Silu bhaina fan club

Silu bhaina fan club

Share

Contact information, map and directions, contact form, opening hours, services, ratings, photos, videos and announcements from Silu bhaina fan club, Social service, Bhubaneswar.

Photos from Silu bhaina fan club's post 31/03/2026

Thanks to all for join with us ❤️

31/08/2023

ଚିତଲପୂର ଗ୍ରାମ ର ପ୍ରମୋଦ ବେହେରାଙ୍କ ପୁଅ ବିକାଶ କୁମାର ବେହେରା ଏକ ଦୁର୍ଘଟଣା ରେ ଗୋଡ଼ ଭାଙ୍ଗିଯାଇଥିଲା କିନ୍ତୁ ତାଙ୍କ ପରିବାର ରେ ତାଙ୍କୁ ହସ୍ପିଟାଲ ନବାକୁ କେହି ସକ୍ଷମ ନଥିବାରୁ ୧୫ ଦିନ ହେବ ଘରେ ଥିଲେ ଏହି ଖବର #ଶୁଭେନ୍ଦୁ ଭାଇନା (ଟୁଲା ଭାଇନା) ପାଇ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣି ସେଠାରେ ତାଙ୍କ ଚିକିତ୍ସା କରାଇଥିଲେ🙏🙏🙏🙏

Photos from Silu bhaina fan club's post 14/07/2023

# # silu bhaina
# # Nargis mam
ସୁମଣା ଶାସନ ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଆମର ପ୍ରିୟ ଶିଲୁ ଭାଇନା ଓ ସରପଞ୍ଚ ନର୍ଗିସ ମ୍ୟାମ୍ ଙ୍କ ପ୍ରୟାସ ଫଳରେ ସୁମଣା ଶାସନ ଗ୍ରାମରେ ସୋମଣାଶାସନ ପଞ୍ଚାୟତ ଗ୍ରାମୀଣ ବ୍ୟାଙ୍କ୍ ସେବାକେନ୍ଦ୍ର ର ଗୃହ କାର୍ଯ୍ୟ ଚାଲୁଥିବାର କିଛି ଦୃଶ୍ୟ 🙏🙏🙏

Photos from Silu bhaina fan club's post 10/07/2023

# #ସିଲୁ ଭାଇନା
ଭୁବନେଶ୍ୱର କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଆୟୋଜିତ ହୋଇଥିବା ଏକ ବୈଠକରେ ଆମର ପ୍ରିୟ ସିଲୁ ଭାଇନା ଙ୍କୁ ବାଲିପାଟଣା ନିର୍ବାଚନ ମଣ୍ଡଳୀର ଆବାହକ ଭାବେ ଦାୟୀତ୍ବ ଦିଆଯାଇଛି 🙏🙏🙏🙏

Photos from Silu bhaina fan club's post 07/07/2023

ଚନ୍ଦ୍ରମଣି ଉ.ପ୍ରା ବିଦ୍ୟାଳୟ ରେ ଆମର ପ୍ରିୟ ସିଲୁ ଭାଇନାଙ୍କ ଦ୍ଵାରା ବୃକ୍ଷ ରୋପଣ ସହ ପୋଷାକ ବଣ୍ଟନ କରାଗଲା।।।🙏🙏🙏

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address

Bhubaneswar