01/06/2026
Social worker
01/06/2026
ବିରୋଧୀ ଡରରେ ମିଛ ଖୁସି ଦେଉଛନ୍ତି 😡 ଆପଣ ମାନେ ଖୁସି ତ?
ଆମକୁ ଘରେ ରଖି କରେଣ୍ଟ କାହିଁ କାଟୁଛନ୍ତି???
ନିଜେ ଦର୍ଶକ ହୋଇ ଅନ୍ୟକୁ ଦୋଷ କାଇଁ ଦେଉଛନ୍ତି 😡 ପୋଲିସ ବାଲା ଭଗବାନ ନୁହଁନ୍ତି 😡
ଦୁଇଟା ଲୋକଙ୍କୁ ରୋକିବା ର ସାହାସ ନାହିଁ ଧିକାର ତୁମ ମାନଙ୍କୁ
#ବ୍ରହ୍ମପୁର #ନବୀନଓଡିଶା
ରାଜ୍ୟ ଠାରୁ ଅଧିକ ରାଜ୍ୟ ବିଜେପି ବିଷୟରେ ଜଣା ଆପଣଙ୍କୁ !
#ନବୀନଓଡିଶା
ମଦ ପିଇ ସ୍ୱାମି ଗଡୁ ଥାଉ ଦାଣ୍ଡରେ
ସ୍ତ୍ରୀ ଆୟୁଷ ମାଗୁଛି ଠାକୁର ଆଗରେ
ବାପା କୁ ନ ପୋଷି ଦାଦି କୁ ପୋଷ
ଦାଦନ ଶବ୍ଦ କେବଳ ରାଜନୀତି ରୋଟି ସେକିବା ପାଇଁ