AISF Boudh

AISF Boudh Official Page of AISF BOUDH District Council

AISF ବୌଦ୍ଧ ଜିଲ୍ଲା ତରଫରୁ KB HIST COLLEGE BOUDH ଠାରେ ନୂଆ COLLEGE ୟୁନିଟ୍ ଗଢ଼ାଗଲା ଏବଂ AISF ର ପ୍ରତିଷ୍ଠା ଦିବସ ପାଳନ କରାଗଲା।ଏହି ...
12/08/2026

AISF ବୌଦ୍ଧ ଜିଲ୍ଲା ତରଫରୁ KB HIST COLLEGE BOUDH ଠାରେ ନୂଆ COLLEGE ୟୁନିଟ୍ ଗଢ଼ାଗଲା ଏବଂ
AISF ର ପ୍ରତିଷ୍ଠା ଦିବସ ପାଳନ କରାଗଲା।

ଏହି ଅବସରରେ ଲୋକନାଥ ମେହେର, ଅସିତ୍ ନାଏକ, ଦୁର୍ଯ୍ୟୋଧନ ମେହେର, ରାଧାକାନ୍ତ ପରିଚ୍ଛା, କୈଳାସ ଖମାରୀ, ଶୁଭଙ୍କର ବେହେରା, କୃପାସିନ୍ଧୁ କହଁର ଉପସ୍ଥିତ ଥିଲେ।

AISF ର ଶିକ୍ଷା ଓ ରୋଜଗାର ପାଇଁ 90 ବର୍ଷ ର ବଳିଦାନ ବିଷୟରେ ଆଲୋଚନା କରାଯାଇଥିଲା।

 #କେନ୍ଦ୍ର_ଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବି_କରିଛି__aisf ବାରମ୍ବାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି   ୩ ବର୍ଷ ଭିତରେ ୨ ବର୍ଷ,...
28/05/2026

#କେନ୍ଦ୍ର_ଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବି_କରିଛି__aisf

ବାରମ୍ବାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି
୩ ବର୍ଷ ଭିତରେ ୨ ବର୍ଷ, ଅର୍ଥାତ୍ ୨୦୨୪ ଓ ୨୦୨୬ ରେ ପେପର୍ ଲିକ୍ ଘଟଣା ସମଗ୍ର ଦେଶର ଛାତ୍ରଛାତ୍ରୀଙ୍କ ଭରସାକୁ ଭଙ୍ଗ କରିଦେଇଛି। ଏହି ଅବ୍ୟବସ୍ଥା ଓ ଅବହେଳା ପାଇଁ କେନ୍ଦ୍ର BJP ସରକାର ସିଧାସଳଖ ଭାବେ ଦାୟୀ। ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ଭବିଷ୍ୟତ ସହ ଏଭଳି ଖେଳ କେବେ ବି ସହ୍ୟ କରାଯିବ ନାହିଁ।

ଏହାର ପ୍ରତିବାଦରେ ଅଖିଳ ଭାରତ ଛାତ୍ର ସଂଘ (AISF) କଳାହାଣ୍ଡି ପକ୍ଷରୁ ଆଜି ଜୁନାଗଡ଼ ବ୍ଲକ ସମ୍ମୁଖରେ ରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା।
ଦାବିଗୁଡ଼ିକ ହେଲା:

🔴 ଅଯୋଗ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ Dharmendra Pradhan ଇସ୍ତଫା ଦିଅନ୍ତୁ।

🔴NEET ପରୀକ୍ଷା ପ୍ରଣାଳୀକୁ ଉଚ୍ଛେଦ କରାଯାଉ।

🔴NEET ଛାତ୍ରଛାତ୍ରୀଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରନ୍ତୁ।

🔴କ୍ଷତିପୂରଣ ସ୍ୱରୂପ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୧୦୦୦ ଟଙ୍କା ସହାୟତା ଦିଆଯାଉ।

AISF Odisha
AISF - All India Students' Federation







28/05/2026

#କେନ୍ଦ୍ର_ଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବି_କରିଛି__aisf

ବାରମ୍ବାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି
୩ ବର୍ଷ ଭିତରେ ୨ ବର୍ଷ, ଅର୍ଥାତ୍ ୨୦୨୪ ଓ ୨୦୨୬ ରେ ପେପର୍ ଲିକ୍ ଘଟଣା ସମଗ୍ର ଦେଶର ଛାତ୍ରଛାତ୍ରୀଙ୍କ ଭରସାକୁ ଭଙ୍ଗ କରିଦେଇଛି। ଏହି ଅବ୍ୟବସ୍ଥା ଓ ଅବହେଳା ପାଇଁ କେନ୍ଦ୍ର BJP ସରକାର ସିଧାସଳଖ ଭାବେ ଦାୟୀ। ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ଭବିଷ୍ୟତ ସହ ଏଭଳି ଖେଳ କେବେ ବି ସହ୍ୟ କରାଯିବ ନାହିଁ।

ଏହାର ପ୍ରତିବାଦରେ ଅଖିଳ ଭାରତ ଛାତ୍ର ସଂଘ ( ) ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା।
ଦାବିଗୁଡ଼ିକ ହେଲା:

🔴 ଅଯୋଗ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ Dharmendra Pradhan ଇସ୍ତଫା ଦିଅନ୍ତୁ।

🔴NEET ପରୀକ୍ଷା ପ୍ରଣାଳୀକୁ ଉଚ୍ଛେଦ କରାଯାଉ।

🔴NEET ଛାତ୍ରଛାତ୍ରୀଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରନ୍ତୁ।

🔴କ୍ଷତିପୂରଣ ସ୍ୱରୂପ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୧୦୦୦ ଟଙ୍କା ସହାୟତା ଦିଆଯାଉ।

AISF Odisha
AISF - All India Students' Federation



09/02/2026
09/02/2026

ଅଖିଳ ଭାରତ ଛାତ୍ର ସଂଘ ( AISF ) ଓ ଭବାନୀପାଟଣା, କଳାହାଣ୍ଡି ପୋଲିସ ମୁହାଁମୁହିଁ l

ଦୃଦ୍ଧାନ୍ତ ଗେରୁଆ ଗୁଣ୍ଡା ମାନଙ୍କୁ ନିଜର ଛତ୍ରଛାୟା ତଳେ ଆଶ୍ରୟ ଦେଉଛନ୍ତି ଏବଂ

ନିଜର ହକ ମୌଳିକ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିବା ଛାତ୍ରୀ - ଛାତ୍ର ଙ୍କୁ ଅଶାଳୀନ ଦୁର୍ବ୍ୟବହାର ଦେବା କେତେଦୂର ସ୍ପୃହଣୀୟ l

ସାଧାରଣ ଜନତା ନିଜେ ବିଚାର କରନ୍ତୁ l









Aisf Boudhdistrict

Aisf Kandhamal

Address

Boudh

Website

Alerts

Be the first to know and let us send you an email when AISF Boudh posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share