone who contributed to this noble cause. Your generosity truly makes a difference.
✨ “Just one drop of blood can spark endless hope. Be a hero—save lives today.”
KanchanFoundation

21/03/2026

Thanks 🙏🙏🙏🙏 Etv Bharat Odisha

Photos from Kanchan Foundation's post 20/03/2026

Happy Pakhal Divas -2026

Photos from Kanchan Foundation's post 10/01/2026

We, Kanchan Foundation, successfully organized a Rural Athlete Meet in collaboration with NALCO Foundation, a CSR initiative of NALCO, held on 22nd and 23rd December.
This two-day sports event Was valedictory ceremony of the second day (23nd December) by Shri Ashutosh Ratha, Executive Director (Admin) & Chief Coordinator(NALCO) as Chief Guest and Shri Subrata Kumar Kar, Chief Operating Officer,Shri Lilan Prasad Sahoo,Tahasildar( Balianta Block), Shri Bidu bhusan Patnaik,Chief Advisor, Kanchan Foundation along with Shri Ranjan Kumar Mohapatra(President) and Shri Tapas Ranjan Mallick(Secretary) Kanchan Foundation.
The event was organized at Jasuapur Playground, Balianta Block, where more than 300+ students from 17 schools participated with great enthusiasm.
🎯 The main objective of this event was to support and encourage rural students to participate in sports and showcase their talent, fostering confidence, discipline, and a healthy sporting culture at the grassroots level.
We sincerely thank NALCO Foundation for their continued support in empowering rural youth through sports.

Photos from Kanchan Foundation's post 26/12/2025

We, Kanchan Foundation, successfully organized a Rural Athlete Meet in collaboration with NALCO Foundation, a CSR initiative of NALCO, held on 22nd and 23rd December.
This two-day sports event was inaugurated on the first day (22nd December) by Shri B. P. Singh, CMD, NALCO, in the esteemed presence of Dr. T. K. Pattnayak, Director (HR), Shri Ashutosh Ratha, Executive Director (Admin) & Chief Coordinator, Shri Subrata Kumar Kar, Chief Operating Officer, Shri Chittaranjan Bysoi, General Manager (Admin & CSR), NALCO, along with Shri Ranjan Kumar Mohapatra, President, and Shri Tapas Ranjan Mallick, Secretary, Kanchan Foundation.
The event was organized at Jasuapur Playground, Balianta Block, where more than 300+ students from 17 schools participated with great enthusiasm.
🎯 The main objective of this event was to support and encourage rural students to participate in sports and showcase their talent, fostering confidence, discipline, and a healthy sporting culture at the grassroots level.
We sincerely thank NALCO Foundation for their continued support in empowering rural youth through sports.

Photos from Kanchan Foundation's post 17/10/2025

Thanks 🙏🙏🙏🙏🙏 Print Media

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address


Unit 3
Bhubaneswar
751001