03/05/2024
ନିଜ କାମ ଛଡା କେବେ ତ କିଛି ଜନତାଙ୍କ ଭଲ କଲନି, ଏଥର ଏମିତି ଦେବେ ପାନେ ଯେ ଏକାଥରେ ଯିବ ବିହାର
Contact information, map and directions, contact form, opening hours, services, ratings, photos, videos and announcements from dkl new, Social service, Bhubaneswar.
03/05/2024
ନିଜ କାମ ଛଡା କେବେ ତ କିଛି ଜନତାଙ୍କ ଭଲ କଲନି, ଏଥର ଏମିତି ଦେବେ ପାନେ ଯେ ଏକାଥରେ ଯିବ ବିହାର
21/04/2024
ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।
21/04/2024
କହିଲେ ସରିବନି ନବୀନ ସରକାରଙ୍କ କଥା ଆଉ ଗାଥା, ତେଣୁ ତ ଏଥର ପୁଣି ଜିତିବ ଶଙ୍ଖ
14/04/2024
ଯେତେ ଚକ୍ରାନ୍ତ କଲେ ବି ପାରିବନି ଓଡ଼ିଶାର ବିକାଶ ରୋକି, ଜାଣିଥାଅ ବିଜେପି ନେତାଏ
13/04/2024
ଜନତାଙ୍କୁ ଯାହା କରିଛ ହଇରାଣ, ଆଉ କି ପାଇବ ସମ୍ମାନ, ଭୁଲିଯାଅ ଭୋଟ୍
12/04/2024
ମୋହର ସରିଲେ ଜନତା କିଏ ନା, ନିର୍ବାଚନ କଣ, ଏହା ହିଁ ବିଜେପି ନେତାଙ୍କ ସତ୍ୟତା