ବିଜେପି ସରକାରର ସଫଳତାର ପ୍ରମାଣ ଦେଖିବାକୁ ଚାହୁଁଛନ୍ତି ତ ଭିଡିଓଟାକୁ ସମ୍ପୂର୍ଣ୍ଣ ଦେଖନ୍ତୁ ।
#ଦୁଇବର୍ଷ_ଓଡ଼ିଶାର_ସର୍ବନାଶ #ରଙ୍ଗବଦଳାସରକାର #୨ବର୍ଷର_ବିଫଳତା
Mission 2029
ଲୋକଙ୍କ ପାଇଁ, ଲୋକଙ୍କ ସାଥିରେ.. ଲୋକଙ୍କ ପାଇଁ, ଲୋକଙ୍କ ସାଥିରେ...
ଏମାନେ କୁଆଡେ କହିଥିଲେ,ସରକାରକୁ ଆସିଲେ ମଦ ବନ୍ଦ କରିବେ... ଧନ୍ୟ ହୋ ଡବଲ ଇଞ୍ଜିନ ଧନ୍ୟ...
#ବର୍ଷକରେ_ବର୍ବାଦ
#ରଙ୍ଗ_ମାରି_ବର୍ଷେ
ଓଡିଶାକୁ ବର୍ବାଦ କରିଦେଇ, ମୁଖ୍ୟମନ୍ତ୍ରୀ ଆଣ୍ଡ କୋ ମାତିଛନ୍ତି ଲୋକ ଦେଖାଣିଆ ପ୍ରହସନରେ। ଲଜ୍ୟା ନାହିଁ ଯାହା....
ଭଲକରି ଚିହ୍ନନ୍ତୁ ବେଇମାନ ଦେବାଶିଷ ସାମନ୍ତରାୟର ଅସଲ ଚରିତ୍ରକୁ...ଯିଏ ନିଜ ଘର, ପରିବାରର ହେଲାନି ସେ କଣ ଲୋକଙ୍କ ସେବା କରିବ???
'ଆନ୍ତର୍ଜାତିକ ଶ୍ରମିକ ଦିବସ' ଅବସରରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି।
ଡବଲ ଇଞ୍ଜିନ ସରକାରକୁ ଧିକ୍କାର! ସେମାନଙ୍କ ଶାସନ ବ୍ୟବସ୍ଥାକୁ ଧିକ୍କାର!
#ନାରୀ_ଅଧିକାର_ଅଭିଯାନ
ଟଙ୍କାପାଇଁ ନିଜ ଦଳ ସହିତ ଯିଏ ବେଇମାନି, ବିଶ୍ୱାସଘାତକତା କରେ.. ତାର ଏଭଳି ଅବସ୍ଥା ହେବା ସ୍ୱାଭାବିକ...
ସେ ଝଡ଼ର ଇଗଲ୍, ସେ ବିକାଶର ବିନ୍ଧାଣୀ, ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ।
ଓଡ଼ିଶାର ପୁଅ, ଓଡ଼ିଆଙ୍କ ସ୍ଵାଭିମାନ।
#ପ୍ରବାଦପୁରୁଷଦିବସ
ଓଡିଶା ପାଇଁ ଅଭିଶାପ ଡବଲ ଇଞ୍ଜିନ ସରକାର
ଉତ୍ତର ଦେଉ ଡବଲ ଇଞ୍ଜିନ ସରକାର...ରାଜସ୍ଥାନରେ ମେଟ୍ରୋପାଇଁ ଯଦି ପଇସା ଅଛି ତେବେ ଓଡ଼ିଶାରେ କାହିଁକି ନୁହେଁ...?
Click here to claim your Sponsored Listing.
Location
Category
Website
Address
751001
