ଦୁଃଖ
ପ୍ରତ୍ୟକ ମଣିଷର ଜୀବନରେ ଦୁଃଖ ଥାଏ
25/07/2019
ଧିକ କହିବ ମଣିଷର ମାନବିକତାକୁ । ଆଜି କଟକ ଗଣ୍ଡରପୁର ପାଖରେ ସ୍ତ୍ରୀ ଲୋକକୁ କେହି ମାରି ପକେଇଦେଇଥିଲେ ମୋର ଜଣେ ସାନ ଭାଇ ଜିତୁ ରାଉତ ଓ ପ୍ରଣବ ବିଶ୍ୱାଳ ମତେ ଖବର ଦେଲେ ମୁ ଯାଇ ଯାହା ଦେଖିଲି ବହୁତ ଦୁଃଖ ଲାଗିଲା । ସଂଗେ ସଂଗେ ଆମେ ଜଗତପୁର ଥାନା ଓ ଚଉଳିଆଗଞ୍ଜ ଥାନା ଅଧିକାରୀଙ୍କ ଲୋଚନକୁ ଆଣିଲୁ । ତାପରେ ଆମ୍ବୁଲାନ୍ସ ଡାକି ତାଙ୍କର ଚିକିସ୍ୟା ପାଇଁ କଟକ ବଡ ମେଡିକାଲ ନେଇଗଲୁ ଏବଂ ନିରାସାଇ ହୋଇଥିବା ଭାବି ବସୁନ୍ଧରା ର ସାହାଯ୍ୟ ଲୋଡିଲୁ ଏବଂ ସେମାନେ ମଧ୍ୟ ସହଯୋଗ କଲେ । ସେ ଭଦ୍ର ମହିଳା କହିବା କଥା ତାଙ୍କୁ ଗାଡ଼ିରେ ଆଣି ଏହିଭଳି କରାଯାଇଛି ଓ ମାଡ ମରାଯାଇଛି । ଏବଂ ତାଙ୍କ ପିନ୍ଧିଥିବା ପୋଷାକ ମଧ୍ୟ ଚିରା ଯାଇଛି ।
ପ୍ରଶ୍ନ ଏଠି ଉଠୁଛି ତାଙ୍କୁ ଏମିତି କିଏ ଓ କାହିଁକି କଲେ ?
ସେ କହିବା କଥା ତାଙ୍କ ଘର କେନ୍ଦ୍ରାପଡା ଓ ସେ ପିରବଜ଼ାର ରେ ଭଡା ରହୁଥିଲେ ,ଭଡା ନଦେଇପାରିଥିବାରି ଘର ମାଲିକ ତାଙ୍କୁ ଘରୁ ବିଦାକରି ତାଲା ପକେଇଦେଲେ । ମୁ ଭାବୁଛି ଏ ଘଟଣାର ରହସ୍ୟ ଜାଣିବା ଦରକାର । ଆମେ ସାଧାରଣ ନାଗରିକ ହିସାବରେ ଆମର କର୍ତବ୍ୟ କଲୁ ।
ଯଦି ଏ ଭଦ୍ର ମହିଳାଙ୍କୁ କିଏ ଜାଣିଥାନ୍ତି ତାହେଲେ ବଦମେଡିକାଲ ରେ ଭେଟିପରିବେ। ତାଙ୍କର ଗୋଟେ bag ଓ ଫୋନ ଜଗତପୁର ପୋଲିସ station ରେ ଅଛି।
Thanks to Jitu Rout ,social worker n Pranab Kumar Biswal ,Gen.secy. International Human Rights
Good night
01/07/2019
09/06/2019
Blood donate with padmashree D parkas Rao
08/06/2019
ଆଜିର ଅବସ୍ଥା ଓ ବ୍ୟବସ୍ତା
Click here to claim your Sponsored Listing.
Location
Category
Contact the business
Telephone
Website
Address
Cuttack
753013
