Radhe Bhakt Bidyashree

Radhe Bhakt Bidyashree

Share

Radha Rani is My Life Line...❤--√\_...
👉Advocate 👉 Social Activist 👉 Actress

Photos from Radhe Bhakt Bidyashree's post 31/05/2026

ସମସ୍ତେ କହିଲେ ତମ ପୁତ୍ରମଣି ର ଚୁଟି କାଟ କାଟ ବୋଲି, ଆଜି ସତରେ କଟେଇ ଦେଲି🥹 ତାର ତ ଜମାରୁ ଇଚ୍ଛା ନଥିଲା କି ସିଏ କେବେ ବି ଛୋଟ ଛୁଟି ରଖେନି, ହେଲେ ଆଜି ମୁଁ କହିଲି ବୋଲି ମୋ କଥା ରଖି କାଟିଦେଲା। ସୁନା ପୁଅ ଟା ମୋର 🙌

29/05/2026

ତୁ ଏମିତି ସବୁବେଳେ ମୋ ସାଙ୍ଗରେ ଥା

27/05/2026

ଆମ ଆଶ୍ରମ ରେ ଆଉ ଜଣେ ନୂଆ ସଦସ୍ୟ ଯୋଡି ହେଲେ।ଝିଅଟି କଥା କହି ପାରୁନି କି ଶୁଣି ପାରୁନି। ଧନ୍ୟବାଦ୍ ସ୍ନିଗ୍ଧା ଭଞ୍ଜ ଆଣ୍ଟି ଙ୍କୁ ଝିଅଟିର ସୁରକ୍ଷା ବିଷୟରେ ଚିନ୍ତା କରି, ଆମ ଆଶ୍ରମ କୁ ଉପଯୁକ୍ତ ମନେକରି ସମୟ ବାହାର କରି ଝିଅଟିକୁ ଆଣି ଆମ ଆଶ୍ରମରେ ପହଞ୍ଚାଇଛନ୍ତି।

26/05/2026

During the shooting of odia movie NIMKI

25/05/2026

ଏତେ ଦୂର କୋଣାର୍କ ରୁ ଆସି ଆମ ଆଶ୍ରମରେ ଜନ୍ମଦିନ ପାଳନ କରିଥିବାରୁ ଅର୍କରାଜ ଶତପଥୀ ଭାଇ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

23/05/2026

ମୋର ଅତି ପ୍ରିୟ ମାଣ୍ଡିଆ ମୋ ମୋ 😋 ମିଶନ ଶକ୍ତି ଦ୍ଵାରା ବିନା ପିଆଜ ରସୁଣ ରେ ପ୍ରସ୍ତୁତ ଅତି ସୁନ୍ଦର ଏବଂ ସ୍ଵାସ୍ଥ୍ୟ କର ଖାଦ୍ୟ 👌

23/05/2026

🎈🎈🎈ଆଜି ମୋ ଭାଉଜର ଶୁଭ ଜନ୍ମଦିନ 🎂🎈🎈🎈 ଭାଉଜ କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

22/05/2026

Museum Of Justice, Cuttack ନ୍ୟାୟ ସଂଗ୍ରହାଳୟ, କଟକ

Photos from Radhe Bhakt Bidyashree's post 22/05/2026

ଆଜି କୋର୍ଟ ରେ ଲାଷ୍ଟ ୱର୍କିଙ୍ଗ ଡେ ଥିଲା। ଏବେ ଖରା ଛୁଟି ପୁଣି ଯାଇ ମାସେ ପରେ କୋର୍ଟ ରେ ଦେଖା।

Photos from Radhe Bhakt Bidyashree's post 21/05/2026

🎈🎈🎈ଆଜି ଦୁଇ ଜଣଙ୍କର ଶୁଭ ଜନ୍ମଦିନ 🎂 ଜଗତସିଂହପୁର ରୁ ପି.ସଂସ୍କୃତି ପରିଡ଼ା (ପୂଜା) ₹501/- ଟଙ୍କା ଏବଂ ଯାଜପୁର ରୁ ହୃଷିକେଶ ନାଥ ₹301/- ଟଙ୍କା ଆମ ରାଧାରାଣୀ ସେବା ଟ୍ରଷ୍ଟ, ସେବାକୁଞ୍ଜ ଆଶ୍ରମ ର ଅନ୍ତେବାସୀ ମାନଙ୍କ ପ୍ରସାଦ ସେବନ ପାଇଁ ପଠାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ 🙏 ଉଭୟଙ୍କ ସୁସ୍ଥ ଶରୀର ଏବଂ ହସଖୁସିରେ ଭରା ସୁଖମୟ ଜୀବନ ପାଇଁ ରାଧାରାଣୀ ଙ୍କ ନିକଟରେ ପ୍ରାର୍ଥନା 🙏🎈🎈🎈

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Address

Cuttack