02/06/2026
ପ୍ରତିଟି ମୁହଁରେ ଆଣିପାରିଛି ଖୁସିର ସମ୍ଭାର ମୁଖ୍ୟମନ୍ତ୍ରୀ ବସ୍ ସେବା।
ଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନକୁ ସହଜ ସୁଗମ କରିବା ସମେତ ଏହାକୁ ବିକାଶର ମୁଖ୍ୟ ଧାରାରେ ଯୋଡିବାରେ ବଳିଷ୍ଠ ମାଧ୍ୟମ ପାଲଟିଛି ମୁଖ୍ୟମନ୍ତ୍ରୀ ବସ୍ ସେବା।
Official account of the Odisha State Road Transport Corporation.
Odisha State Road Transport Corporation operates under the Commerce & Transport Department of Government of Odisha. It is the only organization of the Government which provides passenger transport in the state of Odisha.
02/06/2026
ପ୍ରତିଟି ମୁହଁରେ ଆଣିପାରିଛି ଖୁସିର ସମ୍ଭାର ମୁଖ୍ୟମନ୍ତ୍ରୀ ବସ୍ ସେବା।
ଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନକୁ ସହଜ ସୁଗମ କରିବା ସମେତ ଏହାକୁ ବିକାଶର ମୁଖ୍ୟ ଧାରାରେ ଯୋଡିବାରେ ବଳିଷ୍ଠ ମାଧ୍ୟମ ପାଲଟିଛି ମୁଖ୍ୟମନ୍ତ୍ରୀ ବସ୍ ସେବା।
02/06/2026
ଓଏସ୍ଆରଟିସିର ଆରାମଦାୟକ ଏସି ସେବା ସହିତ ଏହି ଗ୍ରୀଷ୍ମରେ ପାଆନ୍ତୁ ଏକ ସୁରକ୍ଷିତ ଯାତ୍ରାର ଅନୁଭୂତି।
ଓଏସ୍ଆରଟିସି ଆପ୍ ଓ ୱେବସାଇଟ୍ ମାଧ୍ୟମରେ ଆଜିହିଁ ଟିକେଟ ବୁକ୍ କରନ୍ତୁ।
01/06/2026
ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାର ନୂଆ ଆଶା ଓ ସୁରକ୍ଷିତ ଯାତ୍ରାର ସାଥୀ ହେଉଛି ମୁଖ୍ୟମନ୍ତ୍ରୀ ବସ୍ ସେବା।
ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧାଜନକ, ସୁଲଭ ଓ ନିର୍ଭରଯୋଗ୍ୟ ଯାତାୟାତ ବ୍ୟବସ୍ଥା ସହ ଶିକ୍ଷାର ପଥକୁ କରୁଛି ଅଧିକ ସହଜ।
30/05/2026
Guess the Place!
Can you name this beautiful hidden gem near Bhubaneswar (around 45 KM from BSABT)?
With stunning cave views and lush green surroundings, it’s the perfect weekend getaway!
Drop your guesses in the comments below 👇
30/05/2026
ସମାନ ଶିକ୍ଷା ସୁଯୋଗ, ସୁଦୃଢ଼ ଭିତ୍ତିଭୂମି ଓ ସମସ୍ତ ସୁଯୋଗ ସୁବିଧା ଲାଭ କରିବା ପ୍ରତିଟି ଛାତ୍ର ଛାତ୍ରୀଙ୍କର ମୌଳିକ ଅଧିକାର।
ଅପହଞ୍ଚ ଦୁର୍ଗମ ଅଞ୍ଚଳରେ ସଂଯୋଗୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରାଉଛି ମୁଖ୍ୟମନ୍ତ୍ରୀ ବସ୍ ସେବା।
#ସଂଯୋଗକରୁଛିଓଡ଼ିଶା
29/05/2026
ତୀବ୍ର ଗ୍ରୀଷ୍ମ ପ୍ରବାହରେ ଯାତ୍ରୀଙ୍କ ସୁବିଧା ଓ ସୁସ୍ଥତା ପାଇଁ ଓଏସ୍ଆରଟିସି ପକ୍ଷରୁ ବସ୍ ଭିତରେ ପାନୀୟ ଜଳ ବୋତଲ ବଣ୍ଟନ କରାଯାଉଛି।
ଆପଣଙ୍କ ଯାତ୍ରାକୁ ସୁରକ୍ଷିତ, ସୁବିଧାଜନକ ଓ ସ୍ୱାସ୍ଥ୍ୟକର କରିବା ପାଇଁ ଆମର ଏହି ଛୋଟ ପ୍ରୟାସ।
28/05/2026
Shri Sanjay Kumar Biswal, Additional Secretary, Commerce & Transport Department and GM (Operations), OSRTC, reviewed OSRTC & MBS bus operations along with the ABS projects at Semiliguda and Sunabeda in Koraput district.
A review meeting was held in the presence of Hon'ble MLA, Koraput, Collector & DM, Koraput & RTO followed by a visit to ADTS facilities to assess service delivery and strengthen operational efficiency for better public transport.
27/05/2026
Shri Sanjay Kumar Biswal, Addl. Secretary, C&T Dept. & GM(Operations), OSRTC reviewed enforcement activities, visited ATS facilities and inspected OSRTC Depot, Nabarangpur to assess operational readiness, service efficiency & passenger-centric mobility initiatives.
27/05/2026
Shri Sanjay Kumar Biswal, IAS, GM (Operations), reviewed OSRTC and MBS Bus Operations & Atal Bus Stand (ABS) projects in Nabarangpur District.
The review meeting was held with the Collector & DM, Nabarangpur, in presence of RTO, OPHWC and other stakeholders to improve operational efficiency & public service.
26/05/2026
ସଂଯୋଗର ନୂଆ ଦିଗ, ମୁଖ୍ୟମନ୍ତ୍ରୀ ବସ୍ ସେବା!
ଗାଁରୁ ସହର, ସବୁଠି ଏବେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସଫଳ ଯାତ୍ରା। ପ୍ରତ୍ୟେକ ଗାଁ ଓ ସହରକୁ ଯୋଡ଼ିବା ସହ ଲୋକଙ୍କ ଜୀବନଯାତ୍ରାକୁ ଅଧିକ ସହଜ ଏବଂ ସୁଗମ କରିବା ପାଇଁ ଆମେ ସଦା ସର୍ବଦା ପ୍ରତିଶ୍ରୁତିବଦ୍ଧ।
#ସଂଯୋଗକରୁଛିଓଡ଼ିଶା