Mission 125+

Mission 125+

Share

Fan Page Of Biju Janata Dal and Naveen Patnaik

04/06/2026

୨ବର୍ଷ ତଳେ ଈଶ୍ୱରଙ୍କ ନାମରେ ଶପଥ କରି ସରକାରକୁ ଆସିଥିଲେ। ଆସିବା ଦିନଠୁ ଓଡ଼ିଶା ଉପରେ ଅଭିଶାପର କଳାବାଦଲ ଘୋଟି ଆସିଛି.... ଏଭଳି ଏକ ରୋବଟ ମୁଖ୍ୟମନ୍ତ୍ରୀକୁ ପାଇ ଓଡ଼ିଶା ଛାରଖାର ହୋଇସାରିଛି।

#ଦୁଇବର୍ଷ_ଓଡ଼ିଶାର_ସର୍ବନାଷ #ରଙ୍ଗବଦଳାସରକାର #୨ବର୍ଷର_ବିଫଳତା

03/06/2026

Mohan Charan Majhi ଆଜ୍ଞା ଦିଶୁଛି ତ ଏ ନିରୀହ ଆଖିର ଲୁହ??? ସମୟ ଆସୁଛି ଏ ଲୁହର ଅଭିଶାପରେ ତମେ ଭାସିଯିବ।
BJP Odisha

03/06/2026

ଧର୍ମେନ୍ଦ୍ର ବାବୁ ଯଦି ସତରେ ମୁହଁକୁ ଲଜ୍ୟା ଅଛି ଇସ୍ତଫା ଦେଇଦିଅ।

03/06/2026

କେତେଲୋକଙ୍କ ଜୀବନ ଗଲେ ଚେତିବ ବିଜେପି ସରକାର..??

03/06/2026

ଡବଲ ଇଞ୍ଜିନ ସରକାରରେ ପୋଲିସର ଅବସ୍ଥା ଏୟା....ନିଜେ ମଦ ବାଣ୍ଟୁଛି ପରେ ନିଜେ ହିଁ ମାଡ଼ ଖାଉଛି...

03/06/2026

ବିଜେପି ସରକାରରେ ନ୍ୟାୟପାଇଁ ଥାନାକୁ ଗଲେ, ପୋଲିସ ପିଟି ପିଟି ଜୀବନ ନେଉଛି। ପଚାରୁଛି ଓଡ଼ିଶା.... ରକ୍ଷକ ଯଦି ସାଜିବ ଭକ୍ଷକ ଲୋକେ ଭରସା କରିବେ କାହାକୁ??

03/06/2026

ଉତ୍ତର ଦେଉ BJP Odisha
ଯେଉଁଠି ପୋଲିସ ହିଁ ସାଜିଛି ଗୁଣ୍ଡା ତେବେ, କାହା ଭରସାରେ, କାହା ସୁରକ୍ଷାରେ ରହିବେ ଜନତା???

02/06/2026

ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ନଷ୍ଟ କରିଛ.. ଏ ଦେଶ କଦାପି କ୍ଷମା ଦେବନି।
Dharmendra Pradhan

02/06/2026

ମେଡିକାଲ ବେଡ଼ରେ କୁକୁର ଶୋଉଛି, ତେବେ ଭାବନ୍ତୁ ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରର ଅବସ୍ଥା କଣ ଥିବ...

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address

Shankha Bhawan
Bhubaneswar
751009