Youth for nation(YFN) Delhi

Youth for nation(YFN) Delhi

Share

Youth for nation stand is, of the youth- for the youth- by the youth. Youth for Nation is a project of Young India Foundation.

The YFN is a voluntary Movement working across the country. The YFN is a non-political, non-government Movement working with a national vision on issues of Youths Problems and Its Solutions. It is a Movement which creates leadership development programme in the youth. It aims at streamlining nationalism by linking Youth in nation building. YFN is a national movement to arise and awake the youth of our country.

02/10/2019
Photos from Youth for nation(YFN) Delhi's post 15/06/2019

ଫକୀରମୋହନଙ୍କ ବିୟୋଗର ଶତାବ୍ଦୀ ଅବସରରେ ଆଜି "ଭାରତୀୟ ଭାଷା ଅଭିଯାନ"ତରଫରୁ ଭୁବନେଶ୍ୱର ଗୀତଗୋବିନ୍ଦ ଭବନର ଆଲୋଚନା ଚକ୍ରରେ ଅତିଥି ରୂପେ ଯୋଗଦେଇ "ଜନତାଙ୍କୁ ଜନତାଙ୍କ ଭାଷାରେ ନ୍ୟାୟ"ମିଳୁ ଏହି ଦାବୀ ଉଠାଇଥିଲି ।

Photos from Youth for nation(YFN) Delhi's post 13/06/2019

ବିମାନ ଦୁର୍ଘଟଣାରେ ମୃତ ଓଡ଼ିଆ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।

12/03/2019

ଯଦି ଟଙ୍କିକିଆ ଚାଉଳ ଆଜି ଭୋଟ ନିର୍ଣ୍ଣୟର ଏକ ବଡ ଭୁମିକା ନିଏ ,ତାହେଲେ ଲୋକେ ଭୋଟ ଦେବେ କାହାକୁ ? କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୩କୋଟି ୨୨ ଲକ୍ଷ ଲୋକ ଉପକୃତ ଓ ରାଜ୍ୟ ସରକାରଙ୍କର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ ଉପକୃତ । #ବରଗଡ଼ପାର୍ଲିଆମେଣ୍ଟ

Photos from Youth for nation(YFN) Delhi's post 09/01/2019

Naveen & Co.’s picnic to Delhi in the name of farmers’ convention costs Rs 52 lakh:it's shame for

Photos from Youth for nation(YFN) Delhi's post 28/10/2018

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଦ୍ଵିତୀୟ ସରସଙ୍ଘଚ।ଳକ (ମୁଖ୍ୟ) ପୂଜ୍ୟ ଶ୍ରୀ ଗୁରୁଜୀ ପାଠ ପଢିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରାଇପାଲିରେ ଆଜି କାର୍ଯ୍ୟକର୍ତ୍ତାଙ୍କ ସହିତ ବସି ଆଲୋଚନା କରିବାର ସୁଯୋଗ ମିଳିଲା ।

Photos from Youth for nation(YFN) Delhi's post 05/07/2018

Today Abhiyan at Bargarh Municipality with Er.tuku mishra & meet with Prominent Personalities. .

28/06/2018

ଦେବସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ ଓ
ଶୁଭେଚ୍ଛା ।

28/06/2018

ଆସନ୍ତୁ ବିଜେପି ସରକାରଙ୍କ ବିକାଶ ର ନମୁନା ଦେଖିବା ।

Photos from Youth for nation(YFN) Delhi's post 21/06/2018

ପୁରାତନ ମନିଷୀ ମାନଙ୍କ ପରେ ଆଧୁନିକ ଭାରତରେ ଯୋଗ କୁ ଆନ୍ତର୍ଜାତିକ ବିଷୟ (International Yoga Day) ଭାବେ ସ୍ଥାପିତ କରିବାର ଶ୍ରେୟ କେବଳ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କୁ ହିଁ ଯିବ,ଏଥିରେ ତିଲେମାତ୍ର ସନ୍ଦେହ ନାହିଁ ।

Photos from Youth for nation(YFN) Delhi's post 17/06/2018

Today attended the Central govt.Beneficiries meeting at Bargarh, Organized by Bargarh BJP .ଆଜି ବରଗଡ଼ ଠାରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ର ଲାଭ।ର୍ଥୀ ମାନଙ୍କର ସମ୍ମିଳନୀରେ ଭାଗନେଲି। .

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address


Nilakanta Nagar
Bhubaneswar
751012