11/05/2026
Demonstration by SUCI ( Communist) in front of the Cuttack collectorate against deteriorating law and order situation in Odisha.
#ଏସ୍ୟୁସିଆଇ_କମ୍ୟୁନିଷ୍ଟ
Official page of Socialist Unity Centre of India (Communist), SUCI(C), Odisha State Committee.
11/05/2026
Demonstration by SUCI ( Communist) in front of the Cuttack collectorate against deteriorating law and order situation in Odisha.
#ଏସ୍ୟୁସିଆଇ_କମ୍ୟୁନିଷ୍ଟ
09/05/2026
ଟ୍ରେଡ୍ ୟୁନିଅନ ନେତା, ସି. ଆଇ. ଟି. ୟୁ. ର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ସର୍ଵ ଭାରତୀୟ ଉପସଭାତି ତଥା ସି.ପି.ଆଇ.(ଏମ) ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଦୁଃଖଦ ମୃତ୍ୟରେ ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି । ତାଙ୍କ ପାର୍ଥିବ ଶରୀରରେ ଏସୟୁସିଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ସଦସ୍ୟ ତଥା ରାଜ୍ୟ ସମ୍ପାଦକ କମ୍ରେଡ ଶଙ୍କର ଦାଶଗୁପ୍ତ ଏବଂ AIMSS ସର୍ବ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଛବି ମହାନ୍ତି ପୁଷ୍ପଗୁଚ୍ଛ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
04/05/2026
#ଏସ୍ୟୁସିଆଇ_କମ୍ୟୁନିଷ୍ଟ ସର୍ବନିମ୍ନ ଦୈନିକ ମଜୁରୀ ୧୦ଟଙ୍କା ବୃଦ୍ଧିକରି ବିଜ୍ଞାପନରେ ଖର୍ଚ୍ଚ ହେଲାଣି ଲକ୍ଷାଧିକ ଟଙ୍କା, ସରକାର ଏଭଳି ପ୍ରହସନ ବନ୍ଦ କରି ଶ୍ରମିକ ମାନଙ୍କ ସର୍ବନିମ୍ନ ମାସିକ ମଜୁରୀ ୨୮ହଜାର କରନ୍ତୁ।
03/05/2026
#ଏସ୍ୟୁସିଆଇ_କମ୍ୟୁନିଷ୍ଟ
Omfed କ୍ଷୀର ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ପାଇଁ ଆଗେଇ ଆସନ୍ତୁ।
01/05/2026
#ଏସ୍ୟୁସିଆଇ_କମ୍ୟୁନିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର୍ ଦାମ୍ ଏକାଥରକେ ବଢ଼ିଲା ୯୯୩ଟଙ୍କା, ଅନ୍ୟାୟ ଦର ବୃଦ୍ଧି ବିରୁଦ୍ଧରେ ଆଗେଇ ଆସିବାକୁ ଆହ୍ୱାନ।
01/05/2026
#ଆନ୍ତର୍ଜାତିକ_ଶ୍ରମିକ_ଦିବସ_ଜିନ୍ଦାବାଦ
#ଏସ୍ୟୁସିଆଇ_କମ୍ୟୁନିଷ୍ଟ
ବିଶ୍ୱ ଶ୍ରମିକ ଦିବସ ଅବସରରେ ଶ୍ରମିକ ଶ୍ରେଣୀର ଆନ୍ତର୍ଜାତିକ ନେତୃବୃନ୍ଦଙ୍କ ଫଟୋରେ ମାଲ୍ୟାର୍ପଣ ଏବଂ ରକ୍ତ ପତାକା ଉତ୍ତୋଳନ
30/04/2026
ଘଟଣା ପୁଞ୍ଜିବାଦୀ ବ୍ୟବସ୍ଥାର କ୍ରୁରଚିତ୍ରକୁ ଉନ୍ମୋଚନ କରୁଛି
State level public meeting at Saheed Bhawan,Cuttack on the occasion of the 79th foundation day of the SUCI(Communist).
#ଏସ୍ୟୁସିଆଇ_କମ୍ୟୁନିଷ୍ଟ
SUCI Communist Odisha
24/04/2026
State level public meeting at Saheed Bhawan,Cuttack on the occasion of the 79th foundation day of the SUCI(Communist).
#ଏସ୍ୟୁସିଆଇ_କମ୍ୟୁନିଷ୍ଟ
SUCI Communist Odisha
24/04/2026
ଭାରତବର୍ଷର ଶ୍ରମିକଶ୍ରେଣୀର ବିପ୍ଳବୀ ଦଳ
ଏସୟୁସିଆଇ(କମ୍ୟୁନିଷ୍ଟ)ର ୭୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସମାବେଶ
୨୪ ଏପ୍ରିଲ ୨୦୨୬, ଶହୀଦ ଭବନ, କଟକ, ଦିବା ୧୧ଟା
ମୁଖ୍ୟବକ୍ତା: କମ୍ରେଡ୍ ଦ୍ୱାରିକାନାଥ ରଥ (କେନ୍ଦ୍ରୀୟ କମିଟି ସଦସ୍ୟ, ଏସୟୁସିଆଇ(ସି))
ସଭାପତି: କମ୍ରେଡ୍ ରଘୁନାଥ ଦାସ (ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ, ଏସୟୁସିଆଇ(ସି))
SUCI(C)
Odisha State Committee
#ଏସ୍ୟୁସିଆଇ_କମ୍ୟୁନିଷ୍ଟ
SUCI Communist Odisha