Manas Kumar Behera

Manas Kumar Behera

Share

Public Servant | Visionary Leader | Voice of the People
#Leadership #PublicService #PeopleFirst

ରାଜନୀତି ମୋ ପାଇଁ ଶକ୍ତିର ଖେଳ ନୁହେଁ, ଏହା ହେଉଛି ସେବାର ପଥ। ଯୁବଶକ୍ତିର ସ୍ୱରକୁ ଆଗକୁ ଆଣି, ନୂଆ ପିଢ଼ିର ସ୍ୱପ୍ନକୁ ସତ୍ୟ କରିବା ହେଉଛି ମୋର ଲକ୍ଷ୍ୟ।
#ବେଗୁନିଆବୋଲଗଡ https://www.immanas.com/

Photos from Manas Kumar Behera's post 08/04/2026

From ground to leadership — welcoming the Hon’ble CM & Industries, Skill Development, and Technical Education Minister with full energy and commitment. The mission for development continues! 🚁🔥





06/04/2026

ଭାରତୀୟ ଜନତା ପାର୍ଟି (BJP) ସ୍ଥାପନା ଦିବସ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା

ସମସ୍ତ କର୍ମୀ, ସମର୍ଥକ ଓ ଦେଶବାସୀଙ୍କୁ ଏହି ପବିତ୍ର ଦିନରେ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ଏହି ମନ୍ତ୍ର ସହିତ ଆମେ ଆଗକୁ ବଢ଼ୁଛୁ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଗଠନ ପାଇଁ।

01/04/2026

ଗର୍ବ ଆମର ଓଡ଼ିଆ ଅସ୍ମିତା 💪
ଜୟ ଉତ୍କଳ, ଜୟ ଓଡିଶା 🚩

Photos from Manas Kumar Behera's post 28/03/2026

ପବିତ୍ର ରାମ ନବମୀ ଅବସରରେ ମୋ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମନ୍ଦିର ଓ ପ୍ରଭୁ ଶ୍ରୀରାମଙ୍କ ଶୋଭାଯାତ୍ରାରେ ସାମିଲ ହୋଇ ଭକ୍ତମାନଙ୍କ ସହ ଭ୍ରମଣ କରିବା ମୋ ପାଇଁ ଏକ ଅପାର ଆନନ୍ଦର ବିଷୟ। ଏହି ପବିତ୍ର ଅବସର ଆମ ସମସ୍ତଙ୍କୁ ଏକତା, ଭକ୍ତି ଓ ସମାଜ ସେବାର ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଉ।
ଜୟ ଶ୍ରୀରାମ!

27/03/2026

ରାମନାମରେ ଶକ୍ତି, ରାମନାମରେ ଭକ୍ତି 🚩
ଜୟ ଶ୍ରୀରାମ 🙏

19/03/2026

ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ଓଡ଼ିଶା ପ୍ରଦେଶ ଯୁବ ମୋର୍ଚ୍ଚା ର IT INCHARGE ଦାୟିତ୍ଵ ପ୍ରଦାନ କରିଥିବାରୁ ମୁଁ ଆମ ଦଳର ସଭାପତି ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶ୍ରୀ Manmohan Samal ଭାଈ , ମାନନୀୟ ସଂଗଠନ ମନ୍ତ୍ରୀ ଶ୍ରୀ Manas Mohanty ଭାଈ ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଙ୍କୁ ହୃଦୟ ରୁ ଧନ୍ୟବାଦ ଜ୍ଞ୍ୟାପନ କରୁଛି 🙏🙏🙏

17/03/2026

Jay Jagannath 🙏

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Address


Bhubaneswar
Bhubaneswar
751019