29/07/2024
I have reached 700 followers! Thank you for your continued support. I could not have done it without each of you. 🙏🤗🎉
Son of India ଗର୍ବିତ ଓଡ଼ିଆ। ଓଡ଼ିଆ ଭାଷା, ଖାଦ୍ୟ ଓ ସଂସ୍କୃତି ମୋ ରକ୍ତ ରେ। ��ଜୟ ଜଗନ୍ନାଥ
29/07/2024
I have reached 700 followers! Thank you for your continued support. I could not have done it without each of you. 🙏🤗🎉
21/05/2024
🚩ଜୟ ଶ୍ରୀରାମ 🚩
ମୋର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
🙏🙏
ପବିତ୍ର ପଣାସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।
ଜୟ ଶ୍ରୀରାମ 🏹
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭକାମନା l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମଗ୍ର ବିଶ୍ୱ ମହାମାରୀ କରୋନା ସଙ୍କଟରୁ ଶୀଘ୍ର ଉଦ୍ଧାର ହେଉ ।🙏ଜୟ ଜଗନ୍ନାଥ🙏
#ବନ୍ଦେ_ଉତ୍କଳ_ଜନନୀ
ବନ୍ଦେ ଉତ୍କଳଜନନୀ,
ଚାରୁ-ହାସମୟୀ ଚାରୁ-ଭାଷମୟୀ,
ଜନନୀ, ଜନନୀ, ଜନନୀ॥
ପୂତ-ପୟୋଧି-ବିଧୌତ ଶରୀରା,
ତାଳ-ତମାଳ ସୁଶୋଭିତ ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥
ଘନ-ଘନ-ବନଭୂମି ରାଜିତ ଅଙ୍ଗେ,
ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
କଳକଳ-ମୁଖରିତ ଚାରୁ-ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥
ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
ଯୋଗୀ ଋଷିଗଣ ଊଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ॥
ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳୀ ଶୋଭିତ ବେଶା,
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
ଜନନୀ, ଜନନୀ, ଜନନୀ॥
ଉତ୍କଳ-ସୁରବର-ଦର୍ପିତ-ଗେହେ,
ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହେ,
ବିଶ୍ୱଭୁମଣ୍ଡଳ-କୃତବରସ୍ନେହେ,
ଜନନୀ, ଜନନୀ, ଜନନୀ॥
କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟେ,
ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟେ,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ॥
ଛୋଟ କୁନି ଝିଅ ,ପୁରା ପାଟି ଖୋଲି ନାହିଁ କିନ୍ତୁ ଧାରାବାହିକ ମହାଭାରତର ଟାଇଟଲ ଗୀତର କେଡେ କେଡେ କଠିନ ଶବ୍ଦକୁ ମନେ ରଖି ଗାଇ ପାରୁଛି । ଆଶ୍ଚର୍ଯ୍ୟ ନୁହେଁକି ?
#ଚାଷ_ଅଛି_ଯାହାର_କି_ଆନନ୍ଦ_ତାହାର। #ଚାଷୀ_ଭାଇ_ଯୋଗାଉଛି_ଦୁନିଆକୁ_ଆହାର। #ସତରେ_କୃଷକ_ଟିଏ_ହସିଲେ_ଦୁନିଆ_ହସେ ।
🙏🙏
ଦଇବ ଦାଉ ସାଜୁଛି 😔😭
ହେ ସୃଷ୍ଟି କର୍ତ୍ତା କଣ କଣ ସବୁ ଉଲ୍ଲେଖ କରିଛ ୨୦୨୦ ରେ 😔😭
28/04/2020
#ଉଠରେ_ଉଠରେ_ଉତ୍କଳ_ସନ୍ତାନ_ଉଠିବୁ_ତୁ_କେତେ_ଦିନେ,
#ପୂରୁବ_ଗୌରବ_ପୂରୁବ_ସାହସ_ପଡିବକି_କେବେ_ମନେ ? 💐💐💐💐🙏🙏🙏🙏🙏🙏
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର #ଉତ୍କଳ_ଗୌରବ_ମଧୁସୂଦନ_ଦାସଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ।
13/04/2020
ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ।