କେନ୍ଦ୍ରରେ ନରେନ୍ଦ୍ର , ଓଡ଼ିଶାରେ ଧର୍ମେନ୍ଦ୍ର

କେନ୍ଦ୍ରରେ ନରେନ୍ଦ୍ର , ଓଡ଼ିଶାରେ ଧର୍ମେନ୍ଦ୍ର

Share

Contact information, map and directions, contact form, opening hours, services, ratings, photos, videos and announcements from କେନ୍ଦ୍ରରେ ନରେନ୍ଦ୍ର , ଓଡ଼ିଶାରେ ଧର୍ମେନ୍ଦ୍ର, Bhubaneswar.

30/03/2026

ବିକାଶ ଫାଉଣ୍ଡେସନର ଅଧକ୍ଷା ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନବିଶିଷ୍ଟ ଅତିଥୀ ଭାବରେ ପାଳଲହଡା ମହୋତ୍ସବ ୨୦୨୬ ର ତୃତୀୟ ସନ୍ଧ୍ୟାରେ ସମ୍ବୋଧିତ କରିବେ।

29/03/2026

ଇଣ୍ଡିଆନ ଏକ୍ସପ୍ରେସର ୧୦୦ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ୨୮ନମ୍ବର ସ୍ଥାନରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

20/03/2026

ଆସନ୍ତାକାଲି ଛେଣ୍ଡିପଦା ଆସୁଛନ୍ତି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ Dharmendra Pradhan ମହୋଦୟ ।

ତାଙ୍କର କରକମଳରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତଙ୍କୁ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ ।

18/03/2026

ମା କାମାକ୍ଷୀ🙏

18/03/2026

ହିନ୍ଦୁ ନବବର୍ଷର ଅଭିନନ୍ଦନ ଓ ଶୁଭେଛା..

ଚୈତ୍ର ଶୁକ୍ଳ ପ୍ରତିପଦା , ଯୁଗାଦ୍ଦ : ୫୧୨୮
ବିକ୍ରମ ସମ୍ବତ - ୨୦୮୩

ଜୟ ଶ୍ରୀରାମ🙏

Photos from Dharmendra Pradhan's post 18/03/2026
16/03/2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗ ଦେବାକୁ ବିନମ୍ର ନିବେଦନ ।

ତାରିଖ/ସମୟ: ୧୭.୦୩.୨୦୨୬ (ମଙ୍ଗଳବାର), ଅପରାହ୍ନ ୪ ଘ.
ସ୍ଥାନ : କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟ, ଓ.ୟୁ.ଏ.ଟି., ଭୁବନେଶ୍ବର

15/03/2026
Photos from Mridula Thakur Pradhan - Unofficial's post 14/03/2026
08/03/2026

'ଆନ୍ତର୍ଜାତିକ ମହିଳା ଦିବସ' ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲିଖିତ ଆଲେଖ୍ୟ "ବିକଶିତ ଭାରତ ସଂକଳ୍ପର ମୂଳଦୁଆରେ ‘ନାରୀ ଶକ୍ତି’।"
Dharmendra Pradhan

16/02/2026

ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରଖିବା ପାଇଁ ଦୌଡ଼ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Culinary Team

Attire

Address

Bhubaneswar