Indian National Congress - Odisha

Indian National Congress - Odisha

Share

ଏକ ଦଳ, ଯିଏ କି ଭାରତରେ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପକାଇଥିଲା ଏବଂ "ଭାରତର ଆଦର୍ଶ" କୁ ପରିବ୍ୟାପ୍ତ କରିଆସୁଛି।

Photos from Indian National Congress - Odisha's post 04/06/2026

ବାରମ୍ବାର ନିଟ୍ ପ୍ରଶ୍ନପତ୍ର ଲିକ୍, ବିଭିନ୍ନ ପରୀକ୍ଷାରେ ଅନିୟମିତତା ଏବଂ ପରୀକ୍ଷା ପରିଚାଳନାରେ କେନ୍ଦ୍ର ସରକାରର ବିଫଳତା ବିରୋଧରେ ସମ୍ବଲପୁର ଠାରେ ବରିଷ୍ଠ ଛାତ୍ରନେତା ଶ୍ରୀ କହ୍ନେୟା କୁମାର ଏବଂ ଏନଏସୟୁଆଇର ଜାତୀୟ ସଭାପତି ଶ୍ରୀ ବିନୋଦ ଜାଖଡଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା "ବିଶାଳ ଯୁବ-ଛାତ୍ର ସମାବେଶ" ନିମନ୍ତେ ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ ମାନନୀୟ ପିସିସି ସଭାପତୀ ଶ୍ରୀ ଭକ୍ତ ଚରଣ ଦାସ।

ଏହି ଅବସରରେ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଗାମୀ ସମାବେଶକୁ ସଫଳ କରିବା ଏବଂ ଯୁବ ଓ ଛାତ୍ର ସମାଜର ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

04/06/2026

ପାଣିର ହିସାବ ରଖିଛ, ଲୋକେ ହନ୍ତସନ୍ତ କାହିଁକି ହେଉଛନ୍ତି I

04/06/2026

“ଭକ୍ତ ଦାସଙ୍କ ହୁଙ୍କାର – କଂଗ୍ରେସର ବଡ଼ ଖୁଲାସା ।

04/06/2026

“ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଖୋଲିବ ସରକାରଙ୍କ ପୋଲ୍ '' ସାମ୍ବାଦିକ ସମ୍ମିଳନୀ”

03/06/2026

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ କ୍ଷୁଣ୍ଣ ହେଉଥିବା ବେଳେ ରାଜ୍ୟ ସରକାରର ଦୁଇବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାବାସୀ ଉତ୍ସବ ନୁହେଁ, ମହାନଦୀ ପ୍ରସଙ୍ଗରେ ଉତ୍ତର ଚାହୁଁଛନ୍ତି ।

03/06/2026

ଆଗାମୀ ୧ ବର୍ଷ ମଧ୍ୟରେ ମୋଦି ସରକାର ଭାଙ୍ଗିଯିବ 🔥🔥

03/06/2026
03/06/2026

Press Conference LIVE🔴

03/06/2026
Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Address


Congress Bhawan
Bhubaneswar
751001