Help for People Giridhari trust Binjharpur,Jajpur

Help for People Giridhari trust Binjharpur,Jajpur

Share

Contact information, map and directions, contact form, opening hours, services, ratings, photos, videos and announcements from Help for People Giridhari trust Binjharpur,Jajpur, Social service, At-BINJHARPUR, Jajpur.

Our Trust engaged in various activities like Organising Blood Camp , Provide Financial support & Food For needy , Emergency blood donation
,Blanket Distribution,Cow belt pogram

Photos from Help for People Giridhari trust Binjharpur,Jajpur's post 01/03/2026

କନକ ମହାବୀର ଆଶାର ଆଲୋକ ଫାଉଣ୍ଡେସନ ଟ୍ରଷ୍ଟ ର ପରିବାର ର ପ୍ରଥମ ବାର୍ଷିକ ମହୋତ୍ସବ 2026 # # #
#କନକ ମହାବୀର ଆଶାର ଆଲୋକ ଫାଉଣ୍ଡେସନ ଟ୍ରଷ୍ଟ #ର ପ୍ରଥମ ବାର୍ଷିକ ମହୋତ୍ସବ 2026 ଅବସରରେ ଆମ ଟ୍ରଷ୍ଟ " #ହେଲ୍ପ_ଫର_ପିପଲ_ଗିରିଧାରୀ_ଟ୍ରଷ୍ଟ_ବିଂଝାରପୁର " କୁ ରକ୍ତଦାନ & ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରିଥିବାରୁ ହେଲ୍ପ ଫର ପିପଲ ଗିରିଧାରୀ ଟ୍ରଷ୍ଟ ବିଂଝାରପୁର ତରଫରୁ ଅଶେଷ ଧନ୍ୟବାଦ୍ 🙏 💐💐💐
ଅନନ୍ତ ସ୍ୱାଇଁ
ସଭାପତି, ହେଲ୍ପ ଫର ପିପଲ୍ ଗିରିଧାରୀ ଟ୍ରଷ୍ଟ
ବିଞ୍ଝାରପୁର ,ଯାଜପୁର

Photos from Help for People Giridhari trust Binjharpur,Jajpur's post 27/02/2026

ଗଣେଶ ନା ଭାଇ ଙ୍କ ପୁଅ ର ବ୍ରତ ଘର ପୋଗ୍ରାମ ରେ Help for People Giridhari trust Binjharpur,Jajpur ର ସଦସ୍ୟା ମାନେ .
076840 33908 - ଅନନ୍ତ ସ୍ୱାଇଁ

Photos from Help for People Giridhari trust Binjharpur,Jajpur's post 24/02/2026

ଆସନ୍ତା କାଲି 3 ୟୁନିଟ ରକ୍ତ ଆବଶ୍ୟକ ଅଛି
1st Aims ମେଡିକାଲ (A+)ANY GROUP
ଅପରେସନ କେସ (ବ୍ଲଡ଼ ମିଳିଲେ ଅପରେସନ ହବ)
2nd DHH ଯାଜପୁର (AB+)
ପେସେଣ୍ଟ ଆଇସିୟୁ ରେ ଅଛନ୍ତି
3RD KIMS ମେଡ଼ିକାଲ (Any Group)
Emergency case

ଏ ଖରା ରେ ରକ୍ତ ଦାନ କରିବାକୁ ଅନୁରୋଧ
ବ୍ଲଡ଼ ବ୍ୟାଙ୍କ ରେ ଆଉ ବ୍ଲଡ଼ ଷ୍ଟକ୍ ନାହିଁ
Donate blood save a life .
ରକ୍ତ ଦାନ ମହତ ଦାନ
076840 33908 -Help for people giridhari trust Binjharpur

23/02/2026

Help for People Giridhari trust Binjharpur,Jajpur
21/02/26
ଫେବୃଆରୀ ମାସର ତୃତୀୟ ସହଯୋଗ
ନାମ - ରମେଶ ଜେନା
ଘର - ମଧୁବନ
ରମେଶ ଭାଇ କିଛି ମାସ ତଳେ ଦୁର୍ଘଟଣା ର ଶିକାର ହୋଇଥିଲେ , ସେ ଜଣେ ଦିନ ମଜୁରିଆ , ତାଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ ସେ ଟ୍ରିଟମେଣ୍ଟ ପାଇଁ ମେଡିକାଲ୍ ଯିବାକୁ ବୋହୁତ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ଆ କେସ ଆମ ପାଖରେ ପହଁଞ୍ଚିବା ମାତ୍ରେ ଗୋଟେ ଦିନ ଭିତରେ ଆମ ମେମ୍ବର ମାନେ ପହଞ୍ଚି ତାଙ୍କୁ 5000/- ଟଙ୍କା ଆର୍ଥିକ ସହାୟତା କରିଥିଲେ ସୋସିଆଲ ୱର୍କ ମାସିକ କନ୍ତ୍ରିବୁସନ ରୁ .

ଧନ୍ୟବାଦ୍ ଆମର ସବୁ ଏକ୍ଟିଭ ମେମ୍ବର ଭାଇ ମାନଙ୍କୁ ।
ଆଉ ଆମକୁ ସହଯୋଗ କରୁଥିବା ସବୁ ମେମ୍ବର ଭାଇ ମାନଙ୍କୁ

076840 33908 - ହେଲ୍ପ ଫର ପିପଲ ଗିରିଧାରୀ ଟ୍ରଷ୍ଟ , ବିଂଝାରପୁର
ଆଉ ଯୋଉ ଭାଇ ମାନେ ଗ୍ରୁପ ସହ ଜଡ଼ିତ ରହି କିଛି ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ଚାହୁଁଥିବେ ଗ୍ରୁପ ରେ ରହିପାରିବେ
Abhishek Narayan Mohanty
Kumar Jinu
Yasobanta Das
Sanjeev Samal
Gyanaranjan Mahalik
Sabyasachi Prasad
CA Golakh Parida
Sashikant Chagala
Bhakta Hari Sahoo Kalia
Pabitra Swain
DibyA KasHyap
Batakrushna Behera
Sabir Ranjan Das
Badrinarayan Muduli

ଧନ୍ୟବାଦ୍

23/02/2026

Thank you All the Donners
Keep supporting us
7684033908-Ananta swain


Want your business to be the top-listed Government Service in Jajpur?

Click here to claim your Sponsored Listing.

Location

Category

Address


At-BINJHARPUR
Jajpur
755012