Mission 125+

Call Website Contact the organization

Mission 125+ Fan Page Of Biju Janata Dal and Naveen Patnaik

08/10/2026

ରାଜନୈତିକ ସ୍ୱାର୍ଥପାଇଁ, ABVP ର ଛାତ୍ର ସଂଗଠନ ନେତା, ସୌମ୍ୟାଶ୍ରୀଙ୍କୁ କିଭଳି ଜୀବନରୁ ମାରିଦେଇଥିଲେ ଶୁଣନ୍ତୁ....

08/10/2026

ଯେଉଁ ABVP, ରାଜନୀତି ପାଇଁ ନିରୀହ ସୌମ୍ୟାଶ୍ରୀର ଜୀବନ ନେଇଛି, କ୍ୟାମ୍ପସରେ ଅସାମାଜିକ କାର୍ଯ୍ୟକଳାପ କରୁଛି, ସେଭଳି ଏକ ସଂଗଠନକୁ କିଭଳି ବିଶ୍ୱାସ କରିବା??
ଛାତ୍ର ସମାଜ ସତର୍କ ରୁହନ୍ତୁ, ABVP ଠୁ ଦୂରେଇ ରୁହନ୍ତୁ।

ଯିଏ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର କରିଛି, ସେଭଳି ଏକ ଦଳର ସଂଗଠନ ହାତରେ, କିଭଳି ଆମ ଛାତ୍ର ସମାଜର ଭବିଷ୍ୟତକୁ ଟେକିଦେବା??
08/10/2026

ଯିଏ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର କରିଛି, ସେଭଳି ଏକ ଦଳର ସଂଗଠନ ହାତରେ, କିଭଳି ଆମ ଛାତ୍ର ସମାଜର ଭବିଷ୍ୟତକୁ ଟେକିଦେବା??

GEN Z ଙ୍କ ସହ ବିଜେଡି ଥିଲା, ଅଛି, ରହିଥିବ।
08/10/2026

GEN Z ଙ୍କ ସହ ବିଜେଡି ଥିଲା, ଅଛି, ରହିଥିବ।

ପରିବହନ ମନ୍ତ୍ରୀ ନିଜେ ନିୟମ ଉଲଂଘନ କରୁଛନ୍ତି କିନ୍ତୁ ସରକାରରେ ଅଛନ୍ତି ବୋଲି ସବୁ ମାଫ୍??
08/10/2026

ପରିବହନ ମନ୍ତ୍ରୀ ନିଜେ ନିୟମ ଉଲଂଘନ କରୁଛନ୍ତି କିନ୍ତୁ ସରକାରରେ ଅଛନ୍ତି ବୋଲି ସବୁ ମାଫ୍??

ଆଜି ଛାତ୍ର ସମାଜ ପଚାରୁଛନ୍ତି...କାହିଁକି ଛଡାଇ ନିଆଗଲା ଛାତ୍ରଛାତ୍ରୀଙ୍କ ଅଧିକାର??
07/10/2026

ଆଜି ଛାତ୍ର ସମାଜ ପଚାରୁଛନ୍ତି...କାହିଁକି ଛଡାଇ ନିଆଗଲା ଛାତ୍ରଛାତ୍ରୀଙ୍କ ଅଧିକାର??

ଜନତାଙ୍କ ପାଇଁ, ଓଡ଼ିଶା ପାଇଁ, ଡିଜିଟାଲ ମଞ୍ଚରେ ଜୋରଦାର ହେବ ବିଜେଡିର ସ୍ୱର। ନବୀନଙ୍କ ଆହ୍ୱାନରେ ଲୋକଙ୍କ ପ୍ରଶ୍ନ ଓ ସରକାରର ବିଫଳତା ପହଞ୍ଚି...
07/10/2026

ଜନତାଙ୍କ ପାଇଁ, ଓଡ଼ିଶା ପାଇଁ, ଡିଜିଟାଲ ମଞ୍ଚରେ ଜୋରଦାର ହେବ ବିଜେଡିର ସ୍ୱର। ନବୀନଙ୍କ ଆହ୍ୱାନରେ ଲୋକଙ୍କ ପ୍ରଶ୍ନ ଓ ସରକାରର ବିଫଳତା ପହଞ୍ଚିବ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ।

ନିର୍ବାଚନ ପୂର୍ବରୁ ହିଁ ବିଜେପି ଆଉ ଏବିଭିପି ଭିତରେ ଲଢେଇ ଆରମ୍ଭ ହେଇଗଲାଣି 😂😂
07/10/2026

ନିର୍ବାଚନ ପୂର୍ବରୁ ହିଁ ବିଜେପି ଆଉ ଏବିଭିପି ଭିତରେ ଲଢେଇ ଆରମ୍ଭ ହେଇଗଲାଣି 😂😂

Address

Shankha Bhawan
Bhubaneswar
751009

Alerts

Be the first to know and let us send you an email when Mission 125+ posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Mission 125+:

Shortcuts

Share