08/03/2024
ଓଁ ନମଃ ଶିବାୟ! ପବିତ୍ର ମହା ଶିବରାତ୍ରି ଓ ଜାଗର ର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାଦେବଙ୍କ ଅପାର କରୁଣାରୁ ଆପଣମାନଙ୍କର ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ। 🔱
#ମହାଶିବରାତ୍ରୀ
#ଓମ୍_ନମଃ_ଶିବାୟ 🙏🏽🙏🏽🙏🏽
05/03/2024
#ବିଜୁ_ପଟ୍ଟନାୟକ_ଜୟନ୍ତୀ ଓ
#ପଞ୍ଚାୟତିରାଜ_ଦିବସ ର ଶୁଭେଚ୍ଛା 🙏🏽🙏🏽🙏🏽
ଆଧୁନିକ ଓଡ଼ିଶାର ନିର୍ମାତା, ଧରଣୀର କୃଷ୍ଣସାର, ମାଟିର ମୂର୍ତ୍ତିକାର, ଝଡ଼ର ଇଗଲ୍, ଇଣ୍ଡୋନେସିଆର ଭୂମିପୁତ୍ର, ମହାନ ଜନନେତା, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି....🙏🌹🙏🏽
୍ନାଥ 🙏🏽
19/02/2024
ଆସନ୍ତା କାଲଠାରୁ #ମାଟ୍ରିକ_ପରୀକ୍ଷା , ସମଗ୍ର #କେନ୍ଦୁଝର ଜିଲ୍ଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଉଛି l
ସମସ୍ତ ଛାତ୍ରଛାତ୍ରୀ ଚାପମୁକ୍ତ ହୋଇ ସେମାନଙ୍କ ଦକ୍ଷତା ଅନୁଯାୟୀ ପ୍ରଶ୍ନପତ୍ର ଗୁଡ଼ିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ l
ସେମାନଙ୍କ ସଫଳତା ପାଇଁ ମୁଁ #କେନ୍ଦୁଝରର ଆରାଧ୍ୟ ଦେବୀ #ମା_ତାରିଣୀ ଙ୍କ ନିକଟରେ ପ୍ରାର୍ଥନା କରୁଛି 🙏🏽🙏🏽🙏🏽
14/05/2023
ମା ର ବାତ୍ସଲ୍ୟ ମମତା, ମା ର ପ୍ରେମ ଏକ ନିର୍ଝରଣୀ ସ୍ରୋତ ପରି ଯାହା କେବେ ଶୁଷ୍କ ହୁଏନି। ୧୦ ମାସ ୧୦ ଦିନ ଗର୍ଭରେ ରଖିବା ଠାରୁ ଆରମ୍ଭ କରି ଜିବନର ଶେଷ ନିଃଶ୍ୱାସ ଟିକକ ଛାଡ଼ିବା ଯାଏଁ ମା ତା ଛୁଆର ମଙ୍ଗଳ କମାନା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥାଏ।
Happy Mother's day to you 🌹🙏🌹...
01/05/2023
ଶ୍ରମିକ ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏
28/04/2023
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା, ମହାନ ସ୍ଵାଧୀନତା ସଂଗ୍ରାମୀ, ସମାଜ ସୁଧାରକ, କବି, ଉଦ୍ୟୋଗପତି, ବାରିଷ୍ଟର, କୂଳବୃଦ୍ଧ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
#ମଧୁସୂଦନଦାସ #ମଧୁବାବୁ
27/04/2023
ସ୍ୱର୍ଣ୍ଣିମ ଅଳତୀ ପଞ୍ଚାୟତ #ରାଇତୋଳା ଗ୍ରାମର ସ୍ବର୍ଗତ ତୁଳସୀ ଦାସ ଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧା ସୁମନ ଅର୍ପଣ କଲି
🙏🌹🙏
12/01/2023
ଅବସରରେ ସମସ୍ତ ଯୁବ ବନ୍ଧୁ ମାନଙ୍କୁ ମୋ ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।
ସମସ୍ତ ଯୁବକ ମାନେ ଦେଶ ନିର୍ମାଣ କ୍ଷେତ୍ରରେ କର୍ଣ୍ଣଧାର ସାଜନ୍ତୁ ଏତିକି କାମନା 🙏🙏🙏
ଜୟ ଜଗନ୍ନାଥ 🙏🌹🙏
11/01/2023
ଜୟ ଯବାନ ଜୟ କିଷନ୍ ର ନାରା ଦେଇ ଦେଶର ଅଗ୍ରଗତି କରାଇବାରେ କର୍ଣ୍ଣଧାର ସାଜିଥିବା ତଥା ନିଜେ ଭଲରେ ଦିଓଳି
ନଖାଇ ଦେଶ ସେବାରେ ସର୍ବଦା ନିମଗ୍ନ ରହୁଥିବା ନିଃସ୍ଵାର୍ଥପର, ନିଷ୍କପଟ ବ୍ୟକ୍ତିତ୍ୱ ଆମ ଭାରତ ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ବିଜେତା ସ୍ବର୍ଗତ ଲାଲବାହଦୂର୍ ଶାସ୍ତ୍ରୀ ଜୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧା ସୁମନ ଓ ଭକ୍ତିଆର୍ଘ୍ୟ ଅର୍ପଣ କରୁଅଛି। 🌹🌹🙏🌹🌹