03/06/2026
Cultural Cell BJP Odisha
Contact information, map and directions, contact form, opening hours, services, ratings, photos, videos and announcements from Cultural Cell BJP Odisha, Political Party, Bhubaneswar.
କଳା ସଂସ୍କୃତି ଓ ଐତିହ୍ୟ ଲୋକକଳା,
(ଢୋଲ ମହୁରୀ-ଢଗଢମାଳି-ମୋଗଲ ତାମସା-ଚିତ୍ରଶିଳ୍ପୀ ପ୍ରବାଚକ- ପ୍ରବାଚିକା କୀର୍ତ୍ତନ ମଣ୍ଡଳୀ-ଭାଗବତ ମଣ୍ଡଳୀ-ସଂଗୀତ-ପାଲାଗାୟକ, ଲେଖକ-ଚିତ୍ରକାର-ନାଚ-ଲୋକ ନୃତ୍ୟ-ଘୁଡୁକି-କୀର୍ତନ ମଣ୍ଡଳୀ-ଭାରତ ଲୀଳା-ଦାସ କାଠିଆ-କୃଷ୍ଣ ଲୀଳା-ରାଜା ନାଟକ-ରାମାୟଣ ନାଟ, ମହାଭାରତ-ସଙ୍ଗୀତ
03/06/2026
01/06/2026
Thank you 🌹
Narendra Modi
The Government of India, under the leadership of Hon’ble PM Shri Narendra Modi, is implementing various initiatives to protect, preserve & revive Indian art and culture through a strong financial framework. This is a significant step towards strengthening the national identity and fostering our cultural heritage
29/05/2026
ଜୟ ବିଜେପି 🚩🚩🚩
29/05/2026
#ଜୟକଳା 🌹🌹🌹
#ଜୟଶ୍ରୀରାମ 🚩🚩🚩
Sarada Prasad Satpathy Pinky Pradhan Jayanta Kumar Sarangi BJP Odisha Laxman Bag Manmohan Samal Sampad Swain Fan Club Manas Mohanty Cultural Cell BJP Odisha
29/05/2026
ଅନୁଗୁଳ ଠାରେ ଆୟୋଜିତ 'ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ଜିଲ୍ଲା ପ୍ରଶିକ୍ଷଣ ବର୍ଗ"ର ସାଂସ୍କୃତିକ କାର୍ଯ୍ୟକ୍ରମ
ଅନେକ କଳାକାର ଙ୍କ କଳା ପ୍ରଦର୍ଶନ 🚩🌹
29/05/2026
Congratulations 🌹🌹
ବିଶିଷ୍ଟ ସମ୍ବଲପୁରୀ ନୃତ୍ୟ ଗୁରୁ ଓ ଗବେଷକ ଶ୍ରୀ ରଂଜନ କୁମାର ସାହୁ ଆମ ଭାରତୀୟ ଜନତା ପାର୍ଟି ର #ସାଂସ୍କୃତିକପ୍ରକୋଷ୍ଠ ସମ୍ବଲପୁର #ଜିଲ୍ଲା_ସଂଯୋଜକ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀ ର କାର୍ଯ୍ୟ କାରିଣୀ ସଦସ୍ୟ, ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତ ର ଲୋକ କଳା ସଂଯୋଜକ ଭାରତ ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା ମନୋନିତ ହୋଇ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ( EZCC ) କଲିକତା ର କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଓଡ଼ିଆ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବା ନିଶ୍ଚିତ ଆମ ପାଇଁ ଗର୍ବ ଓ ଗୌରବ ର ବିଷୟ l ଖାଲି ଲୋକ କଳା ନୁହେଁ, ସଂଗୀତ, ନୃତ୍ୟ ଓ ନାଟକ ସବୁ ବିଭାଗ ପାଇଁ ଓଡିଶା ରାଜ୍ୟ ର ନ୍ୟାର୍ଯ୍ୟ ଦାବୀ ଓ କଳାକାର ଙ୍କ ଉପକାର ପାଇଁ ନିଶ୍ଚିତ ସେ ଚେଷ୍ଟିତ ରହିବେ l ପଶ୍ଚିମ ଓଡ଼ିଶାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଉଛି l
ଆଗାମୀ ଦିନରେ ପୂର୍ବ ଓଡିଶା ତରଫରୁ ବିଭିନ୍ନ କଳାକାର ସଂଗଠନ ମାନଙ୍କ ଦ୍ୱାରା କଟକ, ପୁରୀ ଓ ବାଣୀକ୍ଷେତ୍ର ଜଗତସିଂହପୁର ଠାରେ ସମ୍ବର୍ଦ୍ଧନା ଦିଆ ଯିବାର କାର୍ଯ୍ୟକ୍ରମ ରହିଛି l
ଆମ ପୂର୍ବ ଓଡିଶା ର ସମ୍ମାନୀୟ ଏକାଡେମୀ ସଦସ୍ୟ ନିତ୍ୟାନ୍ତ ସହଯୋଗ କରିବେ ବୋଲି ଆଶା ଓ ବିଶ୍ୱାସ 🙏
ସାଂସ୍କୃତିକ ପ୍ରକୋଷ୍ଠ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ
ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା, ପ୍ରଶିକ୍ଷଣ
Sarada Prasad Satpathy
Click here to claim your Sponsored Listing.
