25/01/2026
❤️🙏
Mu tumara sathi with every poor and helpless people in every situation of life,Odisha
ମାନବ ସେବା ହିଁ ମାଧବ ସେବା, ଆମର ସମ୍ପର୍କ ଆପଣଙ୍କ ଠାରେ
25/01/2026
❤️🙏
18/01/2026
ଅଲ୍ ଓଡିଶା ପରିବହନ ଚାଳକ ସଂଘ
ପଞ୍ଚମ ବାର୍ଷିକ ଉତ୍ସବ ଓ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ _୨୦୨୬ ଅବସରରେ ମୁଁ ତୁମର ସାଥୀ ପରିବାର ର କୁ ସମ୍ମାନିତ କରିବାକୁ ଅଲ୍ ଓଡିଶା ପରିବହନ ଚାଳକ ଭାଇ ମାନଙ୍କୁ ବହୁତ୍ ବହୁତ୍ ମୁଁ ତୁମର ସାଥୀ ପରିବାର ତରଫରୁ ଧନ୍ୟବାଦ୍
08/11/2025
ମୁଁ ତୁମର ସାଥୀ ମେମ୍ବର ଙ୍କୁ ଅନୁରୋଧ ଯୋଉ ମେମ୍ବର ବ୍ଲଡ ଦେବେ ସେଇ ମେମ୍ବର ଙ୍କୁ 1 ଲକ୍ଷ୍ ଟଙ୍କାର ଜୀବନ ବିମାର ବ୍ୟବସ୍ଥା କରାଯାଇଛି ତେଣୁ ଯୋଉ ମେମ୍ବର ଦେବେ ମୋତେ ଯୋଗ କରିବେ ତେଣୁ ସବୁ ମେମ୍ବର ତା-10-11-2025 ରିଖ ସମୋବା ର ସକାଳ 6.30 ସୁଦ୍ଧା ମନ୍ଦିର ଛକ ନିକଟରେ ପହଞ୍ଚିବେ ତେଣୁ ସବୁ ମେମ୍ବର ଠିକ୍ ସମୟରେ ପହଞ୍ଚିବେ
ଯୋଗାଯୋଗ କରିବେ _୯୩୩୭୨୬୨୦୨୫
Contact _9337262025
#ମୁଁ_ତୁମର_ସାଥୀ
#ମୁଁ_ତୁମର_ସାଥୀ
#ରେମୁଣା_ଥାନା_ବାଲେଶ୍ବର 🚨🚓
Courtesy _sooryavanshi
31/10/2025
#ମୁଁ_ତୁମର_ସାଥୀ_ରେମୁଣା_ବାଲେଶ୍ଵର
#ରେମୁଣା_ଥାନା_ତରଫରୁ_ଏକତା_ଦୌଡ଼_କାର୍ଯ୍ୟକ୍ରମ
🚨🚓 ⛽🚉
sonussod sir meeting Mu tumara sathi (SOOD CHARITY FOUNDATION with MU TUMARA SATHI CHARITABLE TRUST )
ସୁଖ, ସମୃଦ୍ଧି, ଆଲୋକ ଓ ଉଲ୍ଲାସର ପବିତ୍ର ପର୍ବ #ଦୀପାବଳି ଏବଂ #କାଳୀପୂଜା ଅବସରରେ ସମସ୍ତଙ୍କୁ ମୁଁ ତୁମର ସାଥୀ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବା ସହ ଦୁଃଖର ଅନ୍ଧକାରକୁ ଦୂର କରିଦେଉ, ଏହା ହିଁ ମା'ଙ୍କ ନିକଟରେ ଆମ ମୁଁ ତୁମର ସାଥୀ ପାରିବାର ର କାମନା ।
#ଶୁଭଦୀପାବଳି #दीपावली
Youtube Link_ _https://youtube.com/shorts/_vQbaqz9IgE?feature=share
Instgram Link_
https://www.instagram.com/reel/DQBBlYZknBw/?igsh=MWs2eDZrYzNwdGlucA==
14/10/2025
Second Time Sonu sir meet
Balasore
28/09/2025
INDIA ARE CHAMPIONS OF ASIA FOR THE 9TH TIME 🇮🇳🏆
𝗖.𝗛.𝗔.𝗠.𝗣.𝗜.𝗢.𝗡.𝗦 🏆
ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ !
🇮🇳 ରେ ଅପରାଜେୟ ଅଭିଯାନ ସହ ଚାମ୍ପିୟନ ହୋଇଥିବାରୁ କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ନିଜର କ୍ରୀଡ଼ା ଦକ୍ଷତା ଏବଂ ଏକତା ମାଧ୍ୟମରେ ବିଶ୍ଵକୁ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି ଭାରତୀୟ ଦଳର ଖେଳାଳି । ରେ ଭାରତର ବିଜୟ ଏବଂ କ୍ରିକେଟ୍ ପଡ଼ିଆରେ ଏହି ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଭଳି ଦେଶ ବାସୀଙ୍କ ପାଇଁ ଏକ ଉତ୍ତମ ଦଶହରା ଭେଟି ।
ଓଡ଼ିଶା ଏବଂ ଭାରତର ଅଗଣିତ ଯୁବ ବର୍ଗଙ୍କୁ ଭାରତୀୟ ଖେଳାଳି ମାନଙ୍କ ପ୍ରଦର୍ଶନ ଉତ୍ସାହିତ କରିବା ସହ କ୍ରିକେଟ୍ ଖେଳିବା ନିମନ୍ତେ ପ୍ରେରଣା ଯୋଗାଇବ ।
23/08/2025
ଯେଉଁଠି ମଣିଷର ଇଛାରେ ସତ୍ୟ ଥାଏ କର୍ମରେ ଧର୍ମ ଥାଏ । ପ୍ରତିଟି ସକାଳ ନୂଆ ସୁରୁଜର ନୂଆ ଆଶା ନେଇ ଆପଣଙ୍କ ଆଗରେ ଉପସ୍ଥିତ ହୁଏ । ସେ ହଉଛି ଆମ ମୁଁ ତୁମର ସାଥୀ ବନ୍ଧୁ ମାନେ l
ନୂଆ ରୁପରେ ଢଙ୍ଗରେ ଆସୁଛୁ ଆପଣଙ୍କ ଗାଁକୁ ଓ ସହରକୁ l
12/08/2025
ଯେଉଁଠି ମଣିଷର ଇଛାରେ ସତ୍ୟ ଥାଏ କର୍ମରେ ଧର୍ମ ଥାଏ । ପ୍ରତିଟି ସକାଳ ନୂଆ ସୁରୁଜର ନୂଆ ଆଶା ନେଇ ଆପଣଙ୍କ ଆଗରେ ଉପସ୍ଥିତ ହୁଏ । ସେ ହଉଛି ଆମ ମୁଁ ତୁମର ସାଥୀ ବନ୍ଧୁ ମାନେ l
ନୂଆ ରୁପରେ ଢଙ୍ଗରେ ଆସୁଛୁ ଆପଣଙ୍କ ଗାଁକୁ ଓ ସହରକୁ l
Tumara Sathi
15/07/2025
ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଆତ୍ମାହୁତି ଘଟଣାରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କ ବିୟୋଗ ଖବର ଶୁଣି ମୁଁ ତୁମର ସାଥୀ ପରିବାର ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l
ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପାରିବାର ବର୍ଗଙ୍କୁ ମୁଁ ତୁମର ସାଥୀ ପରିବାର ତରଫରୁ ସମବେଦନା ଜଣାଉଛେ l
#ଫକୀରମୋହନ