Tapas Rout

Tapas Rout

Share

I am a social worker and a sportsman also , believe in helping peoples and took sports to a new level

24/01/2023

କଥା ଦେଇ କଥା ରଖିଲେ
ସମାଜ ସେବି ଶ୍ରୀଯୁକ୍ତ (ଲଷ୍ମୀନାରାୟଣ ଭଞ୍ଜ)
ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତ ମାନପୁର ଗ୍ରାମର ବିଜୟ ଶତପଥି ଓ ସୁଜାତା ଶତପଥୀ ଙ୍କ ଏକମାତ୍ର ପୁଅ ଜନ୍ମରୁ ତାର ଗୋଡ ହାଡ଼ ବଙ୍କା ରହିଛି । ବିଭିନ୍ନ ଡାକ୍ତରଖାନାରେ ଯାଇ ଚିକିତ୍ସା କରାଇଥିଲେ ହେଲେ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଚିକିତ୍ସା କରାଇ ପାରିନଥିଲେ‌।ଏବେ ଏମ୍ସ ହସ୍ପିଟାଲରେ ଗୋଡର ଅସ୍ତ୍ରୋପଚାର ପାଇଁ ୪ ଲକ୍ଷ ଟଙ୍କାର ଆବଶ୍ୟକତା ରହଛି।ସୋସିଆଲ ମିଡ଼ିଆ ର ପ୍ରଭାବ ପରେ ଆଠଗଡର ସମାଜସେବୀ ଲକ୍ଷ୍ମୀ ନାରାୟଣ ଭଞ୍ଜ ମାନପୁର ଗ୍ରାମରେ ପହଞ୍ଚି ବା ସହିତ ପରିବାରକୁ ୧୦ ହଜାର ଟଙ୍କା ର ସହାୟତା ପ୍ରଦାନ କରିଥିଲେ ଏବଂ ଆଜି ଭୁବନେଶ୍ୱର କିମ୍ସ ହସ୍ପିଟାଲ ରେ ସମାଜ ସେବି ଲଷ୍ମୀନାରାୟଣ ଭଞ୍ଜ ପିଲାଟିକୁ ଭେଟିବା ସହିତ ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ଆଗକୁ ଆହୁରି ସାହାଯ୍ୟ କରିବେ ବୋଲି ତାଙ୍କ ପରିବାରକୁ ପ୍ରତିଶୁତି ଦେଇଛନ୍ତି
ତାଙ୍କରି ଏଭଳି ସହଯୋଗ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି

23/01/2023

ଉତ୍କଳ ଜନନୀଙ୍କ ଅସଲି ବୀର ମହାନ ଦେଶଭକ୍ତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
Narayan Bhanja

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Category

Website

Address


Athgarh
Cuttack
754029