Dushasan Swain

Dushasan Swain

Share

I would better describe myself as a social worker who is continuously working for the betterment of

10/02/2025

ଖଣ୍ଡଗିରି ମେଳାରେ 'ଠେଙ୍ଗା ରାଜନୀତି' କୁ ନେଇ କିଛି ପ୍ରତିକ୍ରିୟା

17/12/2024
Photos from Dushasan Swain's post 17/12/2024
Photos from Dushasan Swain's post 14/06/2024

ମହାରାଜା କ୍ରିକେଟ ଆସୋସିଏସନ ଓ ପାତ୍ରପଡା-ଭାଗବାନପୁର ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଜ ମହୋତ୍ସବ ୨୦୨୪ ପାଳନ ଅବସରରେ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ଓ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ।
ପ୍ରତ୍ୟୋକ ବର୍ଷଭଳି ଚଳିତ ବର୍ଷର ଖୁବ ସୁନ୍ଦର ଆୟୋଜନ ପାଇଁ, ଆୟୋଜକ ମାନଙ୍କୁ ଅଭିନନ୍ଦନ।

Photos from Dushasan Swain's post 27/05/2024

ଭାରତ ସ୍କାଉଟ ଓ ଗାଇଡ଼ର ରାଜ୍ୟ ପୁରସ୍କାର ବିତରଣ ସମାରୋହରେ, ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସମ୍ବର୍ଦ୍ଧିତ କରୁଥିବା ଅବସରରେ ।

Photos from Dushasan Swain's post 15/04/2024

Om Shanti 🙏🏼

24/03/2024

ନପୁଟ ପଞ୍ଚାୟତସ୍ଥ ପାଣ୍ଡିଆପଡା ଗ୍ରାମରେ ଦୋଳ ଭୋଗ ଖିଆ ଅବସରରେ।

Photos from Dushasan Swain's post 19/03/2024

କାଶୀପୁର ଗ୍ରାମରେ ପାଲା ଉଦଯାପନ ଅବସରରେ ଗାୟକ ମାନଙ୍କ ସହ।

09/03/2024

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଧଉଳି ପଞ୍ଚାୟତସ୍ଥିତ ଧବଳେଶ୍ଵର ମନ୍ଦିରରେ ମହାଦ୍ବୀପ ଉଠିବାର ଦୃଶ୍ୟ।

26/12/2023

ଭାରତ ସ୍କାଉଟ ଓ ଗାଇଡ଼ ଆନୁକୂଲ୍ୟରେ ଖୋର୍ଦ୍ଧାଠାରେ ଚାଲିଥିବା ୧୯ତମ ରାଜ୍ୟ ଜାମ୍ବୋରେଟର କିଛି ଦୃଶ୍ୟ।

Photos from Dushasan Swain's post 17/06/2023

ମଦନପୁରଠାରେ ରଜ ଉତ୍ସବ ଅବସରରେ। ସଭିଙ୍କ ପ୍ରିୟ ସୁର ଭାଇଙ୍କ ସଙ୍ଗେ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address

Bhubaneswar