02/06/2026
Goshala Byasanagar
Contact information, map and directions, contact form, opening hours, services, ratings, photos, videos and announcements from Bandita Parida, Bhubaneswar.
02/06/2026
Goshala Byasanagar
01/06/2026
ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଡୋଲି ପୁର ତଥା ୱାର୍ଡ ନଂ ୧୯ ର ସନାତନ ସାହୁଙ୍କ ମା କୁମୁଦିନୀ ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଇଥିଲି ।
31/05/2026
ଦୈନିକ ସମ୍ବାଦପତ୍ର ପ୍ରମେୟ ର ବ୍ୟାସନଗର ରେ ଆୟୋଜିତ "ଜାଗରଣ"ସମ୍ମାନ ୨୦୨୬ ରେ ଯୋଗ ଦେଇଥିଲି।
25/05/2026
କୋରେଇ ବ୍ଲକ ଅନ୍ତର୍ଗତ ତାହାରପୁର ପଞ୍ଚାୟତ ବଳଦିଆ ଗ୍ରାମର ନିତ୍ୟାନନ୍ଦ ନାୟକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲି।
24/05/2026
ବ୍ୟାସନଗର ସ୍ଥିତ ହୋଟେଲ ରୟାଲ କଳିଙ୍ଗ ଠାରେ ବ୍ୟାସନଗର ପୌରପାଳିକାର ପ୍ରଥମ ମହିଳା ପାରିଷଦ ୰ପ୍ରତିଭା ମହାନ୍ତିଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି, ଆଲୋଚନା ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲି ।
23/05/2026
କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତର ପଞ୍ଚାୟତ ର ସମାଜସେବୀ ରମେଶ ଚନ୍ଦ୍ର ଭୂୟାଁଙ୍କ ଏକାଦଶାହ କାର୍ଯକ୍ରମ ରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଇଥିଲି।
21/05/2026
ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
18/05/2026
ବ୍ୟାସନଗର ପୌରାଞ୍ଚଳ ଚୋରଦା ପ୍ରଦୀପ ରାଉତଙ୍କ ପୁତ୍ର ବିବାହ ଉତ୍ସବରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲି।
15/05/2026
କୋରେଇ ବ୍ଲକ ଅନ୍ତର୍ଗତ କନ୍ତର ପଂଚାୟତର ପୂର୍ବତନ ସରପଞ୍ଚ ରୁନୁ ଭୂୟାଁ ସ୍ୱାମୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ. ଆଜି ତାଙ୍କ ବାସଭବନରେ ପହଂଚି ତାଙ୍କୁ ପାରିବାରଙ୍କୁ ଭେଟି ମୋର ସମବେଦନା ଜଣାଇଥିଲି.
14/05/2026
ବ୍ୟାସନଗର ପୌରାଞ୍ଚଳ ର ବରିଷ୍ଠ ଆଇନଜୀବି ବିବେକାନନ୍ଦ ମହାନ୍ତିଙ୍କ ଜନ୍ମ ଦିନ ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେବା ସହ ବଡ଼ଭାଇଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଥିଲି ।