MAA Khandeswari Brahaman Samaj

MAA  Khandeswari Brahaman Samaj

Share

MAA KHANDESWARI BRAHAMAN SAMAJ
BHUBANESWAR

ମା ଖଣ୍ଡେଶ୍ୱରୀ ବ୍ରାହ୍ମଣ ସମାଜରେ ଆପଣ ମାନଙ୍କୁ ସ୍ବାଗତ 🙏🙏🙏

1. ଏହି ବ୍ରାହ୍ମଣ ସମାଜ ସମ୍ପୂର୍ଣ ଭାବେ ଲୋକମାନଙ୍କ ସେବା ପାଇଁ ଉତ୍ସର୍ଗୀକୃତ |

2.ଏହି ବ୍ରାହ୍ମଣ ସମାଜ ର ସମସ୍ତ ସଭ୍ୟ ସବୁବେଳେ ସେବା ମନୋଭାବ ରଖିବେ |

3.ନିଜର ଚତୁ୍ରପାର୍ଶ୍ବରେ କେହି ଲୋକ ବିପଦରେ ପଡିଥିଲେ ତାକୁ ଯେମିତି ହେଲେ ସାହାଯ୍ୟ କରିବାକୁ ଚେଷ୍ଟା କରିବେ l

4.ସବୁବେଳେ ସମସ୍ତେ ଭଲ ଭଲ ଶିକ୍ଷଣୀୟ ତଥା ପ୍ରେରଣା ଦାୟକ ପୋଷ୍ଟ କରିବେ |

5.କୌଣସି ଆପତ୍ତିଜନକ ପୋଷ୍ଟ କିମ୍ବା ରାଜନୈତିକ ପୋଷ୍ଟ କିମ୍ବା ଅଶ୍ଳିଳ କମେଣ୍ଟ କେହି ଦେବେ ନାହିଁ |

6.ନିୟମ ଉଲଙ୍ଘନ କଲେ ମା ଖଣ୍ଡେଶ୍ୱରୀ ବ୍ରାହ୍ମଣ ସମାଜ ରୁ ବହିସ୍କୃତ କରିଦିଆ ଯିବ |

30/03/2021
11/03/2021

ମହା ଶିବରାତ୍ରୀ ରେ ମା ଖଣ୍ଡେଶ୍ୱରୀ ଙ୍କ ବେଷ

06/03/2021

MAA Khandeswari

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address

Palasuni
Bhubaneswar