31/03/2023
ପ୍ରେରଣାର ଭୂମି ଓଡ଼ିଶା। ବସୁଧୈବ କୁଟୁମ୍ବକମର ବାର୍ତ୍ତା ଓଡ଼ିଶା। ବିଶାଳ ହୃଦୟବତ୍ତା, ମାନବିକତା, ମହାନୁଭବର ମାଟି ଓଡ଼ିଶା। ଓଡ଼ିଆର ପରିଚୟରେ ଆମେ ଗର୍ବିତ🙏
#ବନ୍ଦେ ଉତ୍କଳଜନନୀ
#ଓଡ଼ିଶା ଲୋକ ଦଳ
#ଓଡ଼ିଶା ପରିବାର
31/03/2023
ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ୟରେ ଶିକ୍ଷାର ପ୍ରସାର, କୃଷି ଓ ସ୍ବାସ୍ଥ୍ୟସେବାର ଉନ୍ନତି ସହ ସୁସ୍ଥ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ.......
dipankar mohanty7@gm on Twitter
“ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ୟରେ ଶିକ୍ଷାର...
19/03/2023
ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ? ମିଳିଲା ସଙ୍କେତ, ବଢ଼ିଲା ଆଶା, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ବୟାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଶା ଉଜ୍ଜୀବିତ ହୋଇଛି । ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ର...
18/03/2023
ମୋର ପିଲା ବେଳେ ମୁଁ ଦେଖିଛି ଏବଂ ଶୁଣିଛି #ବିଜୁବାବୁ ଙ୍କୁ #କଳିଙ୍ଗ_ଷଣ୍ଢ ବୋଲି କୁହାଯାଏ l
ଆଉ ଏବେ ଆଉ ଜଣେ ସେହି ଉପାଖ୍ୟାନରେ ପଦାର୍ପଣ...!!!
.......