14/01/2026
ସଂସ୍କୃତିର ଅନନ୍ୟ ପରମ୍ପରା ଅନୁଯାୟୀ ପାଳିତ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ଓ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ସଦାବେଳେ ରହିଥାଉ।
ଜୟ ଶ୍ରୀଜଗନ୍ନାଥ..🙏🙏🙏
13/01/2026
ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ (ଜିତୁ ଭାଇ)ଙ୍କ ଆମନ୍ତ୍ରଣ ରକ୍ଷାକରି ଧାର୍ମଶାଳା ନିର୍ବାଚନ ମଣ୍ଡଳୀର ଏଣ୍ଡଳବାଠାରେ ଦିବାରାତ୍ର "ଭଲି ଟୁର୍ନାମେଣ୍ଟ"ରେ ଯୋଗଦାନ କରି ଖେଳାଳି ଭାଇମାନଙ୍କୁ ଉତ୍ସାହିତ କରିଥିଲି l
12/01/2026
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ମାର୍ଶାଘାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ୰ଗୌରାଙ୍ଗ ଚରଣ ଲେଙ୍କାଙ୍କ ଦେହାନ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଲି ।
ଓଁ ଶାନ୍ତି..🙏
12/01/2026
କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ Baijayant 'Jay' Panda ଙ୍କୁ ଶୁଭ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି।
🎉🎂👍😊
12/01/2026
ଭିତରକନିକା ଉତ୍ସବ ପାଳିତ ଅବସରରେ ଯୋଗଦେଲି ଏବଂ ଭିତରକନିକାର ସର୍ବାଙ୍ଗୀନ ବିକାଶ ପାଇଁ ଆଲୋଚନା କଲି। 🌴🌊🏖️🌟
26/12/2025
Happy Birthday ମୋ ସାନ ଭାଇ Ajaya Nayak
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତୁ ସବୁବେଳେ ହସୁଥା ଓ ଆହୁରି ଆଗକୁ ବଢେ 👑💐🎂