The Real Ghost hunting

The Real Ghost hunting

Share

Dusri Dunia ki Baten.....

22/07/2024

ମଦ ତ ଅନଲାଇନ୍ ବିକ୍ରି ହେବ ସରକାର ଘୋଷଣା କଲେ ଆଉ ଏ ମତ ରୁ କଣ ମିଳିବ। ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲେ ଭଲ ହେଇଥାନ୍ତା। କିନ୍ତୁ ଆମ ନୂଆ ମୁଖ୍ୟମନ୍ତ୍ରୀ ତ ବନ୍ଦ୍ କରିପରୁନାହାନ୍ତି।ଆଉ ପ୍ରଚାର୍ ଯୋରେ କଲେ କି ମଦ ମୁକ୍ତ ଓଡ଼ିଶା କରିବେ। ପୂର୍ବ ସରକାର ଥିଲା ବେଳେ ଲୋକ ବାର୍ କୁ ଯାଇ ପିଉଥିଲେ ଏବେ ଏଇ ସରକାର ଘରକୁ ବାର୍ ସଜେଇବେ ବୋଲି ଭାବିଲେଣି। କଣ କରିବା ଆମ ଓଡ଼ିଶାବାସୀଙ୍କର ଭାଗ୍ୟ ଅନିଶ୍ଚିତତା ଆଉ ଦୁଃର୍ଭାଗ୍ୟ ଆଡ଼କୁ ଅଗ୍ରସର ହେଉଛି। ସାବଧାନ ଓଡ଼ିଶାବାସୀ। ମଦ ହିଁ ସଂସାର ଭାଙ୍ଗୁଛି।🤱 ମା ଠୁଁ ଛୁଆକୁ,👨‍👦ବାପା ଠୁଁ ପୁଅକୁ,👩‍❤️‍👩ସ୍ତ୍ରୀ ଠୁଁ ସ୍ୱାମୀକୁ,🤵🕵️ଆଉ କଲେଜ ପଢୁଆ ପିଲାଙ୍କ ଠୁଁ ତାଙ୍କ ଭବିଷ୍ୟତ ଛଡେଇ ଛାରଖାର କରିଦେଉଛି। ତେଣୁ ସଚେତନ ନିଜେ ହେବା ଦରକାର୍। ନିଜେ ନିଜକୁ ବଦଳେଇବା ଦରକାର୍।ଆମ ଓଡ଼ିଶାବାସୀଙ୍କର ଭାଗ୍ୟ 🍻🍺ମଦ ମାଫିଆ ମାନଙ୍କର ହାତରେ ଏବେ। ତେଣୁ👉🚫🥃" ମଦ ହଟାଅ ଓଡ଼ିଶା ବଞ୍ଚାଅ"🥃🚫👈 🤝ଏକ ହୁଅ ଓଡ଼ିଶା ବାସୀ ନିଜ ସଂସାର ରଖ ଆଉ ସୁନାର ଓଡ଼ିଶା କର🤝ଜୟ ଜଗନ୍ନାଥ 🙏 ବନ୍ଦେ ଉତ୍କଳଜନନୀ 🙏

22/06/2022

What's your problem.... ? Tell Me For devotional therapy...

06/01/2021

Paranormal Activities...
Can I help u ?

12/01/2019

koun hai jo beleve nahi karta ki pret atma nehi hai....? Sab kuch hai... Agar jaana hai like kare or practicl janne ke liye contact or msg kare....

03/03/2018

hi dear frnds .....m surya dev Acharya....Can I Help Uany spiritual activitys?

29/01/2017

Kya app log sikhna cahate ho kese kabu karen -(ve) energy ko....?

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address

Bhubaneswar