15/07/2026
ଭକତ ଦେଖିବା ପାଇଁ ରତନ ବେଦୀ କୁ ଛାଡି ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ନାଥ ହୋଇ ମଧ୍ୟ ଭକ୍ତର ଭାବକୁ ଆଦର କରନ୍ତି। ସେଥିପାଇଁ ସେ ରତ୍ନବେଦୀର ସମସ୍ତ ସୁଖ-ଐଶ୍ୱର୍ଯ୍ୟ ଛାଡ଼ି, ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି, ଯେପରି ଜାତି, ଅଜାତି, ଧନୀ, ଦରିଦ୍ର ନିର୍ବିଶେଷରେ ସବୁ ଭକ୍ତ ତାଙ୍କୁ ଦର୍ଶନ କରି ନିଜ ଜୀବନ ଧନ୍ୟ କରିପାରିବେ।
ସେତି ପାଇଁ ତ ସେ ଜଗତ ର ନାଥ
ପବିତ୍ର ରଥଯାତ୍ରା ଅବସରରେ ଅଗଣିତ ଭକ୍ତ ମାନ କୁ ଶୁଭେଚ୍ଛା ଓ ଅଭିନନ୍ଦନ
ଜୟ ଜଗନ୍ନାଥ ପ୍ରଭୁ 🙏
#ରଥଯାତ୍ରା
#ମଣିମା