16/11/2022
BJD Kimbhiriapal G.P. Bari Assembly Constituency
Official page of BJD Kimbhiriapal G.P. of Bari Assembly Constituency Under Supervision of BJD ITWing, Bari
16/11/2022
11/08/2022
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କିମ୍ଭିରିଆପାଳ ଗ୍ରାମପଞ୍ଚାୟତ ର ଗ୍ରାମ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରକ୍ଷା ବନ୍ଧନ ପାଳନ କରନ୍ତୁ। ମହାପ୍ରଭୁଙ୍କ କୃପାରୁ ସୁରକ୍ଷା ଓ ଭରସାର ବନ୍ଧନ ଆହୁରି ନିବିଡ଼ ହେଉ।
10/08/2022
07/04/2022
କିମ୍ଭିରିଆପାଳ ଗ୍ରାମ ପଞ୍ଚାୟତ ର ବିକାଶ ପାଇଁ ସର୍ବଦା ସମର୍ପିତ ଭାବନାର ସହ ଆପଣ ମାନଙ୍କ ସମର୍ଥନ ରେ ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ହରପ୍ରିୟା ସାହୁ ଙ୍କ ପ୍ରତିନିଧି ଅଭିମନ୍ୟୁ ସାହୁ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସିବାନନ୍ଦ ସ୍ୱାଇଁ ଓ ଯନ୍ତ୍ରୀ ଶ୍ରୀଯୁକ୍ତ ନେହେରୁ ବେହେରା ଙ୍କୁ ସାଥିରେ ଧରି ୧ ନମ୍ବର ୱାର୍ଡ ର ସବର ସାହି ଠାରୁ କଣ୍ଟିବାଙ୍କ ଗମନାଗମନ ପାଇଁ ଉଦ୍ଦିଷ୍ଟ ରାସ୍ତା କାର୍ଯ୍ୟ ଆରମ୍ବ ପାଇଁ ପ୍ରାଥମିକ ପର୍ଯ୍ୟାୟ ରେ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।
07/04/2022
କିମ୍ଭିରିଆପାଳ ଗ୍ରାମପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ହରପ୍ରିୟା ସାହୁ ଆଜି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହି, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବହୁ ଜନହିତକାରୀ ଯୋଜନା ର ଅନନ୍ୟ କାର୍ଯ୍ୟକ୍ରମ ବୃଦ୍ଧ, ବୃଦ୍ଧା, ବିଧବା ସର୍ବୋପରି ଦିବ୍ୟାଙ୍ଗ ମାନଙ୍କୁ ଆର୍ଥିକ ସହାୟତା ରାଶି (ଭତ୍ତା) ପ୍ରଦାନ କରିଥିଲେ।
21/03/2022
14/03/2022
କିମ୍ଭିରିଆପାଳ ଗ୍ରାମପଞ୍ଚାୟତ ର ନାଗରିକ ମାନଙ୍କ ଦ୍ୱାରା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ହରପ୍ରିୟା ସାହୁ ଓ ସମିତି ସଭ୍ୟା ଶ୍ରୀମତୀ କାବେରୀ ମାଝୀ ବରୀ ବିଧାୟିକା ଶ୍ରୀମତୀ Sunanda Das ଙ୍କ ଦ୍ଵାରା ଏକ ବିଶେଷ କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ ହେବା ଅବସରରେ ଉପସ୍ଥିତ ନେତୃବୃନ୍ଦ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।
BJD Bari Assembly Constituency
BJD Kimbhiriapal G.P. Bari Assembly Constituency
Naveen Patnaik
22/02/2022
ଏକ ସଶକ୍ତ ବରୀ ଗଢିବାକୁ ଆମ ବରୀ ବାସୀ ଙ୍କୁ ନିବେଦନ🙏
27/01/2022
ରାଜନୀତି ନୁହଁ ରାଷ୍ଟ୍ର ନୀତି ,ସମସ୍ୟା ନୁହଁ ସମାଧାନ
ପଦବୀ ନୁହଁ ଦାୟିତ୍ଵ ,ନେତା ନୁହଁ ସେବକ
ପଞ୍ଚାୟତ ନୁହଁ ଆମ ପରିବାର.
ନା ଦୁର୍ନୀତି ନା ଭଷ୍ଟାଚାର ,ନା ଅନ୍ୟାୟ ନା ଅନୀତି
ଏହି ଚିନ୍ତା ଧାରା କୁ ନେଇ ଆମେ ଆଗକୁ ଚାଲିଛୁ
ଆମର ଆଶା ଏଵଂ ବିଶ୍ୱାସ ଆପଣ ମାନଙ୍କ ହାତ ସଦାସର୍ବଦା ଆମ ମାନଙ୍କ ମୁଣ୍ଡ ଉପରେ ରହିବ। 🙏
କିମ୍ଭିରିଆପାଳ ଗ୍ରାମପଞ୍ଚାୟତ ର ସରପଞ୍ଚ ପାର୍ଥିନୀ ଶ୍ରୀମତୀ #ହରପ୍ରିୟା_ସାହୁ ଙ୍କୁ #ଖୋଲା_ଛତା ଚିହ୍ନ ରେ ଓ ସମିତି ସଭ୍ୟା ଭାବେ ଶ୍ରୀମତୀ #କାବେରୀ_ମାଝୀ ଙ୍କୁ #କେଟିଲି ଚିହ୍ନ ରେ ଆପଣଙ୍କ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ନିବେଦନ।
Click here to claim your Sponsored Listing.
Official page of BJD Kimbhiriapal G.P. of Bari Assembly Constituency
ବରୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ଆମ ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, କରୋନା ମହାମାରୀ ର ସଫଳ ପ୍ରତିରୋଧ, ଜନସାଧାରଣରେ ଆଜି ବିଶ୍ବାସଭାଜନ ହୋଇପାରିଛି, ଏହି ପରିପ୍ରେକ୍ଷୀରେ ଆମ ସୁଃଖ ଦୁଃଖ ର ସାଥି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପରାମର୍ଶ ଅନୁଯାୟୀ ବରୀ ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ପଞ୍ଚାୟତ କୁ ସୋସିଆଲ୍ ମିଡିଆରେ ଯୋଡିବାର ଏକ ଅନନ୍ୟ ପ୍ରୟାସ ।
ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ର ସବିଶେଷ ତଥ୍ୟ ସହ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତଥା ସରକାର ଙ୍କ ଦ୍ଵାରା ହେଉଥିବା ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ.
ଆସନ୍ତୁ, ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଧାୟିକା ଙ୍କ ସହ ସହଯୋଗ କରି ତାଙ୍କ ହାତମୁଠାକୁ ଟାଣ କରିବା ।
ଜୟ ବିଜେଡି ।
Location
Category
Contact the business
Website
Address
Jajpur
755017
