03/05/2026
ରାଜ୍ୟ ସମ୍ପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ (ଅପା ଙ୍କ) ଆଜି ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎂
Pinky Pradhan Pinky Pradhan
Social Service
03/05/2026
ରାଜ୍ୟ ସମ୍ପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ (ଅପା ଙ୍କ) ଆଜି ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎂
Pinky Pradhan Pinky Pradhan
02/05/2026
ଆମ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁସ୍ଥ ଶରୀର ଓ ଦୀର୍ଘାୟୁ ଜୀବନ କାମନା କରୁଛି। ଆପଣଙ୍କ ମାର୍ଗଦର୍ଶନରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେଉ।
14/04/2026
ଜୟ ବୀରହନୁମାନ 🚩🚩🚩🚩
ପବିତ୍ର ଶ୍ରୀ ହନୁମାନ ଜୟନ୍ତୀ | ପବିତ୍ର ମହାବିଷୁବ ସଂକ୍ରାନ୍ତି
ଓଡ଼ିଆ ନବବର୍ଷ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା
ଜୟ ହନୁମାନ 🙏
09/04/2026
ଧନ୍ୟବାଦ🌹🌹🌹 ଆୟୋଜକ ମୂର୍ଚ୍ଛନା ଓ ଓଡିଶା କଲଚାର ଆର୍ଟ ଏକାଡେମୀ
03/03/2026
ପବିତ୍ର ଦୋଳ ପୂର୍ଣ୍ଣିମାର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଜୟ ଜଗନ୍ନାଥ 🚩🙏🏻
ଜୟ ଶ୍ରୀ ରାମ 🙏🏻🚩
21/02/2026
ମୋ ପୁଅ ଶ୍ରୀଶମ୍ଭୁନାଥ ରଥ Yash ର ଆଜି ପବିତ୍ର ଜନ୍ମଦିନ ଉପଲକ୍ଷେ ସମସ୍ତଙ୍କୁ ନମ୍ର ଅନୁରୋଧ, ଦୟାକରି ମୋ ପୁଅକୁ ଆପଣମାନଙ୍କର ଅମୂଲ୍ୟ ଆଶୀର୍ବାଦ ପ୍ରଦାନ କରନ୍ତୁ।
ଭଗବାନଙ୍କ କୃପାରେ ସେ ସଦା ସୁସ୍ଥ, ସୁଖୀ ଓ ଦୀର୍ଘାୟୁ ହେଉନ୍ତୁ ଏବଂ ଜୀବନର ପ୍ରତ୍ୟେକ ପଦକ୍ଷେପରେ ସଫଳତା ଅର୍ଜନ କରନ୍ତୁ।
ଆପଣମାନଙ୍କର ସ୍ନେହ ଓ ଆଶୀର୍ବାଦ ସଦା ତାଙ୍କ ସହିତ ରହୁ।
15/02/2026
ହର ହର ମହାଦେବ 🙏🏻
ପବିତ୍ର ମହା ଶିବରାତ୍ରୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାଦେବ ଏବଂ ମାତା ପାର୍ବତୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ଏତିକି କାମନା।
#ଶିବରାତ୍ରୀ
01/01/2026
BJP Odisha
Cultural Cell BJP Odisha
24/10/2025
ଗୃହ ସମ୍ପର୍କ ଅଭିଯାନ
ଆସନ୍ତା ନଭେମ୍ବର ୧୦ ରୁ ୩୦ ତାରିଖ , ଆମେ ଆସୁଛୁ ଆପଣଙ୍କ ଘରକୁ 🙏