Anjan Nath

Anjan Nath

Share

Social Worker. We work for society. For development, cleanliness and prosperity of slums, labour, tribal and street vendor.

12/09/2025

ଆଜି 27 ନମ୍ବର ୱାର୍ଡ ରାମେଶ୍ବର ମନ୍ଦିର community ହଲ ରେ ଗୀତାଞ୍ଜଳି ଫାଉଣ୍ଡେସନ ତରଫରୁ ସଫେଇ ସାଥିଙ୍କୁ ସମ୍ମାନ ଓ ପ୍ଲାଷ୍ଟିକ ମୁକ୍ତ ଭୁବନେଶ୍ୱର ପ୍ରତି ପଦକ୍ଷେପ ସଚେତନ ଶିବିର ରେ ମୋର ଯୋଗଦାନ।

18/03/2024

ଆମ ଓଡିଶା

Photos from Anjan Nath's post 26/01/2024

ଗଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

Photos from Anjan Nath's post 22/01/2024

ଶ୍ରୀରାମ ପ୍ରଣାପ୍ରତିଷ୍ଠା ତିଥି ରେ ସମସ୍ତଙ୍କୁ ଅଭିନନ୍ଦନ 🙏

ଡିଜିଟାଲ ଡାଏଲଗ: ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ରାଜସ୍ବ ଜମି ପଟ୍ଟା ଦିଅନ୍ତୁ: ବସ୍ତିବାସିନ୍ଦା ମହାସଂଘ 27/11/2023

ଡିଜିଟାଲ ଡାଏଲଗ: ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ରାଜସ୍ବ ଜମି ପଟ୍ଟା ଦିଅନ୍ତୁ: ବସ୍ତିବାସିନ୍ଦା ମହାସଂଘ ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ରାଜସ୍ବ ଜମି ପଟ୍ଟା ଦିଅନ୍ତୁ । ଭୋଟ ସମୟରେ ସରକାର ଜାଗା ଯୋଗାଇ ଥଇଥାନ କରିବେ ବୋଲି ...

02/09/2023

ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସାଧାରଣ ସମ୍ପାଦକ ତଥା ପ୍ରିୟ ସାନ ଭାଇ ଶ୍ରୀ Abhisek Acharya ଭାଈ ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା |

ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ଆପଣଙ୍କ ସୁସ୍ଥ ଶରୀର ଓ ଦୀର୍ଘାୟୁ କାମନା କରୁଛି 💐🎂💐Happy Birthday💐🎂💐

Photos from Anjan Nath's post 31/08/2023

Gata kali Ratire mo sana Bapanka dehanta heijaichi. Athipain muatyanta marmahata. Maha prabhu Sri Jagannath nka pakhare parthana karuchi tankara atmara sadgati hau.

23/08/2023

#ସଫଳତାର_ସହ_ଚନ୍ଦ୍ରରେ_ପାଦ_ଦେଲା_ଚନ୍ଦ୍ରୟାନ-୩
#ଚାନ୍ଦରେ_ଉଡ଼ିଲା_ତ୍ରିରଙ୍ଗା
ାରତ

Photos from Anjan Nath's post 14/08/2023

77 ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆୱହାନ କ୍ରମେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏକ କିଲୋମିଟର ରୁ ଅଧିକ ତ୍ରିରଙ୍ଗା ପତାକା କୁ ହଜାର ହଜାର ଜନସାଧାରଣ ଧରି .. ହର ଘର ତ୍ରିରଙ୍ଗା. ପଦଯାତ୍ରା ରେ ସାମିଲ ହେଲେ. ଏହି ପଦଯାତ୍ରା କୁ ମାନ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶୁଭଉଦଘାଟନ କରିଥିଲେ. ଏହି ଅବସରରେ ଭୁବନେଶ୍ୱ ଲିଙ୍ଗରାଜ ମନ୍ଦିର ପାଖରୁ ଆରମ୍ଭ ହେଇ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯନ୍ତ ଏହି ଦୀର୍ଘ ପଦଯାତ୍ରା ଚାଲିଥିଲା.

12/08/2023

#ରାଜଧାନୀ_ଭୁବନେଶ୍ବରରେ_ବିଶାଳ_ତ୍ରିରଙ୍ଗା_ଯାତ୍ରା
#ଘରେ_ଘରେ_ତ୍ରିରଙ୍ଗା_ପ୍ରତି_ଘରେ_ତ୍ରିରଙ୍ଗା

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକ ସୁଦୀର୍ଘ ଏକ କିଲୋମିଟରରୁ ଉର୍ଦ୍ଧ୍ବ ଲମ୍ବର ଏକ ତ୍ରିରଙ୍ଗାକୁ ଧରି ଆସନ୍ତା ୧୪ ଅଗଷ୍ଟ ୨୦୨୩ ରିଖ,ସୋମବାର ଦିନ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ ଏଣୁ ଏଥିରେ ବିପୁଳ ସଂଖ୍ୟାରେ ଯୋଗୋଦେବାକୁ ସମସ୍ତଙ୍କୁ ଅନୁରୋଧ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address


Bhubaneswar