Aam Aadmi Party Ward No. 64 BMC - BBSR

Aam Aadmi Party Ward No. 64 BMC - BBSR

Share

(BMC - EKAMRA CONSTITUENCY 114)

Photos from Aam Aadmi Party Ward No. 64 BMC - BBSR's post 17/07/2026

*ତାରିଖ : ୧୭-ଠ୭-୨ଠ୨୬*

ଗତ ସଂଧ୍ୟା ୬:୩ଠ ଘ. ରୁ ୯ ଘ. ଯାଏ ୱାର୍ଡ ନଂ ୬୪ ର ଶେଖ୍ ସାହିରେ ସଭାପତି ଇଂ. ମୁକ୍ତର୍ ଖାଁ ଓ ଆମର ସହଯୋଗୀ ସାଥି ଶେଖ ଯାଉଲ୍ଲା ଙ୍କ ସହଯୋଗରେ *Campaign* ମାଧ୍ୟମରେ SIR ର ତୃତୀୟ ପକ୍ରିୟାର *ଚିଠି ଅଡର୍ - Draft roll* ଓ *UNMAPING* *Survay* କରାଯାଇଥିଲା l

ଆପ୍ ଆଦମୀ ପାର୍ଟି, ଓଡ଼ିଶା
ଆପ୍ ଏକାମ୍ର ଓଡ଼ିଶା
ଆପ୍ ୱାର୍ଡ ନଂ ୬୪

16/07/2026
16/07/2026
16/07/2026

କାଳିଆ ସାଆନ୍ତଙ୍କ କୃପା ସଦା ସର୍ବଦା ସମସ୍ତଙ୍କ ଉପରେ ବର୍ଷିତ ହେଉ।"
ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ଇଂ. ମୁକ୍ତାର୍ ଖାଁ - ସଭାପତି
ୱାର୍ଡ ନମ୍ବର ୬୪
ଭୁବନେଶ୍ୱର ଏକମ୍ର ବିଧାନସଭା
ଆମ୍ ଆଦମୀ ପାର୍ଟି, ଓଡ଼ିଶା

16/07/2026

ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଭାରୀ ଓଡ଼ିଶା, ଶ୍ରୀ Virender Singh Kadian ।

16/07/2026

E20 ପେଟ୍ରୋଲକୁ ବାଧ୍ୟତାମୂଳକ କରିବା ବିରୋଧରେ ଏକ ନାଗରିକ ସ୍ୱାକ୍ଷର ଅଭିଯାନ (Citizen's Petition) ଆରମ୍ଭ ହୋଇଛି।

ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରୀୱାଲ ଦେଶବାସୀଙ୍କୁ ଏହି ପିଟିସନ୍‌ ସ୍ଵାକ୍ଷରରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

📝 ଏହି ପିଟିସନ୍‌ରେ ଆପଣ ସ୍ୱାକ୍ଷର କରିବା ପାଇଁ ଦିଆଯାଇଥିବା Website ଲିଙ୍କ୍ ରେ କ୍ଲିକ କରନ୍ତୁ 👇
Link: StopE20Petrol.com

Photos from Aam Aadmi Party Ward No. 64 BMC - BBSR's post 12/07/2026

*ଆଜି ୧୨ଘ. ରୁ ଠ୧ଘ. ପର୍ଯ୍ୟନ୍ତ ରାଜ୍ଯ କାର୍ଯ୍ୟାଳୟରେ ରାଜ୍ଯ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର, ରାଜ୍ଯ ସଙ୍ଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ଭୁବନେଶ୍ୱର ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଉପସ୍ଥିତି ରହି ଭୁବନେଶ୍ବର ଏକାମ୍ର ବିଧାନସଭର ୱାର୍ଡ ନମ୍ବର ୬୪ ର ସଭାପତି ଇଂ. ମୁକ୍ତାର୍ ଖାଁ, ୬୫ ର ସଭାପତି ଏମଡି ଅମିରୁଦ୍ଦିନ୍ ଓ ୬୭ ର ସଭାପତି ଶେଖ୍ ମୁସ୍ତାକ୍ ଅଲ୍ଲୀ ଙ୍କୁ ଭୋଟର ଲିଷ୍ଟ ପ୍ରଦାନ କରି ଘରକୁ ଘର ବୁଲି ଯୁଧ୍ୟ କାଳୀନ ସ୍ତରରେ 30 ତାରିଖ ଭିତରେ ସଂଶୋଧିତ କରିବା ପାଇଁ ଆପ୍ ତରଫରୁ ଅନୁମତି ଅନୁମୋଦନ କରିଛନ୍ତି*

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address

Dumduma, Jadupur
Bhubaneswar