Biju chatra janatadal cuttack sadar

Biju chatra janatadal cuttack sadar

Share

Contact information, map and directions, contact form, opening hours, services, ratings, photos, videos and announcements from Biju chatra janatadal cuttack sadar, Political organisation, kishorenagar, Cuttack.

Photos from Biju chatra janatadal cuttack sadar's post 01/02/2025

ଜନନେତା

21/12/2024

ଆଜି DAV ୟୁନାଇଟେଡ୍ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ❤️🙏🏻 ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖି କାନ୍ଦିଲେ ମହିଳା 🙏🏻 Naveen Patnaik Biju Janata Dal Odisha Chandra Sarathi Behera

19/12/2024

BJD ଆଜି ରାଜ୍ୟସଭାରେ BJP ବିରୋଧରେ 72 ଖଣ୍ଡ ଭୋଟ୍ ପାଇଲା।
BJP 113 ଖଣ୍ଡ ଭୋଟ୍ ପାଇଲା।
ଏକ ଆଞ୍ଚଳିକ ଦଳ 72 ଖଣ୍ଡ ଭୋଟ୍ ପାଇବା କିଛି ଛୋଟ କଥା ନୁହେଁ।
ଦୁଃଖର ବିଷୟ ଏକଥା ଆପଣଙ୍କୁ କେହି ଦେଖାଇଲେ ନାହିଁ।

27/10/2024

For Clarification: I am not a member of any party other than BJD. Please stop spreading misinformation. Thank you :- Chandra Sarathi Behera Naveen Patnaik Biju Janata Dal Odisha

09/08/2022

28/07/2022

ବାଲୁକା କଳା ମାଧ୍ୟମରେ କଟକ ସଦର ର ମାନ୍ୟବର ବିଧାୟକ *lଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ*।🙏

Team Babuni Bhai❤️
Chandra Sarathi With Cuttack Sadar💚

01/06/2022
Photos from Biju chatra janatadal cuttack sadar's post 13/04/2022

ମାନ୍ୟବର କଟକ ସଦରର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଚଦ୍ରସାରଥୀ ବେହେରାଙ୍କ ନିର୍ଦ୍ଧେଶ କ୍ରମେ ବିଜୁ ଛାତ୍ର ଜନତା ଦଳ କଟକ ସଦାର ତରଫରୁ ବିଭିନ୍ନପଞ୍ଚାୟତ ଖୋଲାଯାଇଥିବା ଜଳ ଛତ୍ର ଆଜି ନବମ ଦିନରେ ପହଞ୍ଚିଛି । #ଜଳଛତ୍ର

Photos from Biju chatra janatadal cuttack sadar's post 08/04/2022
Photos from Biju chatra janatadal cuttack sadar's post 08/04/2022

ମାନ୍ୟବର ବିଧାୟକ କଟକ ସଦରର ଲୋକପ୍ରିୟ ନେତା ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କ ନିର୍ଦ୍ଧେଶ କ୍ରମେ ବିଜୁ ଛାତ୍ର ଜନତା ଦଳ କଟକ ସଦର ତରଫରୁ ମାଣପୁର ଗ୍ରାମପଞ୍ଚାୟତ ଗଡ଼ମା ଠାରେ ସମ୍ପାଦକ ପବିତ୍ର ସାହୁଙ୍କ ନେତୃତ୍ୱ ରେ ସଭାପତି ସତ୍ୟ ସିଦ୍ଧାନ୍ତ ଦାସ ଙ୍କ ଉପସ୍ଥିତ ରେ ଏକ ଜଳଛତ୍ର ଖୋଲାଯାଇଛି। Jay Naveen Patnaik Sir jay Chandra Sarathi Bhai jay bjd #ଜଳଛତ୍ର

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Address


Kishorenagar
Cuttack
754131