Sangram Deo
Contact information, map and directions, contact form, opening hours, services, ratings, photos, videos and announcements from Sangram Deo, Jajpur.
23/03/2022
ଆଜି ବି ମୋ ଲୋମ ଟାଙ୍କୁରି ଉଠେ ଯେତେବେଳେ ମୁଁ ଏହି ନିସ୍ଵାର୍ଥପର ବ୍ୟକ୍ତିଙ୍କ ବିଷୟରେ ପଢ଼େ ଯିଏ ୨୩ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ | ଏହି ମହାନ ଦେଶପ୍ରେମୀଙ୍କ ପାଇଁ ଆମେ ସର୍ବଦା ଋଣୀ ରହିବୁ ଏବଂ ମାତୃଭୂମି ପାଇଁ ସେମାନଙ୍କର ଦେଶପ୍ରେମ ଏବଂ ସର୍ବୋଚ୍ଚ ବଳିଦାନ ଆମକୁ ପ୍ରେରଣା ଯୋଗାଇବ |
ଜୟ ହିନ୍ଦ୍
06/02/2022
ଶେଷ ପ୍ରଣାମ
ଆପଣ ଦେଶ ପାଇଁ ସଦୁଦିନ ଉଦାହରଣ ହୋଇ ଅମର ରହିବେ
26/01/2022
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ, ଗଣତନ୍ତ୍ର ପ୍ରତିଷ୍ଠାତା ଓ ଅମର ଯବାନଙ୍କ ପ୍ରତି ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।
Vai Cricket ko bhi nehi chora ne Tum ne,, Kohli is King.. But Captain woh rahega ya na rahe Wo hamesa ek Classic player he.. Vai Sob mein Politics mat ghusao. 🤗
08/12/2021
🙏🙏🙏🙏
09/11/2021
Trophies doesn't define any player their legacy does. Thank You for your Memories Captain Kohli.
Long way to go champion you gave so many things to learn for upcoming star's.. 🇮🇳 you gave an new era for cricket lovers..
Thank You
THE MAN OF BIG STAGE BIG OCCASION !!!!
05/09/2021
ଆଜିସୁକିନ୍ଦାର ମାନ୍ୟବର ବିଧାୟକ ଇଂ ପ୍ରୀତୀରଞ୍ଜନ ଘଡାଇଙ୍କ ନିର୍ଦ୍ଦେଶକ୍ରମେ ଦେଉଳକଣ ଗ୍ରା ପରବିଜୁ ଛାତ୍ର ଜନତା ଦଳର ଏକ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ବିଜୁ ଜନତା ଦଳ ସରକାରର ଯୋଜନା ପ୍ରତ୍ୟେକ ଜନ ସାଧାରଣ ପାଖରେ ପହଞ୍ଚ ପାରିବ ବିଜୁ ଛାତ୍ର ପିଲାମାନେ ୱ।ର୍ଡ଼ ସ୍ତରରେ କାମ କରିବାକୁ ନିଷ୍ପତ୍ତି କରାଗଲା।ଏଥିରେ ଶତାଧିକ ବିଜୁଛାତ୍ର ଯୋଗ ଦେଇ ନିଜ ନିଜର ମତାମତ ଦେଇଥିଲେ ଏଥିରେ ମୁଖ୍ୟଅତିଥି ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ ଦେଓ, ଦାନଗଦୀ ବ୍ଳକ ଉପସଭାପତି ସୌମ୍ୟରଞ୍ଜନ ଜେନା, ଯୁବ ବିଜେଡି ସଭାପତି ନିରଞ୍ଜନ ପାତ୍ର ଯୁବ ସଂପାଦକ ସୁରେଶ ଚନ୍ଦ୍ରମହନ୍ତ ଯୋଗ ଦେଇଥିଲେ
Click here to claim your Sponsored Listing.
