OSAP 6th. Battalion Branch Association

OSAP 6th. Battalion Branch Association

Share

Official activities of 6th OSAP Branch Association Cuttack.

Photos from OSAP 6th. Battalion Branch Association 's post 09/01/2025

ଢେଙ୍କାନାଳରେ ଅନୁଷ୍ଠିତ ହୋଇଥିବା ୭୭ ତମ ଓଡ଼ିଶା ପୋଲିସ୍ କବାଡି ଏବଂ ୯ ତମ ହାଣ୍ଡବଲ୍ ପ୍ରତିଯୋଗିତାରେ ଓ.ଏସ.ଏ.ପି ୬ଷ୍ଠ ବାଟାଲିୟନର କବାଡି ଟିମ୍ Champion 🏆 ହୋଇଥିବା ବେଳେ ହାଣ୍ଡବଲ୍ ଟିମ୍ Runners-up🏆 ହୋଇଛି l ଆଜିର ଏହି ବିଜୟ ଅବସରରେ ଆମର କବାଡି ଏବଂ ହାଣ୍ଡବଲ୍ ଟିମ୍ ର ସମସ୍ତ ହିରୋମାନଙ୍କୁ ସଖାସଂଘ ଓ ବାଟାଲିୟନର ସମସ୍ତ କର୍ମଚାରୀମାନଙ୍କ ତରଫରୁ ଭବ୍ୟ ସ୍ବାଗତ ଏବଂ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଅଛି l

Photos from OSAP 6th. Battalion Branch Association 's post 25/12/2024

OSAP ୬ଷ୍ଠ ବାଟାଲିୟନର ସମସ୍ତ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଓ ତାଙ୍କର ପରିବାରର ସଦସ୍ୟ ମାନଙ୍କୁ ପବିତ୍ର ବଡଦିନ ଉପଲକ୍ଷେ ସିପାହୀ,ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ସଭାପତି ଶ୍ରୀ ଅଶୋକ କୁମାର ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ତରଫରୁ ଢେର୍ ସାରା ଶୁଭେଚ୍ଛା,ଅଭିନନ୍ଦନ ଓ ଶୁଭକାମନା l ପ୍ରଭୂ ଯୀଶୁ ଆପଣ ମାନଙ୍କୁ ସବୁବେଳେ ସୁଖ ଶାନ୍ତି ଓ ଆନନ୍ଦରେ ରଖନ୍ତୁ l

Photos from OSAP 6th. Battalion Branch Association 's post 25/12/2024
Photos from OSAP 6th. Battalion Branch Association 's post 25/12/2024

OSAP ୬ଷ୍ଠ ବାଟାଲିୟନରେ ନୂତନଭାବେ ଯୋଗ ଦେଇ "H" company ର ଦାୟିତ୍ଵ ଗ୍ରହଣ କରିବା ପରେ ସହ-ଦୁର୍ଗପତି ଶ୍ରୀ ସହଦେବ ଏକ୍କା ସାରଙ୍କ ସହିତ ଅଶୋକ ଭାଇ ଓ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କର ସୌଜନମୂଳକ ସାକ୍ଷାତକାର କରିବା ସମୟର କିଛି ମୁହୂର୍ତ୍ତ !!

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Website

Address

Cuttack
753003