ବିଭିନ୍ନ ବର୍ଗ ରେ Diploma ଧାରୀ ଙ୍କୁ Job ra ସୁଯୋଗ ଅଛି ଓଡ଼ିଶା ରେ ମାତ୍ର ଓଡ଼ିଶା କୃଷି ବହୁଳ ରାଜ୍ୟ ହେlଇକି ମଧ୍ଯ ଏଟି Diploma In Agriculture Science Pila ଙ୍କୁ ଚାକିରି ନାହିଁ କଣ ପାଇଁ ? ଜବାବ ମଗୁଛୁ ମିଛୁଆ ସରକାର ହେ ଅମାକୁ ଉତ୍ତର ଦିଅ ?
All Odisha Diploma In Agriculture Science/Agroplolytechnic Association
BJP FOR ODISHA GROWTH & DEVELOPMENT
Dipoloma In Agriculture Science🌾🌾🌾 ଛାତ୍ର/ଛାତ୍ରୀ ମାନ ଙ୍କୁ କେବେ ନ୍ୟାୟ ଦେବେ ଏ ମିଛୁଆ ଓଡ଼ିଶା ସରକାର🐌
Diploma In Agriculture Science ଏହା ସଙ୍ଘର୍ଷ ଭରା ଦିର୍ଘ ୧୦ ବର୍ଷ ର ସ୍ୱର ଆମର ହକ ପାଇଁ ଓଡ଼ିଶା ସରକାର ଙ୍କ ନିକଟ ରେ ଲୁହ ଭରା ଗୁହାରୀ l
ହେ ମୋର ପ୍ରିୟ Diploma In Agriculture Science ଛାତ୍ର/ ଛାତ୍ରୀ ଗଣ ଏହି Facebok Page ଆଧାର ରେ ଆମେ ଅମୋର୍ ଭବିଷ୍ୟତ Job ର ହକ ପାଇଁ ସରକାର ଙ୍କ ନିକଟ ରେ ସଂଘର୍ଷ ଜାରି ରହିଛି ଅଗକୁ ମଧ୍ଯ ରହିବ l All Odisha Diploma In Agriculture Science/Agroplolytechnic Association
Click here to claim your Sponsored Listing.
Location
Category
Website
Address
Bhubaneswar
